Latest Odisha News

BREAKING NEWS

Browsing Category

ଫିଚର

ଷ୍ଟପେଜ ଓ ଗେଟ ଖୋଲିବା ଦାବିରେ ପାତ୍ରପଡା ମୋ ବସ୍ ଡିପୋରେ ଧାରଣା

ଭୁବନେଶ୍ବର: ଭୁବନେଶ୍ୱର ପାତ୍ରପଡା ସ୍ଥିତ ମୋ ବସ୍ ଡିପୋରେ ଧାରଣାରେ ବସିଲେ ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ବାସିନ୍ଦା ଏବଂ ଛାତ୍ରଛାତ୍ରୀ ଧାରଣାରେ ବସି ରହିଛନ୍ତି ।  ଷ୍ଟପେଜ୍ ଓ ଗେଟ୍ ଖୋଲିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହଶହ ପାତ୍ରପଡା ବାସିନ୍ଦା । ଡିପୋରେ ମୋସ ବସକୁ ଅଟକାଇ…

“ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩”କୁ କେନ୍ଦ୍ର୍ରର ଅନୁମୋଦନ, ଜାଣନ୍ତୁ ଏହାର ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ମିଡିଆ ମାଧ୍ୟମରେ ଅଭିଯାନ ଆରମ୍ଭ କରିବା ପାଇଁ ଭାରତ ସରକାରଙ୍କ ବିଜ୍ଞାପନ ଶାଖା କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) କୁ ସକ୍ଷମ ଏବଂ ସଶକ୍ତ କରିବା ନିମନ୍ତେ  ଏକ  "ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩" କୁ ଅନୁମୋଦନ କରିଛି । ବିକଶିତ…

ଇସ୍ରାଏଲ ପରେ ଭାରତୀୟ ଶ୍ରମିକଙ୍କ ଉପରେ ତାଇୱାନର ନଜର

ନୂଆଦିଲ୍ଲୀ: ଭାରତ ଓ ତାଇୱାନ ମଧ୍ୟରେ ନିଯୁକ୍ତି ସମ୍ପର୍କୀତ ଏକ ବଡ ଚୁକ୍ତି ହେବାକୁ ଯାଉଛି । ଏହି ଚୁକ୍ତି ଅନୁସାରେ ଭାରତର ୧ ଲକ୍ଷ ଶ୍ରମିକଙ୍କୁ ନିଯୁକ୍ତ ଦେବା ତାଇୱାନ ଆଗ୍ରହ ପ୍ରକାଶ କରିଛି । ଉତ୍ପାଦନ, ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଶ୍ରମିକଙ୍କ ଆବଶ୍ୟକ ଥିବାରୁ ତାଇୱାନ ଭାରତର…

‘ବିଜେଡିର ନିର୍ବାଚନୀ ଚିହ୍ନ ଶଙ୍ଖ ବାତିଲ ହେଉ’, ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଫେରାଦ

ଭୁବନେଶ୍ୱର: ବିଜେଡିର ନିର୍ବାଚନୀ ଚିହ୍ନ ଶଙ୍ଖ ଚିହ୍ନ ସରକାରୀ ବିଜ୍ଞାପନରେ ଲଗାଯାଉଛି, ଏହା ନିର୍ବାଚନ କମିଶନଙ୍କ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଦାବି କରି ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ଦଳର ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି,…

ପାକିସ୍ତାନ ଲକ୍ଷ୍ୟ ବିଶ୍ୱକପ ସେମିଫାଇନାଲ, ଇଂଲଣ୍ଡର ଟାର୍ଗେଟ ଚାମ୍ପିୟନ୍ସ ଟ୍ରଫି ଯୋଗ୍ୟତା

କୋଲକାତା: ଦିନିକିଆ ବିଶ୍ୱକପ କ୍ରିକେଟରେ ଶନିବାର ପାକିସ୍ତାନ-ଇଂଲଣ୍ଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ । ଇଂଲଣ୍ଡକୁ ବୃହତ ବ୍ୟବଧାନରେ ହରାଇ ପାକିସ୍ତାନ ସେମିଫାଇନାଲ ପ୍ରବେଶ ଉଦ୍ୟମ କରିବ ଅନ୍ୟ ପଟେ ଇଂଲଣ୍ଡ ମ୍ୟାଚକୁ ଜିତି ଚାମ୍ପିୟନ୍ସ ଟ୍ରଫି ପାଇଁ ଯୋଗ୍ୟତା ହାସଲ କରିବ ।…

ଜଳିଗଲା କୋଲକାତାରୁ ଓଡ଼ିଶା ଆସୁଥିବା ବସ: ଜଣେ ମୃତ, ୩୦ ଆହତ

କୋଲକାତା:କୋଲକାତାରୁ ଓଡ଼ିଶା ଆସୁଥିବା ବସରେ ଲାଗିଗଲା ନିଆଁ । ହୁତହୁତ ଜଳିଲା ବସ । ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟିଛି ଖଡଗପୁର ଗ୍ରାମୀର ଥାନା ମାଦପୁରରେ । ଏହି ଦୁର୍ଘଟଣା ଶୁକ୍ରବାର ରାତି ପ୍ରାୟ ୯ଟାରୁ ୧୦ଟା ମଧ୍ୟରେ ଘଟିଛି ।…

ଦିନକୁ ୪ ଘଣ୍ଟା ଗାଜା ଉପରେ ଆକ୍ରମଣ ବନ୍ଦ ରଖିବ ଇସ୍ରାଏଲ:ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ: ନରମିଲା ଇସ୍ରାଏଲ । ଘୋଷଣା କଲା ଯୁଦ୍ଧ ବିରତି । ପ୍ରତିଦିନ ୪ ଘଣ୍ଟା ଉତ୍ତର ଗାଜା ଉପରେ ଆକ୍ରମଣ ବନ୍ଦ ରଖିବାକୁ ପ୍ରସ୍ତୁତ ଅଛି ଇସ୍ରାଏଲ । ଏହି ଘୋଷଣା ଆମେରିକା ପକ୍ଷରୁ କରାଯାଇଛି । ଆଜିଠାରୁ ଏହି ସାମୟିକ ଯୁଦ୍ଧ ବିରତି ଘୋଷଣା କରାଯିବ । ହ୍ୱାଇଟ ହାଉସ ପକ୍ଷରୁ…

ଶ୍ରୀମନ୍ଦିରରେ ଠେଲାପେଲା, ସତର୍କ ନହେଲେ ଆଗକୁ ବିପଦ! ପୁଣି ବଢ଼ିଲା ଚାରିଦ୍ବାର ଖୋଲିବା ଦାବି

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବାକୁ ଦାବି ହେଉଛି। ଏହାକୁ ନେଇ ବିଜେପି ଏବଂ କଂଗ୍ରେସ ଏକ ପ୍ରକାର ଜୋରଦାର ଅଭିଯାନ ଆରମ୍ଭ କରିଛି ଏହାରି ଭିତରେ ଶୁକ୍ରବାର ପୁରୀ ମନ୍ଦିର ଭିତରେ ହୋଇଥିବା ଦଳଚକଟା ଘଟଣା ଚିନ୍ତାରେ ପକାଇଛି। ଏହି ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା…

ଅମ୍ବାଭୋନା ଥାନା ଭଙ୍ଗା ରାଜନୀତି: ସୁରେଶ କହିଲେ ଯମ ଅଜାଣତରେ ମୃତ୍ୟୁ ଆସେନି..

ଭଟଲି: ବରଗଡ ଅମ୍ବାଭୋନା ଥାନା ଭିତରେ ଯେଉଁଭଳି ସ୍ଥାନୀୟ ଲୋକେ ଭଙ୍ଗାରୁଜା କଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିରୋଧୀ ବିଜେପି କହିଛି ଏହି ଭଙ୍ଗାରୁଜା ପଛରେ ସ୍ଥାନୀୟ ବିଧାୟକ ତଥା ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ହାତ ରହିଛି। ତେଣୁ ତାଙ୍କ ସାହସ ପାଇ ଯୁବକମାନେ ଥାନା…

ମୋଦୀଙ୍କୁ ଭେଟିବା ପରେ ହଠାତ ଆସି ନବୀନଙ୍କୁ ରାଜ୍ୟପାଳ ସାକ୍ଷାତ କରିବା ବଢ଼ାଇଲା ଚର୍ଚ୍ଚା

ଭୁବନେଶ୍ୱର: ଗୁରୁବାର ସଂଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟପାଳ ରଘୁବର ଦାସ ଭେଟିବା ଏବେ ରାଜନୈତିକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ରାଜ୍ୟପାଳ। ଆଉ ଏହାପରେ…