Latest Odisha News

BREAKING NEWS

Browsing Category

ଫିଚର

ଖୋଲା ସ୍ଥାନରେ ଫୁଟାଇପାରିବେ ସବୁଜ ବାଣ : ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର : ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ରଙ୍ଗୀନ ଆଲୋକ ସାଙ୍ଗକୁ ଦୀପର ଆଲୋକରେ ଝଲସି ଉଠିବ ସମଗ୍ର ପରିବେଶ  । ପ୍ରତି ବର୍ଷ ଲୋକେ ପ୍ରବଳ ମାତ୍ରାରେ ବାଣ ଫୁଟାଇଥାନ୍ତି  । ମାତ୍ର ଚଳିତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ…

ଆସନ୍ତା ୨୭ରେ ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ମୁର୍ମୁ: ତତ୍ପର ପ୍ରଶାସନ

ପାରାଦୀପ : ନଭେମ୍ବର ୨୭ ତାରିଖରେ  ପାରାଦୀପରେ “ବୋଇତ ବନ୍ଦାଣ” ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ମୁର୍ମୁ। ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା କୁ ନେଇ ପାରାଦ୍ଵୀପ ବନ୍ଦର ଜୋରଦାର ପ୍ରସ୍ତୁତି ଚଳାଇଛି  । ଆସନ୍ତା ୨୭ ତାରିଖ ରେ ବୋଇତ ବନ୍ଦାଣ ସମୟ ରେ ରାଷ୍ଟ୍ରପତି ଙ୍କ…

ରାଜ୍ୟରେ ୧୫ ଡିଗ୍ରୀ ତଳେ ୫ ସହରର ରାତି ତାପମାତ୍ରା : ୧୧.୪ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ  । ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି  । ଯାହାର ପ୍ରଭାବରେ  କିଛି ସ୍ଥାନରେ ପାରଦ ଖସିବାରେ ଲାଗିଛି। ଅନେକ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଛି  । ରାଜ୍ୟରେ ୧୫ ଡିଗ୍ରୀ ତଳେ ରହିଛି ୫ ସହରର…

ପୁରୀରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଫାଇଭ ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ : ନିର୍ଦ୍ଧାରିତ ସମୟ ମଧ୍ୟରେ କାମ…

ପୁରୀ : ପୁରୀରେ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆଜି ସକାଳୁ ପୁରୀ ଆସି ପ୍ରଥମେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ…

ଏଠାରେ ମାଆ କାଳୀଙ୍କୁ ଦିଆଯାଏନି ବଳୀ : ବୈଷ୍ଣବ ରୂପରେ ପୂଜା ପାଉଛନ୍ତି ମାଆ , ବଙ୍ଗୀୟ ସମ୍ପ୍ରଦାୟ ପରମ୍ପରାରେ…

ନୂଆଦିଲ୍ଲୀ : ଆସୁଛି ଆଲୋକର ପର୍ବ ଦୀପାବଳୀ  । ଏହି ଦିନ ମାଆ କାଳୀଙ୍କୁ ପୂଜା କରାଯାଏ। ବିହାରର ପୁର୍ନିଆରେ ମା କାଳୀଙ୍କ ଏକ ଭବ୍ୟ ମନ୍ଦିର ରହିଛି  । କୁହାଯାଏ ଏହି ମନ୍ଦିରଟି ପ୍ରାୟ ୬୩ ବର୍ଷ ପୁରୁଣା  ।  ଏହି ମନ୍ଦିରଟି ଏକ  ସର୍ବ ସାଧାରଣ ମନ୍ଦିର  । ଏଠାରେ ମାଆଙ୍କର ବୈଷ୍ଣବ ରୂପ…

ସେମିଫାଇନାଲରେ ବର୍ଷା ପାଇଁ ମ୍ୟାଚ ଧୋଇଗଲେ କେଉଁ ଦଳ ଫାଇନାଲକୁ ଯିବ?

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପରେ ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିସାରିଛନ୍ତି ଏବଂ ନ୍ୟୁଜିଲାଣ୍ଡ ଚତୁର୍ଥ ସେମିଫାଇନାଲିଷ୍ଟ ଭାବେ ଯୋଡ଼ି ହେବାର ସମ୍ଭାବନା ଅଧିକ। ନ୍ୟୁଜିଲାଣ୍ଡ ଏଯାଏଁ ୭ଟି ମ୍ୟାଚ ଖେଳି ୧୦ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ଚତୁର୍ଥ…

ପ୍ରଧାନମନ୍ତ୍ରୀ ଲେଖିଥିବା ମିଲେଟ ଗୀତ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ଗୀତ ‘ଏମ୍ବେଡେନ୍ସ ଇନ ମିଲେଟ୍ସ’ କୁ ବେଷ୍ଟ ଗ୍ଲୋବାଲ ମ୍ୟୁଜିକ କାଟେଗୋରିରେ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଛି ।   ଗାୟକ ଫାଲଗୁନି ଶାହ ଏବଂ ଗୌରବ ଶାହଙ୍କ ଗୀତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣର କିଛି ଅଂଶ ବି ରହିଛି…

ଦୀପାବଳିରେ କର୍ମଚାରୀଙ୍କୁ କାର, ସୁନା, ଘର ଉପହାର ଦେଉଥିବା ଢୋଲକିଆ ଏଥର କ’ଣ ଦେଲେ?

ଅହମଦାବାଦ: ଅନ୍ୟର ଭାଗ୍ୟ ଭବିଷ୍ୟତ ଚମକାଇବାରେ ବିଶ୍ବାସ ରଖୁଥିବା ବ୍ୟକ୍ତି ବେଳେ ବେଳେ ନିଜେ ନିଜ ଭବିଷ୍ୟତକୁ ନେଇ ଘନ ଅନ୍ଧକାର ଭିତରେ ଫସିଯାଆନ୍ତି। ଏଭଳି କିଛି ଘଟିଛି ହୀରା ବ୍ୟବସାୟୀଙ୍କ କ୍ଷେତ୍ରରେ। ପ୍ରତିବର୍ଷ ଆଲୋକର ପର୍ବ ଦୀପାବଳି ଆସେ ଏହି ସମୟରେ ଅନେକ ଲୋକ କିଣାକିଣି କରନ୍ତି…

ଜଳନ୍ତା ବସରୁ ସ୍ୱାମୀ ଓ ପୁଅଝିଅକୁ ବଞ୍ଚାଇଲେ, ହେଲେ ନିଜେ ଜଳିଗଲେ ପୁଷ୍ପାଞ୍ଜଳି

ଭୁବନେଶ୍ବର: କିଏ ଶୋଇଥିଲା । କିଏ ଖାଇବାକୁ ଯାଉଥିଲା । ସବୁ ସେଇଠି ଅଟକି ଯାଇଥିଲା । ହଠାତ ବସରେ ଲାଗ ଯାଇଥିଲା ନିଆଁ  । ହୁତହୁତ ଜଳି ଉଠିଥିଲା ବସ । ଯିଏ ଯେମିତି ପାରିଲେ ବିକଳରେ ଜୀବନ ବଞ୍ଚେଇ ବାହାରି ଆସିଲେ । ଜୀବନ ବଞ୍ଚେଇ ଦେଲେ ସିନା, ଆଖି ଆଗରେ ମହିଳା ଜଣକ ଜଳିଯିବାର ଦୃଶ୍ୟ…