Latest Odisha News

BREAKING NEWS

Browsing Category

ଫିଚର

ବାରହା ଧରିବାକୁ ବସାଇଥିବା ଜାଲରେ କିଭଳି ହାତୀ ପଡି ପ୍ରାଣ ହରାଇଥିଲା, ଅଭିଯୁକ୍ତ ଖୋଲିଲେ ଗୁମର

କେନ୍ଦୁଝର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ଘଟଣାରେ ୫ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି ବନବିଭାଗ କର୍ମଚାରୀ। ଜିଲ୍ଲାର ତେଲକୋଇ ରେଞ୍ଜ ଅନ୍ତର୍ଗତ ସାଲିକିନା ଗ୍ରାମର ଗଦିମେରା ଜୁଆଙ୍ଗ ସାହି ନିକଟ ଜଙ୍ଗଲରେ ଜଙ୍ଗଲୀ ବାରହାକୁ ମାରିବା ପାଇଁ ୧୧ କେଭି ଲାଇନରେ ହୁକ ସହିତ…

ଏଟିଏମରେ ଫେସିଆଲ ବାୟୋମ୍ୟାଟ୍ରିକ ଲଗାଇବା ଆବଶ୍ୟକ: ହାଇକୋର୍ଟ

କଟକ: ଏଟିଏମରୁ ଯେଉଁଭଳି ଭାବେ ଦୁର୍ବୃତ୍ତମାନେ ମୁହଁରେ କପଡା କିମ୍ବା ହେଲମେଟ ଲଗାଇ ଟଙ୍କା ନେଇଯାଉଛନ୍ତି ବା ତାଡି ଦେଉଛନ୍ତି ତାକୁ ନେଇ ହାଇକୋର୍ଟ ଚିନ୍ତାବ୍ଯକ୍ତ କରିଛନ୍ତି। ଏବେ ଏହି ସବୁ ବ୍ଯକ୍ତିଙ୍କୁ କାବୁ କରିବାକୁ ହେଲେ ଟଙ୍କା ଉଠାଇବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଠାବ କରିବା…

କାଲି ଯାହାକୁ ଚୋର କହୁଥିଲେ, ଆଜି ତାକୁ କୋଳେଇ ନେଉଛନ୍ତି: ପ୍ରଦୀପ ପାଣିଗ୍ରାହୀଙ୍କ ବିଜେପିରେ ମିଶିବା ନେଇ ମୁହଁ…

ବ୍ରହ୍ମପୁର:ବିଜେପି ନେତା ତିଆରି କରୁପାରୁନି । ତେଣୁ ଜନବିରୋଧୀ କାର୍ଯ୍ୟ ପାଇଁ ଯେଉଁମାନେ ବିଜେଡିରୁ ତଡା ଖାଉଛନ୍ତି ସେମାନଙ୍କୁ କୋଳେଇ ନେବା ପାଇଁ  ଆଗଭର ହେଉଛି । ପ୍ରଦୀପ ପାଣିଗ୍ରାହୀଙ୍କ ବିଜେପିରେ ମିଶିବା ପ୍ରସଙ୍ଗକୁ ନେଇ ଏମିତି କହିଛି ବିଜେଡି । ଆଜି ଏକ ସାମ୍ବାଦିକ…

ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ପୁତୁରା କହି ୫୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ, ଅଭିଯୁକ୍ତ ଗିରଫ

କଟକ: ଭାରତୀୟ ରେଳବାଇ ଓ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍)ରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଅନେକ ଯୁବକଙ୍କଠାରୁ ୫୯ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ କଟକ ସାଇବର୍ ଥାନା ପୁଲିସ ବାଲେଶ୍ୱରର ସନ୍ତୋଷ ମହୁରୀ ଓରଫ୍ ସନ୍ତୋଷ ମହାନ୍ତି ନାମକ ଜଣେ…

ଇଂଲଣ୍ଡ ୯୩ ରନରେ ପାକିସ୍ତାନକୁ ହରାଇଲା

ଇଡେନଗାର୍ଡେନ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଇଂଲଣ୍ଡ ୯୩ ରନରେ ପାକିସ୍ତାନକୁ ପରାସ୍ତ କରିଛି । ଏଥିସହ ସେମିଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଏବଂ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ଟସ ଜିତି ଇଂଲଣ୍ଡ ପ୍ରଥମେ…

ବିଜେଡିର ୨୪ ବର୍ଷ ଶାସନ ଭିତରେ ଓଡ଼ିଆଙ୍କ ସ୍ୱାଭିମାନ ଭାଙ୍ଗିଛି, ଅଣଓଡ଼ିଆଙ୍କ ପ୍ରାଧାନ୍ୟ ବଢିଛି-କଂଗ୍ରେସ

ଭୁବନେଶ୍ୱର: ନିର୍ବାଚନୀ ରାଜନୀତି ଏବେ ବେଶ ସରଗରମ  । ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳର ପରସ୍ପରକୁ ଆକ୍ଷେପ, ସମାଲୋଚନା ସେତେ ବଢୁଛି । ଆଜି କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ନେଇ ବିଜେଡି ସରକାର ଉପରେ ବର୍ଷିଛି । ୨୪ବର୍ଷର ବିଜେଡି ଶାସନ ଭିତରେ ଓଡ଼ିଶାର ବିକାଶ ତ ହୋଇପାରିନି…

ଭାଇରାଲ ହେଉଛି ପାକିସ୍ତାନ ଟିମ ପ୍ରତି ସେହ୍ୱାଗଙ୍କ ବୟାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ଅବସର ନେବା ପରେ ସୋସିଆଲ ମିଡିଆରେ ବେଶ ସକ୍ରିୟ ଅଛନ୍ତି । ବିଶ୍ୱକପରୁ ବିଦା ହେବେ ପରେ ସେହ୍ୱାଗ ସମସ୍ତ ତଥ୍ୟ ଉପସ୍ଥାନ କରି ପାକିସ୍ତାନ ଟିମକୁ ସମାଲୋଚନା କରିଛନ୍ତି । ଯାହାକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି ।…

ଦିନିକିଆ ବିଶ୍ୱକପ କ୍ରିକେଟ: କ୍ରମାଗତ ସେମିଫାଇନାଲ ପ୍ରବେଶରେ ନ୍ୟୁଜିଲାଣ୍ଡର ରେକର୍ଡ

କୋଲକାତା: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ଦିନିକିଆ ବିଶ୍ୱକପ କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିଛି । ଏଥିସହ ନ୍ୟୁଜିଲାଣ୍ଡ ଟିମ ଇଂଲଣ୍ଡର ରେକର୍ଡ ସହ ସମକକ୍ଷ ହୋଇଛି । କ୍ରମାଗତ ୫ମ ଥର ପାଇଁ କିୱି ଟିମ ସେମିକୁ ଉନ୍ନୀତ ହୋଇଛନ୍ତି । ଏହା ପୂର୍ବରୁ କେବଳ ଇଂଲଣ୍ଡ ଏହି ସଫଳତା ହାସଲ କରିଥିଲା…

ମାର୍ଶଙ୍କ ବିସ୍ଫୋରକ ଶତକ, ବାଂଲାଦେଶକୁ ୮ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ

ପୁଣେ: ବିଶ୍ୱକପ କ୍ରିକେଟରେ ଶନିବାର ମିଚେଲ ମାର୍ଶଙ୍କ ବିସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ୮ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ ୮ ୱିକେଟ ବିନିମୟରେ ୩୦୬ ରନ କରିଥିଲା । ତୌହିଦ ହୃଦୋୟ ୭୪ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଜମୁଲ ଶାନ୍ତୋ ୪୫ ଓ ଲିଟନ…

ସେମିରେ ପ୍ରବେଶ କରିବା ପାଇଁ ୬.୪ ଓଭରରେ ପାକିସ୍ତାନକୁ କରିବାକୁ ପଡିବ ୩୩୮

କୋଲାକାତା: ଚଳିତ ବିଶ୍ୱକପରେ ଶନିବାର ପାକିସ୍ତାନ ସମ୍ମୁଖରେ ୩୩୮ ରନର ଲକ୍ଷ୍ୟ ରଖିଛି ଇଂଲଣ୍ଡ । ସେମିଫାଇନାଲରେ ପ୍ରବେଶ ପାଇଁ ପାକିସ୍ତାନକୁ ଏହି ଲକ୍ଷ୍ୟ ୬.୪ ଓଭରରେ ହାସଲ କରିବାକୁ ହେବ । ଯାହାକି ପ୍ରାୟତଃ ଅସମ୍ଭବ । ଅନ୍ୟ ଅର୍ଥରେ ପାକିସ୍ତାନ ସେମିଫାଇନାଲ ଦୌଡରୁ ବାଦ ପଡିଛି । ଏବେ ୧୮୮…