Latest Odisha News

BREAKING NEWS

Browsing Category

ଫିଚର

ସୁଶାନ୍ତଙ୍କ ସହ ଜଡିତ ଏହି ବଡ଼ ଘଟଣାର ଖୁଲାସା କଲେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ଶନିବାର ଦିନ ଟ୍ୱିଟ ମାଧ୍ୟମରେ ଏକ ଚଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କରେ ଏକ ଖୁଲାସା କରିଛନ୍ତି। ବଲିଉଡର ଏହି ଅଭିନେତାଙ୍କ ରହସ୍ୟମୟ ମୃତ୍ୟୁରେ ସିବିଆଇ, ଇଡି ଏବଂ ଏନସିବି…

ଡିଜିଟାଲ କାରବାର ଉପରେ ଆଉ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ, ଆଦେଶ ଜାରୀ କଲା କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ

ନୂଆଦିଲ୍ଲୀ: ସରକାରଙ୍କ ନିର୍ଦ୍ଦେଶ ପରେ ମଧ୍ୟ ରୁପେ କାର୍ଡ କିମ୍ବା ଭୀମ-ୟୁପିଆଇ ସହିତ କାରବାର ଉପରେ ଫି ଆଦାୟ କରୁଥିବା ବ୍ୟାଙ୍କମାନଙ୍କୁ ଆୟକର ବିଭାଗ କଠୋର ନିର୍ଦ୍ଦେଶ ଦେଇଛି। ବିଭାଗ କହିଛି ଯେ ଜାନୁୟାରୀ ୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଶୁଳ୍କ ଫେରସ୍ତ କରାଯିବା ଉଚିତ। ଭବିଷ୍ୟତରେ,…

ଆଶ୍ୱସ୍ତିକର ଖବର: ହୀରାକୁଦକୁ କମୁଛି ବନ୍ୟା ଜଳ ପ୍ରବେଶ

ଭୁବନେଶ୍ୱର: ଛତିଶଗଡ଼ରେ ପ୍ରବଳ ବର୍ଷା ଓ ଭୀଷଣ ବନ୍ୟା ପରିସ୍ଥିତି ପରେ ମହାନଦୀରେ ବଡ଼ ବିପତ୍ତି ଆସିଛି । ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା କରାଯାଇଥିଲା । ହୀରାକୁଦର ୪୬ଟି ଗେଟ୍ ଖୋଲାଥିବା ବେଳେ ଏବେ ଆଶ୍ୱସ୍ତିକର ଖବର ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ହୀରାକୁଦକୁ ମହାନଦୀର ବନ୍ୟା ଜଳ…

ବିପଦ ସଙ୍କେତ ଉପରେ ମହାନଦୀ ଓ ଜଳକା

ଭୁବନେଶ୍ୱର: ବଢୁଛି ମହାନଦୀ । ଜଳସ୍ତର ବଢ଼ିବାରେ ଲାଗିଛି । ବିପଦ ସଙ୍କେତ ଟପିଛି ମହାନଦୀ । ଜଳକା ନଦୀ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ମହାନଦୀ କଟକ ନରାଜଠାରେ ବିପଦ ସଙ୍କେତ ପାର୍ କରିଛି । ନରାଜରେ ବିପଦ ସଙ୍କେତ ୨୬.୪୧…

ଦୟାନଦୀରେ ଘାଇ, ଜଳବନ୍ଦୀ ପୁରୀ ଜିଲ୍ଲା କଣାସ ଅଞ୍ଚଳ

ପୁରୀ: ବଢୁଛି ଦୟାନଦୀ । କୂଳ ଲଙ୍ଗିବା ଆରମ୍ଭ କରିଛି । ଫଳରେ କଣାସ ବ୍ଲକ୍‌ରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ମାଟିଆପଡ଼ା ନିକଟରେ ଦୟାନଦୀରେ ଶହେ ଫୁଟର ଘାଇ ହୋଇଛି । ଗତକାଲି ରାତିରେ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଛି । ଦୟାନଦୀରେ ପାଣିରେ ଆଖାପାଖ ଗାଁ ଜଳାର୍ଣ୍ଣବ । କଣାସ…

ହୀରାକୁଦରେ ୪୬ ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର: ବନ୍ୟା ଜଳ ନିଷ୍କାସନ ପାଇଁ ହିରାକୁଦ ଡ୍ୟାମର ୪୬ ରି ଗେଟକୁ ଖୋଲିଛନ୍ତି ଜଳଭଣ୍ଡାର କତ୍ତୃପକ୍ଷ। ମହାନଦୀର ଉପରମୁଣ୍ଡରେ ଲଗାତାର ବର୍ଷା ହେବା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସତର୍କ ରେଖା ଟପିଛି । ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୮ଲକ୍ଷ ୨ହଜାର ୫ଶହ ୯୮…

ବନ୍ୟା ସ୍ଥିତିର ମୁକାବିଲା ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟର ୭ ଜିଲ୍ଲାରେ ବନ୍ୟା ସ୍ଥିତିର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି । ସୂଚନାନୁଯାୟୀ, ପ୍ରିନ୍ସିପାଲ୍ ସେକ୍ରେଟାରୀ (ଇଣ୍ଡଷ୍ଟ୍ରୀ) ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଦାୟିତ୍ୱ ଏବଂ…

ରାଜ୍ୟରେ JEE ମେନ୍ ଓ NEET ହେବାକୁ ଥିବା ସହରରେ ଲକଡାଉନ୍ ଓ ସଟଡାଉନ୍ ମନା

ଭୁବନେଶ୍ୱର: JEE ମେନ୍ ଓ NEET ସୁପରିଚାଳନା ନେଇ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଗତକାଲି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଯିବା-ଆସିବା ଓ ରହଣୀ ବ୍ୟବସ୍ଥା କରିବାକୁ କହିଥିଲେ ସରକାର । ତେଣୁ ପରୀକ୍ଷା ଦେବାକୁ ଥିବା ସହରରେ ଲକଡାଉନ୍ ଓ ସଟଡାଉନ୍ ଲାଗୁ କରାଯିବା ନାହିଁ । ଏହି ସୂଚନା…

ହ୍ଵାଟସଆପ୍ସରେ କେବଳ ଚାଟିଂ ନୁହେଁ, ମ୍ୟୁଚୁଆଲ୍ ଫଣ୍ଡ ମଧ୍ୟ କିଣିପାରିବେ, ଆକ୍ସିସ୍ ଏଏମସି ଆରମ୍ଭ କଲା ଏହି ସେବା

ନୂଆଦିଲ୍ଲୀ: ଯଦି ଆପଣ ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ କରିବାକୁ ଚାହାଁନ୍ତି, ଆଉ ପାଖରେ ସ୍ମାର୍ଟଫୋନ ଅଛି, ତେବେ ଆପଣଙ୍କର ଅସୁବିଧା ସହଜ ହୋଇଯାଇଛି | ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ ହ୍ଵାଟସଆପ୍ସ ରେ ଚାଟିଂ କରିବା ସହଜ ହୋଇଛି। ଆକ୍ସିସ୍ ଏମ୍ସି (ଆକ୍ସିସ୍ ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀ)…

ରିୟା ଚକ୍ରବର୍ତ୍ତୀଙ୍କୁ ସାଢ଼େ ୧୦ ଘଣ୍ଟା ଘାଣ୍ଟିଲା ସିବିଆଇ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମାରାଥନ୍ ଜେରା କରିଛି ସିବିଆଇ । ଗତକାଲି ପ୍ରଥମ ଦିନରେ ସାଢ଼େ ୧୦ ଘଣ୍ଟା ଧରି ଜେରା ହୋଇଥିଲା । ରାତି ୯ଟା ବେଳେ ମୁମ୍ବାଇ ସ୍ଥିତ ଡିଆରଡିଓ ଗେଷ୍ଟ ହାଉସରୁ ବାହାରିଥିଲେ ରିୟା ଚକ୍ରବର୍ତ୍ତୀ ।…