Latest Odisha News

BREAKING NEWS

Browsing Category

ଫିଚର

ଦୀପାବଳି ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା, ୧୫ ଡାକ୍ତରଙ୍କ ଛୁଟି ବାତିଲ

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ। ତେବେ ଦୀପାବଳି ପାଇଁ କ୍ୟାପିଟାଲ ହସ୍ପିଟାଲରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ଯେକୌଣସି ପରିସ୍ଥିତି ମୁକାବିଲା ନେଇ କରାଯାଇଛି ପ୍ରସ୍ତୁତ। ବାଣଫୁଟା ଜନିତ ଦୁର୍ଘଟଣା ମୁକାବିଲା ପାଇଁ ହସ୍ପିଟାଲରେ ସ୍ୱତନ୍ତ୍ର ପ୍ରସ୍ତୁତ…

ସାଉଥ ଆଫ୍ରିକାରେ ଫସିରହିଛନ୍ତି ୧୪ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ

ଭୁବନେଶ୍ୱର: ପୁଣି ବିଦେଶକୁ ଯାଇ ଫସିଗଲେ ଓଡ଼ିଆ ଶ୍ରମିକ। ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ଗୁହାରୀ। ସାଉଥ ଆଫ୍ରିକାର ଗାବନ୍‌ରେ ନିର୍ଯାତିତ ଓଡ଼ିଆ ଶ୍ରମିକ ଭିଡ଼ିଓ ବାର୍ତ୍ତାରେ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। କେନ୍ଦ୍ରାପଡା଼ ଜିଲ୍ଲାର ୧୪ ଓଡ଼ିଆ ଶ୍ରମିକ ସାଉଥ ଆଫ୍ରିକା ଫସିରହିଛନ୍ତି।…

ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ଭିତରେ ଭୂସ୍ଖଳନ: ଫସି ରହିଛନ୍ତି ୩୦ରୁ ଉର୍ଦ୍ଧ୍ବ ଶ୍ରମିକ , ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ମଧ୍ୟରେ ଭୟଙ୍କର ଭୂସ୍ଖଳନ ହୋଇଛି । ନିର୍ମାଣଧୀନ ଟନେଲ ଭାଙ୍ଗି ପଡିଛି । ଫଳରେ ଟନେଲ ମଧ୍ୟରେ ୩୬ରୁ ଉର୍ଦ୍ଧ୍ବ ଶ୍ରମିକ ଫସିରହିଛନ୍ତି  । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ଅନୁସାରେ ବ୍ରହ୍ମଖାଲ ପୋଲଗାଓ ରାଜପଥରେ ତିନି…

ଅସୁସ୍ଥ ପତ୍ନୀଙ୍କୁ ଆଲିଙ୍ଗନ କଲା ବେଳେ କାନ୍ଦିପକାଇଲେ ମନୀଷ ସିସୋଦିଆ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଶନିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ତିହାର ଜେଲରୁ ବାହାରକୁ ଆସିଥିଲେ। ଆଉ ଏହି ସମୟରେ ପତ୍ନୀଙ୍କୁ ଆଲିଙ୍ଗନ କଲା ବେଳେ ଭାବୁକ ହୋଇପଡ଼ିଲେ ମନୀଷ ସିସୋଦିଆ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ…

ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ: ଇଂଲଣ୍ଡ ଟିମରୁ ବାଦ ପଡିଲେ ୯ ଖେଳାଳି

ଲଣ୍ଡନ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଇଂଲଣ୍ଡର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଟିମ ୯ଟି ମ୍ୟାଚରୁ ମାତ୍ର ୩ଟିରେ ବିଜୟ ହୋଇପାରିଥିଲା । ଇସିବି ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା କରିଛି । ବିଶ୍ୱକପ ଖେଳିଥିବା ଖେଳାଳିଙ୍କ ମଧ୍ୟରୁ ୯ଜଣଙ୍କୁ ବାଦ ଦିଆଯାଇଛି ।…

ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ

ଭଦ୍ରକ : କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । କିନ୍ତୁ ଏହି ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପରେ ଧାରଣ କରୁଥିଲା ବେଳେ ଅନ୍ୟ…

ମିସବାଙ୍କ ଖୁଲାସା: ରୁଦ୍ଧ ଦ୍ୱାର ବୈଠକରେ ମୋତେ ଅଣଦେଖା କରିଥିଲେ ବାବର, ଆର୍ଥର

ଲାହୋର: ପାକିସ୍ତାନର ପୂର୍ବ ଅଧିନାୟକ ମିସବା ଉଲ ହକ ବିଶ୍ୱକପ କ୍ରିକେଟରେ ଜାତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ମୁହଁ ଖୋଲିଛନ୍ତି । ବିଶ୍ୱକପ ପୂର୍ବରୁ ଆୟୋଜିତ ବୈଠକରେ ଅଧିନାୟକ ବାବର ଆଜମ ଓ କୋଚ ମିକି ଆର୍ଥର ମୋ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଥିଲେ । ପାକିସ୍ତାନ ଟିମର…

କଡାକଡି ହେବ ମଦୁଆ ଧରା ଅଭିଯାନ: ରାଜଧାନୀ ରାଜରାସ୍ତାରେ ବିନା ୟୁନିଫର୍ମରେ ବୁଲିବେ ପୋଲିସ

ଭୁବନେଶ୍ୱର : ସାବାଡ ହେବେ ମଦୁଆ  । ରାଜଧାନୀରେ କଡାକଡି ହେବ ମଦୁଆଧରା ଅଭିଯାନ  । ରାଜରାସ୍ତାରେ ଆଉ ମଦୁଆଙ୍କ ପ୍ରାର୍ଦୁଭାବ ଦେଖିବାକୁ ମିଳିବନି  । ଏଥର ପୋଲିସମାନେ  ରାଜରାସ୍ତାରେ ବିନା ୟୁନିଫର୍ମରେ ବୁଲିବେ  ।  ମଦ ପିଇ ଉତ୍ପାତ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି…

ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଗଲା ବାପା

କଟକ : ଦୀପାବଳିରେ ଅଘଟଣ । ପୁଅକୁ ବଞ୍ଚାଇବାକୁ ଯାଇ ବୁଡିଗଲେ ବାପା  । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି  କଟକ ଜିଲ୍ଲା ନରାଜର କୈବର୍ତ୍ତ ସାହି ଘାଟରେ ।  ସୂଚନା ଅନୁଯାୟୀ ଆଜି ସକାଳୁ ସରୋଜ ସାହୁ ନାମକ ଜଣେ ବ୍ୟକ୍ତି ପୁଅକୁ ନେଇ ନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ ।  ହେଲେ ଅସାବଧାନତା…

ଦୀପାବଳିରେ ଏକତ୍ର ହେଲେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଚଳିତ ବିଶ୍ୱକପରେ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛି । ଦଳ ଏବେ ନ୍ୟୁଜିଲାଣ୍ଡକୁ ସେମିରେ ଭେଟିବେ । ମୁମ୍ବାଇର ୱାଙ୍ଖେଡରେ ଏହି ମ୍ୟାଚ ଖେଳାଯିବ । ଶନିବାର ଦୀପାବଳୀ ନେଇ ଟିମ ଇଣ୍ଡିଆର ଖେଳାଳିମାନେ ଏକତ୍ର ହୋଇଥିଲେ । ସେମାନଙ୍କ ପତ୍ନୀ ଓ…