Latest Odisha News

BREAKING NEWS

Browsing Category

ଫିଚର

ଝାରସୁଗୁଡା ଅଭିମୁଖେ ଆସୁଥିବା ବିମାନ ମଝି ଆକାଶରୁ ଫେରିଗଲା

ଝାରସୁଗୁଡା: ଦିଲ୍ଲୀରୁ ଝାରସୁଗୁଡ଼ା ଯାଉଥିବା ସ୍ପାଇସଜେଟ୍ ବିମାନରେ ଶୁକ୍ରବାର ଜଣେ ଯାତ୍ରୀ ଅସୁସ୍ଥ ହୋଇପଡ଼ିବା ପରେ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ ଥିବାରୁ ବିମାନକୁ ଦିଲ୍ଲୀ ଫେରିବାକୁ ପଡ଼ିଛି। ବିମାନଟି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ାଣ ଭରିବା ପରେ…

ପାକିସ୍ତାନରେ ଲାମିନେଶନ ପେପର ଅଭାବ: ଛପା ଯାଇପାରୁ ନାହିଁ ପାସପୋର୍ଟ

ଲାହୋର: ପାକିସ୍ତାନର ଆର୍ଥୀକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ରିପୋର୍ଟ ମୁତାବକ ଏବେ ଏଠାରେ ଲାମିନେଶନ ପେପର ମଧ୍ୟ ମିଳୁ ନାହିଁ । ଫଳରେ ପାସପୋର୍ଟ ଛପା ଯାଇପାରୁନି । ପେଶାୱର ପାସପୋର୍ଟ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ଏହା ପ୍ରକାଶ କରିଛନ୍ତି । ପାସପୋର୍ଟ ହୋଇ ନ…

କଟକରେ ଇଭି ଶୋରୁମରେ ଅଗ୍ନିକାଣ୍ଡ

କଟକ: ଶୁକ୍ରବାର ଶୀତୁଆ ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡରେ କଟକ ସହରରେ ଥିବା ଏକ ଇଲେକ୍ଟ୍ରିକ୍ ଭେଇକିଲ୍ ଶୋ'ରୁମ ସମ୍ପୂର୍ଣ୍ଣ ଜଳିଯାଇଛି। ସୂଚନା ଅନୁଯାୟୀ, ସହରର ରାଣୀହାଟସ୍ଥିତ କେନାଲ ରୋଡରେ ଥିବା ଶୋ'ରୁମରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସେହି ସମୟରେ ଦୋକାନ ବନ୍ଦ…

୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୧ କିଲୋଗ୍ରାମ୍ ବ୍ରାଉନ୍ ସୁଗାର ଜବତ, ଦୁଇ ଜଣ ଗିରଫ

ଭୁବନେଶ୍ୱର:  ଶୁକ୍ରବାର ଭୁବନେଶ୍ୱର-କଟକ କମିସନରେଟ୍ ପୁଲିସ ପ୍ରାୟ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୧ କିଲୋଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିବା ସହ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ରାଉନସୁଗାର ବେପାରୀମାନେ ହେଲେ ପୁରୀ ଡେଲାଙ୍ଗ ଅଞ୍ଚଳର ଅଟୋ ଚାଳକ ନିରଞ୍ଜନ…

ଅଶୀରେ କଂଗ୍ରେସ ଯିବ ଖସି, ବିଜେପି ୭୦ କୁ ଧରିଥିବ ବସି !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି। ଟ୍ରେଣ୍ଡ ଅନୁଯାୟୀ ରାଜସ୍ଥାନରେ ପ୍ରତି ପାଞ୍ଚ ବର୍ଷରେ ଥରେ ସରକାର ବଦଳେ। କିନ୍ତୁ ଏହି ଟ୍ରେଣ୍ଡକୁ ଭାଙ୍ଗିବାକୁ କଂଗ୍ରେସ ସରକାର ସବୁ ଉଦ୍ୟମ କରୁଛି। ଏସବୁ ଭିତରେ ରାଜ୍ୟରେ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର…

କର୍ଣ୍ଣାଟକରେ ୧୫ ତାରିଖରେ ବିଜେପି, ଜେଡିଏସକୁ ଭାଙ୍ଗିଦେବେ ଶିବକୁମାର !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ନିର୍ବାଚନ ପାଇଁ ଘମାଘୋଟ ଲଢେଇ ଚାଲିଥିବା ବେଳେ କର୍ଣ୍ଣାଟକକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। କର୍ଣ୍ଣାଟକରେ କଂଗ୍ରେସର ବଡ଼ ବିଜୟ ପରେ ବିଜେପିର ଅନ୍ତଃକନ୍ଦଳ ତୀଵ୍ର ହେବାରେ ଲାଗିଛି। ସେପଟେ କେତେବେଳେ କଂଗ୍ରେସ ସରକାରକୁ ବିଜେପି…

BSKYରେ ରାଜ୍ୟ ବାହାରେ ଥିବା ୧୫୫ ହସ୍ପିଟାଲ ସାମିଲ, ଘରୋଇ ସୁପରସ୍ପେସାଲିଟି ହସ୍ପିଟାଲ୍ ସଂଖ୍ୟା ୭୬୫କୁ ବୃଦ୍ଧି

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘‘ସୁସ୍ଥ ଓଡିଶା - ସୁଖୀ ଓଡିଶା’’ ଆହ୍ଵାନ ସାକାର ଦିଗରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍ କେୱାଇ) ଦୃତ ଅଗ୍ରଗତି କରିଛି। ଉଭୟ ଜନସାଧାରଣ ଏବଂ ଘରୋଇ ହସ୍ପିଟାଲ୍ମାନେ ଅଧିକରୁ ଅଧିକ ସଂଖ୍ୟାରେ ଏଥିରେ ସାମିଲ ହୋଇଛନ୍ତି। ଚଳିତ ବର୍ଷ…

ରାଜଧାନୀରେ ଖୋଲିଲା ସିନୋପସିସ୍‌ର ଚିପ୍‌‌ ଡିଜାଇନ୍‌‌ କେନ୍ଦ୍ର, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଇଲେକ୍ଟୋନିକ୍ସ ଡିଜାଇନ୍‌‌ ଏବଂ ଅଟୋମେସନ୍‌‌ (ଇଡିଏ) କ୍ଷେତ୍ରରେ ବିଶ୍ୱରେ ଆଧିପତ୍ୟ ବିସ୍ତା କରିଥିବା ସିନୋପସିସ୍‌‌ ଭୁବନେଶ୍ୱରରେ ଏକ ଡିଜାଇନ୍‌‌ ସେଣ୍ଟର ଖୋଲିଛି। ଆଜି ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବ ଭାରତରେ ସିନୋପସିସର ଏହା ପ୍ରଥମ…

ହେନରୀ ନିକୋଲ୍ସଙ୍କ ନାମରେ ବଲ ଟ୍ୟାମ୍ପରିଂ ଅଭିଯୋଗ

ଅକଲାଣ୍ଡ: ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ ପ୍ରଭାବୀ ପ୍ରଦର୍ଶନ କରି ଏକ ପ୍ରକାର ସେମିଫାଇନାଲରେ ପ୍ରବେଶ କରିଛି । ଇତି ମଧ୍ୟରେ କିୱି ଟିମ ପାଇଁ ଏକ ଖରାପ ଖବର ଆସିଛି । ଅଭିଜ୍ଞ ବ୍ୟାଟ୍ସମ୍ୟାନ ହେନରୀ ନିକୋଲ୍ସଙ୍କ ବିପକ୍ଷରେ ବଲ ଟ୍ୟାମ୍ପରିଂ ଅଭିଯୋଗ ଆସିଛି । ସେ ବିଶ୍ୱକପ ଦଳର ସଦସ୍ୟ ନ…

ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ଗିରଫ, ରେଡ୍‌ରୁ ମିଳିଲା ଆୟ ତୁଳନାରେ ୧୧୩% ଅଧିକ ସମ୍ପତ୍ତି

ବଲାଙ୍ଗିର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ‌ରେ ଗିରଫ ହେଲେ ବଲାଙ୍ଗିର ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ସୁଦର୍ଶନ ବେହେରା। ଗତକାଲି ବଲାଙ୍ଗିର ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ପୁରୀ, ବଲାଙ୍ଗିର ଏବଂ ସମ୍ବଲପୁରସ୍ଥିତ ବାସଭବନରେ ଭିଜିଲାନ୍ସ ଚଢାଉ…