Latest Odisha News

BREAKING NEWS

Browsing Category

ଫିଚର

ଡାକ୍ତରଙ୍କୁ ମିଳିବ ଭୋଜନ ଭତ୍ତା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଜଟିଳ ହେଉଛି କରୋନା ସ୍ଥିତି । ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକ । ଏଥିପାଇଁ କୋଭିଡ କେୟାର ସେଂଟରରେ କାର୍ଯ୍ୟରତ ଡାକ୍ତରଙ୍କୁ ଭୋଜନ ଭତ୍ତା ମିଳିବ । ପାରାମେଡ଼ିକାଲ କର୍ମଚାରୀଙ୍କୁ ବି ଦୈନିକ ୨୪୦ଟଙ୍କାର ଭତ୍ତା ମିଳିବ ।…

ସତରେ ଥିଲେ କର୍ମବୀର- ଗୌରୀ ଶଙ୍କର

(ଗୌରୀ ଶଙ୍କର ରାୟଙ୍କ ଜନ୍ମଦିନ ଅବସରରେ) ଓଡ଼ିଆ ସାମ୍ବାଦିକତାର ଜନକ ଭାବେ କର୍ମବୀର ଗୌରୀ ଶଙ୍କର ରାୟ ପରିଚିତ । ସେ ଥିଲେ ଓଡ଼ିଶାର ପ୍ରଥବ ଖବରକାଗଜ- ଉତ୍କଳ ଦୀପିକାର ପ୍ରତିଷ୍ଠାତା ସମ୍ପାଦକ । ଓଡ଼ିଆର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା, ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱାଧୀନତା…

ପାକିସ୍ତାନରେ ୪୦୮ ହିନ୍ଦୁ ମନ୍ଦିର ଉପରେ ଏବେ ବି କବଜା

ଇସଲାମାବାଦ: ବିଶ୍ୱ ଦରବାର ଅପମାନିତ ହେବା ପରେ ପାକିସ୍ତାନ ନିଜ ଚରିତ୍ରକୁ ଭଲ ଭାବେ ଉପସ୍ଥାପନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ବିଫଳ ହୋଇଛି । ପାକିସ୍ତାନ ରାଜଧାନୀ ଇସଲାମବାଦରେ ହିନ୍ଦୁଙ୍କ ଏକ କୃଷ୍ଣ ମନ୍ଦିର ନିର୍ମାଣ ନେଇ ରାଜନୀତି ଜୋର ଧରିଥିଲା । ତେବେ ଇସଲାମର…

ଆସନ୍ତୁ ଜାଣିବା ପଦ୍ମନାଭସ୍ୱାମୀ ମନ୍ଦିରର ୭ମ ଦୁଆର ରହସ୍ୟ ସମ୍ପର୍କରେ

ତ୍ରିଭେନ୍ଦ୍ରମ: କେରଳର ପଦ୍ମନାଭସ୍ୱାମୀ ମନ୍ଦିରକୁ ନେଇ ଚାଲିଥିବା ପ୍ରଶାସନ ଓ ପ୍ରବନ୍ଧନ ମଧ୍ୟରେ ବିବାଦ ଇତି ମଧ୍ୟରେ ସମାଧାନ ହୋଇଯାଇଛି । ମାନ୍ୟବର ସୁପ୍ରିମକୋର୍ଟ ତ୍ରାବଣକୋର ପୂର୍ବତନ ରାଜ ପରିବାରକୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ପଦ୍ମନାଭସ୍ୱାମୀ ମନ୍ଦିରକୁ ଦେଶର ସବୁଠାରୁ ଧନୀ…

ଦିଲ୍ଲୀ ହିଂସା : ତାହିର ହୁସେନକୁ ଝଟକା, ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଓ ଆଇବି ଅଫିସର ଅଙ୍କିତ ଶର୍ମା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତାହିର ହୁସେନଙ୍କୁ ସୋମବାର ଶକ୍ତ ଧକ୍କା ଲାଗିଛି । କାଡକାକୁଡୁମା କୋର୍ଟ ଆମ ଆଦମୀ ପାର୍ଟିର ଏହି ନିଲମ୍ବିତ ପାର୍ଷଦଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ହିଂସାରେ ଗଭୀର ଷଡଯନ୍ତ୍ର ରହିଥିବା…

ଆଫଗାନିସ୍ତାନରେ ତାଲିବାନ ଆକ୍ରମଣ: ୪୦ରୁ ଊର୍ଦ୍ଧ୍ୱ ଆହତ

କାବୁଲ: ଆଫଗାନିସ୍ତାନରେ ଏକ କାରରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁ ୪୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଏହି ଆକ୍ରମଣ ତାଲିବାନ ପକ୍ଷରୁ କରାଯାଇଥିବା ଅଲଜଜୀରା ପକ୍ଷରୁ କୁହାଯାଇଛି । ତେବେ ଏଥିନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା ଆଫଗାନ ସରକାରଙ୍କ ପକ୍ଷରୁ କରାଯାଇ ନାହିଁ । ଉତ୍ତର…

କର୍ପୋରେଟ୍ ସେକ୍ଟରକୁ ଆଇସୋଲେସନ ଅନୁମତି

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ସହରାଂଚଳରେ କରୋନା ରୋଗୀଙ୍କୁ ହୋମ୍ ଆଇସୋଲେସନ ପାଇଁ ସରକାର ଅନୁମତି ଦେଇଛନ୍ତି । ଏଥିସହ ଜିଲ୍ଲା, ଉପଖଣ୍ଡ ଓ ସଦର ମହକୁମାରେ ମଧ୍ୟ ପୃଥକବାସ ରହିହେବ । ତେବେ ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ସରକାର । ବିଶେଷ କରି କର୍ପୋରେଟ୍ ସେକ୍ଟରକୁ ମଧ୍ୟ ହୋମ୍…

ଘରେ ରହିପାରିବେ କରୋନା ରୋଗୀ: ସରକାର

ଭୁବନେଶ୍ୱର: ଏଣିକି ଘରେ ରହିପାରିବେ କରୋନା ଆକ୍ରାନ୍ତ । ଲକ୍ଷଣ ନଥିଲେ ଏବଂ ସାମାନ୍ୟ ଲକ୍ଷଣ ଥିଲେ କରୋନା ରୋଗୀଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ସରକାର ଅନୁମତି ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସହରାଂଚଳରେ ଏହି ସୁବିଧା ମିଳିବ । ରାଜ୍ୟରେ କରୋନା ସ୍ଥିତି ଓ ପରିଚାଳନା ରଣନୀତିରେ…

ଗ୍ରୀନ୍ ଜୋନରେ ଗଞ୍ଜାମର ୮୧ ପ୍ରତିଶତ ଗାଁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଏହାର ୮୧ ପ୍ରତିଶତ ଗ୍ରାମାଞ୍ଚଳ ଗ୍ରୀନ୍ ଜୋନ ଅଧିନରେ ରହିଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ମୋଟ୍ ୩୦୫୩ଟି ଗ୍ରାମ ମଧ୍ୟରୁ ୨୪୮୨ଟି ସବୁଜ ଜୋନ୍ ଏବଂ ୫୭୧ଟି ରେଡ୍ ଜୋନ୍ ଅନ୍ତର୍ଗତ। ଏହି ପ୍ରସଙ୍ଗରେ…

ଆୟୁଷ ନିର୍ଦ୍ଦେଶକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀଙ୍କୁ ଜାମିନ ମିଳିଛି । ୧୦ହଜାର ଟଙ୍କା ଓ ଦୁଇ ମୁଚାଲିକାଙ୍କ ପ୍ରତି ବଦଳରେ ତାଙ୍କୁ ଜାମିନ ମିଳିଛି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଜାମିନ ମିଳିଛି । ଗତ ୯ ତାରିଖରେ ଆୟୁଷ ନିର୍ଦ୍ଦେଶକ ନିଜ ଅଫିସର ଜଣେ ମହିଳା…