Latest Odisha News

BREAKING NEWS

Browsing Category

ଫିଚର

ଚଳିତ ବର୍ଷ ୱିମ୍ବେଲଡନ ବାତିଲ: ବୀମା ସତ୍ୱେ ୧୪୫୦ କୋଟି କ୍ଷତି

ଲଣ୍ଡନ: କରୋନା ମହାମାରୀ ଯୋଗୁ ୨୦୨୦ରେ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟ ଅୟୋଜିତ ହେବ ନାହିଁ । ୨୯ ଜୁନରୁ ଏହା ଆରମ୍ଭ ହେବାକୁ ଥିଲା । ଏବେ ଆଗାମୀ ବର୍ଷ ୨୮ ଜୁନରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହେବ । ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଂଟକୁ ବାତିଲ କରାଯାଇଛି । ବୀମା…

ସୁଶାନ୍ତଙ୍କ ସ୍ମୃତିରେ ୫୫୦ ଗରିବ ପରିବାରକୁ ଖୁଆଇବେ ଭୂମି

ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗକୁ କେହି ଭୁଲି ପାରୁ ନାହାନ୍ତି । ଏହାରି ଭିତରେ ୧୬ ଦିନ ବିିତଲାଣି । ବଲିଉଡରୁ ଆରମ୍ଭ କରି ଫ୍ୟାନ୍, ସମସ୍ତଙ୍କ ହୃଦୟରେ ରହିଛନ୍ତି ସୁଶାନ୍ତ । ତାଙ୍କ ସ୍ମୃତିରେ ଅଭିନେତ୍ରୀ ଭୂମି ପେଡନକର ୫୫୦ ଗରିବ ପରିବାରକୁ ଖାଦ୍ୟ ଦେବେ । ଏନେଇ ନିଜ ଇନଷ୍ଟାଗ୍ରାମ…

ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ବିଲଡିଂରେ ଆତଙ୍କୀ ହମଲା

କରାଚି ସ୍ଥିତ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ବିଲଡିଂରେ ଆତଙ୍କବାଦୀ ଆକ୍ରମଣ । ଏଥିରେ ପ୍ରାଥମିକ ଭାବରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାକିସ୍ତାନ ଗଣମାଧ୍ୟମର ତଥ୍ୟ ଅନୁସାରେ, ଜବାବୀ ହମଲାରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗୁଳି ବିନିମୟରେ ଆହତ ହୋଇଛନ୍ତି କିଛି…

ଯୁଦ୍ଧୋନ୍ମାଦନାର ଉତ୍ପାତରେ ଅଶାନ୍ତ ଏସିଆ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… କରୋନା ମହାମାରୀ ବିରୁଦ୍ଧରେ ସାରା ବିଶ୍ୱ ଲଢୁଛି । ସବୁଦେଶ କହୁଛନ୍ତି - ଆମେ କରୋନା ବିରୁଦ୍ଧରେ ଯୁଦ୍ଧ କରୁଛୁ । ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ କ୍ଷୁଦାଦ୍ରୀକ୍ଷୁଦ୍ର ଅଦୃଶ୍ୟ ଭୂତାଣୁ କରୋନାକୁ କେହି ପରାସ୍ତ କରିପାରୁନାହାଁନ୍ତି । ମୃତ୍ୟୁ…

ଗୋଇନ୍ଦା ବିଭାଗ ରିପୋର୍ଟ : ନେପାଳ ସୀମା ଦେଇ ବିହାରରେ ପ୍ରବେଶ ଲକ୍ଷ୍ୟରେ ଆତଙ୍କବାଦୀ

ପାଟନା: ନେପାଳ ସହ ସୀମା ବିବାଦର ଫାଇଦା ଉଠାଇବା ଲକ୍ଷ୍ୟରେ ପାକିସ୍ତାନ ଆତଙ୍କବାଦୀ ରହିଛନ୍ତି । ଗୋଇନ୍ଦା ବିଭାଗ ରିପୋର୍ଟ ଅନୁସାରେ ତାଲିବାନ ଓ ଜୈଶ ଏ ମହମ୍ମଦର ଆତଙ୍କବାଦୀ ନେପାଳ ରାସ୍ତା ଦେଇ ବିହାରରେ ପ୍ରବେଶ କରିବା ଲକ୍ଷ୍ୟରେ ରହିଛନ୍ତି । ଏଥିପାଇଁ ବିହାରକୁ ହାଇ ଆଲର୍ଟରେ ରହିବା…

ଓଡିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି

ଗଞ୍ଜାମ: ଓଡିଶାରେ ଆଉ ୨ଜଣ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ଉକ୍ତ ୨ଟି ମାମଲା ଗଞ୍ଜାମ ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ୪୮ ଓ ୫୨ ବର୍ଷ ବୟସ୍କ ଏହି ଦୁଇ ବ୍ୟକ୍ତି…

ରାଜ୍ୟର ୬ ଜିଲ୍ଲାରେ ୬୦% କରୋନା ଆକ୍ଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ୭ ହଜାର ଛୁଇଁବ କରୋନା ପଜିଟିଭ୍ କେସ୍ । ସୁସ୍ଥ ହୋଇଛନ୍ତି ୪ ହଜାର ୭୪୩ । ଆଶ୍ୱସ୍ତିକର ଖବର ହେଉଛି ରାଜ୍ୟର ୬୯ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଏବେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ୨ ହଜାର ୮୬ ଭୂତାଣୁ ସଂକ୍ରମିତ । କିନ୍ତୁ…

ଆସାମରେ ବନ୍ୟା ସ୍ଥିତି: ୯.୨୬ ଲକ୍ଷ ଲୋକ ପ୍ରଭାବିତ, ୨୦ ମୃତ

ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପ୍ରାୟ ୨,୦୭୧ ଗ୍ରାମର ୯.୨୬ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବନ୍ୟା ରିପୋର୍ଟ ଅନୁଯାୟୀ ବ୍ରହ୍ମପୁତ୍ର ନଦୀରେ ଜଳସ୍ତର ବିପଦ ସଙ୍କୁଳ ସ୍ଥିତିରେ ଥିବା…

ହିଜବୁଲ କମାଣ୍ଡର ମସୁଦ ମୃତ୍ୟୁ ସହ ଜମ୍ମୁ କାଶ୍ମୀର ଡୋଡା ଆତଙ୍କୀ ଫ୍ରି

ଜମ୍ମୁ କାଶ୍ମୀର: ଉପତ୍ୟକାରେ ସୁରକ୍ଷା ବାହିନୀ ଚଳାଇଛି ଆତଙ୍କୀ ନିପାତ ଅଭିଯାନ । ଖୋଜି ଖୋଜି ଆତଙ୍କବାଦୀଙ୍କ ଖେଳ ଖତମ କରାଯାଉଛି । କାଶ୍ମୀର ଘାଟିରେ ଆତଙ୍କର ଗଡ଼ କୁହାଯାଉଥିବା ତ୍ରାଲ ଆତଙ୍କୀ ମୁକ୍ତ ହୋଇଥିବା ବେଳେ ଜମ୍ମୁରେ ମିଳିଛି ବଡ଼ ସଫଳତା । ଡୋଡା ଜିଲ୍ଲାକୁ ଆତଙ୍କୀବାଦୀଙ୍କ…

ସଟଡାଉନ ଅଞ୍ଚଳରେ ବନ୍ଦ ରହିବ କୋର୍ଟ:ହାଇକୋର୍ଟ

ଭୁବନେଶ୍ୱର: ସଟଡାଉନ କଟକଣା ଜାରି ହୋଇଥିବା ଅଞ୍ଚଳରେ ବନ୍ଦ ରହିବ କୋର୍ଟ। ହାଇକୋର୍ଟ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଜଜ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ସଂକ୍ରମଣ ଯୋଗୁଁ ସଟଡାଉନ ଘୋଷଣା କରାଯାଇଥିବା ଅଞ୍ଚଳର ଜିଲ୍ଲା ଜଜ୍‌ମାନେ ଚାହିଁଲେ ଉକ୍ତ ଅଞ୍ଚଳର କୋର୍ଟକାର୍ଯ୍ୟ ବନ୍ଦ…