Latest Odisha News

BREAKING NEWS

Browsing Category

ଫିଚର

ବିବାଦ ପରେ ଫିଲ୍ମ ପ୍ରଥାକୁ ହଲରୁ ପ୍ରତ୍ୟାହାର କରିନେଲେ ପ୍ରଯୋଜିକା

ଭୁବନେଶ୍ୱର: ନିଜ ଜନ୍ମମାଟି ଶିବା ହଲରେ ପ୍ରିମିୟର୍ ଶୋ' ରିଲିଜ ହେବାରେ ବାଧାପ୍ରାପ୍ତ ହେବା ପରେ ଓଲିଉଡର ନବାଗତ ପ୍ରଯୋଜିକା ସାନଲିଶା ପଟେଲ୍ ତାଙ୍କ ଚଳଚ୍ଚିତ୍ର 'ପ୍ରଥା'କୁ ପ୍ରତ୍ୟାହାର କରିନେଇଛନ୍ତି। ଯେଉଁଭଳି ଭାବେ କୋଶଳ ସେନା ଫିଲ୍ମର ପୋଷ୍ଟର ଚରିଦେଲା ଏବଂ ରିଲିଜ କରିଇବାରେ ବଡ…

କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହେବ ଲେଜର ସ୍କାନିଂ

ପୁରୀ: କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର କରାଯିବ ଲେଜର ସ୍କାନିଂ। ଆସନ୍ତା ୨୮ ତାରିଖ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି…

ନଭେମ୍ବର ୨୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ନଭେମ୍ବର ୨୧ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ବିଧାନସଭା ପକ୍ଷରୁ ଶନିବାର ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ, ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ (ଶୀତ ଅଧିବେଶନ) ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏଁ ଚାଲିବ।…

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଭେଟି, ୫ ବର୍ଷ ଯାଏ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଦେଶର କୋଟି କୋଟି ଗରିବ ଲୋକଙ୍କୁ ଦୀପାବଳି ଉପହାର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶର କୋଟି…

ଭୋଟର ତିନି ଦିନ ପୂର୍ବରୁ ଛତିଶଗଡରେ ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ

ରାୟପୁର: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନର ତିନି ଦିନ ପୂର୍ବରୁ ମାଓବାଦୀମାନେ ନିର୍ବାଚନ ପ୍ରଚାର କରୁଥିବା ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ବୋଲି ପୁଲିସ କହିଛି। ରତନ ଦୁବେ ନାରାୟଣପୁର ଜିଲ୍ଲା ବିଜେପି ଉପସଭାପତି ଥିଲେ। ଶନିବାର ଦିନ କୌଶଲନର ଅଞ୍ଚଳରେ ଏହି ଘଟଣାଟି ଘଟିଛି।…

ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ ପଞ୍ଜିକରଣ

କଟକ: ଆସନ୍ତା ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ଯାଏଁ ଚାଲିବ କଟକର ଐତିହାସିକ ବାଲିଯାତ୍ରା। ଏଥିପାଇଁ ଆଜିଠାରୁ ଆରମ୍ଭ ହୋଇଛି ପ୍ଲଟ ପଞ୍ଜିକରଣ। ସୂଚନା ଅନୁସାରେ ଜଣେ ବ୍ୟବସାୟୀ ବା ଅନୁଷ୍ଠାନ ୩ଟି ପ୍ଲଟ ପାଇଁ ଆବେଦନ କରିପାରିବେ। ପଞ୍ଜିକରଣ ପାଇଁ ଡିଡି ଜରିଆରେ ୫ ହଜାର ଟଙ୍କା ଦେବେ…

ଇଂଲଣ୍ଡ ସମ୍ମୁଖରେ ୨୮୭ ରନର ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ଅହମ୍ମଦାବାଦ: ବିଶ୍ୱକପ କ୍ରିକେଟରେ ଶନିବାର ଇଂଲଣ୍ଡ ସମ୍ମୁଖରେ ୨୮୭ ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୮୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଷ୍ଟିଭେନ ସ୍ମିଥ ୪୪, ମାର୍ନସ ଲାବୁଶେନ ୭୧ ଓ କାମେରୁନ ଗ୍ରୀନ ୪୭ ରନର ଇନିଂସ ଖେଳିଥିଲେ ।…

ଦିଲ୍ଲୀରେ ଏକାଧିକ ଯାନକୁ ଧକ୍କା ଦେଲା ଡିଟିସି ବସ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଇଲାକାରେ ଶନିବାର ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି ।  ଅପରାହ୍ନରେ ଏକ ଡିଟିସି ବସ ନିୟନ୍ତ୍ରଣ ହରାଇ ଏକାଧିକ ଯାନକୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୩୦ ବର୍ଷର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଜଣେ ଆହତ ହୋଇଛନ୍ତି । ଦୁର୍ଘଟଣାର ଦୃଶ୍ୟ ସିସିଟିଭି…

୨୫ ଟଙ୍କାରେ ମିଳିଲା ଏକ କିଲୋ ପିଆଜ; ବିକିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:  ଖରିଫ ଫସଲ ଆସିବାରେ ବିଳମ୍ବ ହେବା କାରଣରୁ ପିଆଜ ଦର ବୃଦ୍ଧିରୁ ଉପଭୋକ୍ତା ମାନଙ୍କୁ ରକ୍ଷା କରିବା ପାଇଁ ସରକାର ବଫରରୁ ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ଖୁଚୁରା ବିକ୍ରି ଆରମ୍ଭ କରିଛନ୍ତି । ଖାଉଟି ବ୍ୟାପାର ବିଭାଗ ଏନ୍ସିସିଏଫ୍, ନାଫେଡ, କେନ୍ଦ୍ରୀୟ ଭଣ୍ଡାର ଏବଂ…

ରାଜଧାନୀରେ ଘରେ ପଶି ଚୋରି ଘଟଣା, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସହରରେ ବଢିଚାଲିଛି ଚୋରଙ୍କ ପ୍ରାଦୁର୍ଭାବ। ଦିନ ଦ୍ୱିପ୍ରହର ହେଉ କିମ୍ବା ରାତି ଅଧିଆ ସିଧାସଳଖ ଘରେ ପଶି ଲୁଟି ନେଉଛନ୍ତି ଚୋର ଗୋଷ୍ଠୀ। ଘରର ତାଲା ଭଙ୍ଗି ଭିତରେ ଥିବା ସମସ୍ତ ଜିନିଷ ଚୋରି କରି ନେଇଥିବା ଅଭିଯୋଗରେ ଚାରି ଜୋଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ।…