Latest Odisha News

BREAKING NEWS

Browsing Category

ଫିଚର

ଖଣି ବ୍ୟବସାୟୀ ନିରାକାର ସାହୁ ହତ୍ୟା ଘଟଣା: ସୁପାରୀ କିଲର ସମେତ ୨ ଗିରଫ

ଢେଙ୍କାନାଳ: ମାକ୍ଷାନଗର ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ଖଣି ବ୍ୟବସାୟୀ ନିରାକାର ସାହୁ ହତ୍ୟାକାଣ୍ଡରେ ସୁପାରୀ କିଲର ଗିରଫ । ପୂର୍ବରୁ ଏହି ମାମଲାରେ ଦୀପକଙ୍କ ପୁଅ ଦିବ୍ୟ ଦର୍ଶନ ଗିରଫ ହୋଇଥିବାବେଳେ, ଏବେ ଦୁଇ ଜଣ ସୁପାରୀ କିଲରଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ରାକେଶ…

ଏକଦା ବ୍ରିଟେନର ପ୍ରଧାନମନ୍ତ୍ରୀ ଥିଲେ, ଏବେ ହେଲେ ବୈଦେଶିକ ମନ୍ତ୍ରୀ

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ରିଷି ସୁନାକ ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ୍ କାମେରୁନଙ୍କୁ ବୈଦେଶିକ ସଚିବ ବା ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ୨୦୧୦ରୁ ୨୦୧୬ ଯାଏଁ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାପୂର୍ବରୁ କାମେରୁନ୍ ୨୦୦୮ରୁ ୨୦୧୦ ଯାଏଁ ବୈଦେଶିକ…

ମୁଖ୍ୟମନ୍ତ୍ରୀ ସ୍ବଚ୍ଛତାରେ ଶ୍ରେଷ୍ଠ କହି ପ୍ରଦୀପଙ୍କୁ ଜବାବ ଦେଲେ ରମେଶ

ଭୁବନେଶ୍ୱର: ରାଜ୍ୟ ସରକାରରେ ପାଞ୍ଚ ଜଣିଆ ଗ୍ୟାଙ୍ଗ ରହିଛନ୍ତି। ଏହିମାନେ ଦୁର୍ନୀତି କରୁଛନ୍ତି। ଏଭଳି କହି ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଏହାପରେ ଗଂଜାମ ଜିଲ୍ଲା  ବିଜେଡି ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି,…

ଆଇସିସି ହଲ ଅଫ ଫେମରେ ଭାରତର ସେହ୍ୱାଗ, ଏଲଡୁଜି

ନୂଆଦିଲ୍ଲୀ: କ୍ରିକେଟ ଇତିହାସର ୩ଜଣ ମହାନ ଖେଳାଳିଙ୍କୁ ସୋମବାର ଆଇସିସି ହଲ ଅଫ ଫେମରେ ସାମିଲ କରିଛି । ଏହି ୩ଜଣ ହେଲେ ଭାରତର ବୀରେନ୍ଦ୍ର ସେହ୍ୱାଗ, ଡାଏନା ଏଲଡୁଜି ଓ ଶ୍ରୀଲଙ୍କାର ଅରବିନ୍ଦ ଡିସିଲଭା । ଆଧୂନିକ କ୍ରିକେଟର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ପରିଚିତ ସେହ୍ୱାଗ ତାଙ୍କ…

କର୍ଣ୍ଣାଟକ କାର୍ଡ ଖେଳି ତେଲେଙ୍ଗାନା ବାଜି ଜିତିବ କଂଗ୍ରେସ, ରାଗିଲେ କୁମାରସ୍ୱାମୀ !

ଭୁବନେଶ୍ୱର: ତେଲେଙ୍ଗାନାରେ ତ୍ରିକୋଣୀୟ ଲଢେଇ ମଧ୍ୟରେ ତିନି ପ୍ରମୁଖ ଦଳ ନିଜର ସବୁ ଶକ୍ତି ଖଟାଇଛନ୍ତି। ଶାସକ ବିଆରଏସ ଶାସନରେ ଥିବାବେଳେ ରାଜ୍ୟରେ ତୃଣମୂଳ ସ୍ତରରେ ନିଜର ସବୁ ଶକ୍ତିକୁ ଏକଜୁଟ କରି ପ୍ରଚାରରେ ଲାଗିପଡିଛି। ମୁଖ୍ୟମନ୍ତ୍ରୀ କେସିଆର ପ୍ରଜା ଆଶୀର୍ବାଦ କାର୍ଯ୍ୟକ୍ରମ…

ପୁରୀ ପରିକ୍ରମା ପ୍ରକଳ୍ପ ସଂପର୍କରେ ଶ୍ବେତପତ୍ର ଜାରି କରିବାକୁ ସରକାରଙ୍କୁ ଆହ୍ବାନ କଲା କଂଗ୍ରେସ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ନିକଟରୁ ଶ୍ୱେତପତ୍ର ଦାବି କରିଛି ଅନ୍ୟତମ ବିରୋଧୀ ଦଳ କଂଗ୍ରେସ। ସୋମବାର ଶ୍ରୀମନ୍ଦିରର ଅବ୍ୟବସ୍ଥାକୁ ବିରୋଧ କରି ଡିସେମ୍ବର ୧ ତାରିଖରୁ ତୁଳସୀ ଯାତ୍ରା ଆରମ୍ଭ କରିବାକୁ ଯୋଜନା ଘୋଷଣା କରିଛି। ଏନେଇ…

ମୋଦି କହିଲେ, ଛତିଶଗଡରେ ମୁଖ୍ୟମନ୍ତ୍ରୀ ବଘେଲ ହାରିଯିବେ

ଭୁବନେଶ୍ୱର: ଛତିଶଗଡ ବିଧାନସଭା ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ମୁଙ୍ଗେଲି ବିଧାନସଭା କ୍ଷେତ୍ରରେ ଜୋରଦାର ପ୍ରଚାର କରିଛନ୍ତି। ପ୍ରଚାର ଅବସରରେ ମୋଦି ଛତିଶଗଡର ଶାସକ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । କିଭଳି ମିଛ ପ୍ରତିଶ୍ରୁତି ଦେଇ…

ହାରିବା ସୂଚନା ପାଇ ରାଜସ୍ଥାନ ଯାଉନାହାଁନ୍ତି ରାହୁଲ !

ଭୁବନେଶ୍ୱର: ଦେଶର ପ୍ରମୁଖ ପାଞ୍ଚୋଟି ରାଜ୍ୟର ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବ୍ୟାପକ ପ୍ରଚାର କରୁଛନ୍ତି। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥା ଜୋରଦାର ଲଢେଇ ଚାଲିଥିବା ରାଜସ୍ଥାନରେ ରାହୁଲଙ୍କ ଦେଖା ମିଳୁନି।…

ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ପୀତି ୪.୮୭ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ: ଦେଶରେ ଡାଲିଜାତ ଶସ୍ୟ, ପିଆଜ ଭଳି ଖାଦ୍ୟ ସାମଗ୍ରୀର ଦର ଯଦିଓ ସ୍ବାଭାବିକଠୁ ଅଧିକ ରହିଛି ଏହାରି ଭିତରେ କିନ୍ତୁ ସୋମବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭%କୁ ଖସି ଆସିଛି। ଯାହା ସେପ୍ଟେମ୍ବରରେ ୫.୨% ଥିଲା।…

କାହିଁକି ଦୁଇ ଦୁଇଟି ଦାମୀ ଆପାର୍ଟମେଣ୍ଟ ବିକିଲେ ରଣଭୀର ସିଂ ?

ମୁମ୍ବାଇ: ବଲିଉଡ ଅଭିନେତା ରଣଭୀର ସିଂ ତାଙ୍କର ଜବରଦସ୍ତ ହିଟ୍ ଲୁକ୍ ପାଇଁ ପ୍ରସିଦ୍ଧ। ଆଜିକାଲି ଅଭିନେତା ତାଙ୍କ ଚଳଚ୍ଚିତ୍ର 'ରକି ଔର ରାନୀ କି ପ୍ରେମ କାହାନୀ' ପାଇଁ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି। ଏହି ସମୟରେ ଖବର ଆସିଛି ଯେ ରଣଭୀର ନିକଟରେ ମୁମ୍ବାଇରେ ନିଜର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ…