Latest Odisha News

BREAKING NEWS

Browsing Category

ଫିଚର

ପଶ୍ଚିମବଙ୍ଗରେ ବସ୍ ପୋଡ଼ି ଘଟଣାକୁ ସାତ ଦିନ, ଏଯାଏ ପରିବାର ଲୋକଙ୍କୁ ମିଳିନି ପୁଷ୍ପାଞ୍ଜଳିଙ୍କ ମର ଶରୀର

କେନ୍ଦ୍ରପଡା: ପଶ୍ଚିମବଙ୍ଗ ବସ୍ ଦୁର୍ଘଟଣାକୁ ୭ ଦିନ ବିତିଗଲାଣି। ମୃତକ ମହିଳା ପୁଷ୍ପାଞ୍ଜଳି ଦାସଙ୍କ ମର ଶରୀର ଏଯାବତ କିନ୍ତୁ ଘର ପହଁଚିପାରିନି। ଏହାକୁ ନେଇ ପରିବାର ଲୋକେ ନିରାଶ ହେବା ସହ ଶେଷକୃତ୍ୟ କରିବାରେ ଅସମର୍ଥ ହୋଇଛନ୍ତି। ମୃତ ମହିଳା ପୁଷ୍ପାଞ୍ଜଳି ଦାସ ନିଜ ସ୍ୱାମୀ ଓ ପିଲାଙ୍କ…

ବିରାଟଙ୍କ ରନ୍ ଅନୁସାରେ ହୋଟେଲରେ ବିରିୟାନୀ ଡିସକାଉଣ୍ଟ, ମାଗଣା ପ୍ଲେଟ ଖାଇବାକୁ ଅସମ୍ଭାଳ ଭିଡ

ଲକ୍ଷ୍ନୈା: ବିରାଟଙ୍କ ରନ୍ ଯେତେ ହେବ ସେମିଫାଇନାଲରେ ସେହି ପରିମାଣରେ ଡିସକାଉଣ୍ଚ ମିଳିବ ବିରିୟାନୀ। ବଡ କଥା ହେଲା ବିରାଟ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଶତକ ମାରିଥିଲେ। ତେଣୁ ବିରିୟାନୀ ମଧ୍ୟ ମାଗଣା ହୋଇଯାଇଥିଲା। ଗତକାଲି ବିରାଟଙ୍କ ଶତକୀୟ ଇନିଂସ ପରେ ଉତ୍ତର ପ୍ରଦେଶର…

ନାଟମଣ୍ଡପ ମରାମତି ପ୍ରସଙ୍ଗ: ଏନ୍‌ଓସି ଦେଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି (ଗୁରୁବାର) ଠାରୁ ନାଟମଣ୍ଡପର ମରାମତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କିନ୍ତୁ ଆସନ୍ତାକାଲି (ଶୁକ୍ରବାର) ଠାରୁ ଏଏସଆଇ ଏହି କାର୍ଯ୍ୟ ବିଧିବଦ୍ଧ ଭାବେ କରିବ । ଗରୁଡ଼ ସ୍ତମ୍ଭଠାରୁ ପ୍ରଥମେ ଆରମ୍ଭ ହେବ ମରାମତି କାମ । ଏଥିପାଇଁ ଶ୍ରୀମନ୍ଦିର…

ମାସେ ଭିତରେ ୩ ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ମାସେ ଭିତରେ ୩ ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି, ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଜେପି କୃଷକ ମୋର୍ଚ୍ଚା। ଏନେଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ୬ ଦଫା ଦାବି ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା। ରାଜ୍ୟରେ ଦୀର୍ଘ ୨୩ ବର୍ଷର ସ୍ଥାଣୁ,…

ବିଶ୍ୱକପ ଫାଇନାଲ ପାଇଁ ହେବ ଭବ୍ୟ ଆୟୋଜନ

ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚର ବିଜେତାଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ଫାଇନାଲ ମ୍ୟାଚ ପାଇଁ ଭବ୍ୟ ଆୟୋଜନ…

ମଣିପୁରରେ ପାଟ୍ରୋଲିଂ କରୁଥିବା ଆସାମ ରାଇଫଲ୍ସଙ୍କ ଉପରେ ଆକ୍ରମଣ

ଇମ୍ଫାଲ: ମଣିପୁରରେ ପାଟ୍ରୋଲିଂ କରୁଥିବା ଆସାମ ରାଇଫଲ୍ସ ସୈନିକଙ୍କୁ ଆକ୍ରମଣ କରାଯାଇଛି। ଉଗ୍ରବାଦୀମାନେ ପ୍ରଥମେ ଏକ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ (IED) ବିସ୍ଫୋରଣ କରିଥିଲେ। ତା’ପରେ ଆସାମ ରାଇଫଲ୍ସର ଏକ କଣ୍ଟିଜେଣ୍ଟ ଉପରେ ଆକ୍ରମଣ କରିଥିଲେ। ମଣିପୁର ଟେଂଗ୍ନୋପାଲ ଜିଲ୍ଲାରେ…

ବିଶ୍ୱକପ ପରେ ପଦ ଛାଡିବେ ଡ୍ରାଭିଡ, ନୂତନ ଚୁକ୍ତି ନେଇ ହେଇନି କୌଣସି ଆଲୋଚନା

ମୁମ୍ବାଇ: ଭାରତ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରି ତୃତୀୟ ଥର ପାଇଁ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି । ତେବେ ଟିମ ଇଣ୍ଡିଆର ଏହି ପ୍ରଦର୍ଶନ ପାଇଁ କୋଚ ରାହୁଲ ଡ୍ରାଭିଡଙ୍କୁ ଏବେ ସମସ୍ତ ଶ୍ରେୟ ଯାଉଛି । ପ୍ରଥମେ ତାଙ୍କ କୋଚିଂ ଶୈଳୀକୁ ନାପସନ୍ଦ କରାଯାଉଥିଲା ।…

ମିଲରଙ୍କ ଶତକ, ଅଷ୍ଟ୍ରେଲିଆ ସମ୍ମୁଖରେ ୨୧୩ ରନର ଲକ୍ଷ୍ୟ

କୋଲକାତା:ଇର୍ଡେନ୍ ଗାର୍ଡେନ୍‌ରେ ଦ୍ବିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ୪୯.୪ ଓଭରରେ ସମସ୍ତ ୱିକେଟ ହରାଇ ୨୧୨ ରନ୍ ସଂଗ୍ରହ କରିଛି । ଫଳରେ ଅଷ୍ଟ୍ରେଲିଆକୁ ଫାଇନାଲରେ ପହଞ୍ଚିବା ପାଇଁ ୨୧୩ ରନ୍‌ର ଲକ୍ଷ୍ୟ ମିଳିଛି । ବିସ୍ଫୋରକ ବ୍ୟାଟର ଡେଭିଡ ମିଲର ୧୧୬ଟି ବଲ୍ ସାମ୍ନା କରି ୮ଟି…

ତେଲେଙ୍ଗାନାରେ କଂଗ୍ରେସ ଜିତିଲା ସେମିଫାଇନାଲ !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ସହ ଚୂଡାନ୍ତ ତାଲିକା ପଦାକୁ ଆସିଛି। ରାଜ୍ୟର କେଉଁ ସିଟରେ କିଭଳି ଲଢେଇ ହେବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇଛି। ପ୍ରାର୍ଥୀପତ୍ର ଦାଖଲ ପରେ ବିଦ୍ରୋହୀଙ୍କ ପାଇଁ ଚିନ୍ତାରେ ଥିବା…

ଲକ୍ଷ୍ମୀପୁର ଦେଖିବ ବିଜେଡି, କଂଗ୍ରେସର ମହାଲଢେଇ !

ଭୁବନେଶ୍ୱର: ଚର୍ଚ୍ଚାରେ କୋରାପୁଟ ରାଜନୀତି। ୨୦୧୯ ପରେ ରାଜ୍ୟରେ ରାଜନୈତିକ ଚିତ୍ର ବଦଳିଛି। କଂଗ୍ରେସ ତୃତୀୟ ସ୍ଥାନକୁ ଖସିବା ପରେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଦେଖିବାକୁ ମିଳୁଛି। ଆଗାମୀ ୨୦୨୪ ରେ ସ୍ଥିତି କଣ ହେବ ତାକୁ ନେଇ ନାନା ଆକଳନ ହେଉଛି। ଏ ଭିତରେ କୋରାପୁଟରେ କିନ୍ତୁ…