Latest Odisha News

BREAKING NEWS

Browsing Category

ଫିଚର

ଚୀନ ସୀମା ନିକଟରେ ଭାଙ୍ଗିଥିବା ବେଲି ବ୍ରିଜକୁ ୬ ଦିନରେ ତିଆରି କଲେ ଭାରତୀୟ ସେନା

ପିଥୋରଗଡ: ଉତରାଖଣ୍ଡର ପିଥୋରଗଡରେ ୬ ଦିନ ତଳେ ବେଲୀ ବ୍ରିଜ ଭାଙ୍ଗି ଯାଇଥିଲା । ଚୀନ ସୀମା ନିକଟରେ ଥିବା ଏହି ବ୍ରିଜ ଭାରତୀୟ ସେନା-ଆଇଟିବିପି ପାଇଁ ଗୁରୁତ୍ୱପୂର୍ଣ୍ଣ । ସୀମା ସଡକ ସଂଗଠନର କଠିନ ପରିଶ୍ରମ ଯୋଗୁ ଏହି ବ୍ରିଜ ମାତ୍ର ୬ ଦିନ ରେକର୍ଡ ଟାଇମରେ ସମ୍ପୂର୍ଣ୍ଣ ହୋଇ ପାରିଥିଲା ।…

ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା: ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେକ୍ଟରକୁ ପୋଲିସର ପଚରାଉଚରା

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ଜାରି ରହିଛି। ପୋଲିସ୍ ଏବେ ସୁଦ୍ଧା ଏହି ମାମଲାରେ ଅନେକ ଲୋକଙ୍କୁ ପଚରାଉଚୁରା କରି ସାରିଛି। ଶନିବାର ମୁମ୍ବାଇର ବାନ୍ଦ୍ରା ପୋଲିସ୍ ଷ୍ଟେସନରେ ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେକ୍ଟର…

ଏମଏଏମଆଇରୁ କରନ ଜୋହରଙ୍କ ଇସ୍ତଫା

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସବୁଠାରୁ ବେଶି ଚାପରେ ରହିଛନ୍ତି ଫିଲ୍ମ ନିର୍ମାତା କରନ ଜୋହର । ଏହି ଚାପର ବଶୀଭୂତ ହୋଇ ସେ ଶନିବାର ମୁମ୍ବାଇ ଏକାଡେମୀ ଅଫ ମୁଭିଂ ଇମେଜ (ଏମଏଏମଆଇ)ରୁ ଇସ୍ତଫା ଦେଇଛନ୍ତି । ଫେଷ୍ଟିଭାଲର ଚେୟାରପର୍ସନ ଓ ଦୀପିକା ପାଦୁକୋନ ତାଙ୍କୁ ବୁଝାଇଥିଲେ…

କଟକକୁ ବାହାର ରାଜ୍ୟରୁ ଆସିଛନ୍ତି ୫୧୦୧ ଜଣ ପ୍ରବାସୀ: ସିଏମ୍‌ସି କମିଶନର

କଟକ: କଟକ ସିଏମ୍‌ସି ଅଂଚଳକୁ ବାହାର ରାଜ୍ୟରୁ ଏଯାଏଁ ୫,୧୦୧ ଜଣ ପ୍ରବାସୀ ଆସିଛନ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି । ସେ କହିଛନ୍ତି, ବାହାର ରାଜ୍ୟରୁ ଆସିଥିବା ଲୋକଙ୍କୁ ଟ୍ରାକ୍ କରାଯାଇ ସଂଗରୋଧ ବ୍ୟବସ୍ଥା କରାଯାଇଛି। ସିଏମ୍‌ସି…

କରୋନା ମୁକାବିଲା: ସିଏମ୍‌ସି ଜଗିବ ମହିଳା ଆରୋଗ୍ୟ ସମିତି

କଟକ: କରୋନା ମୁକାବିଲା ପାଇଁ କଟକରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଣିକି ସିଏମ୍‌ସି ଜଗିବ ମହିଳା ଆରୋଗ୍ୟ ସମିତି । କରୋନା ମୁକାବିଲା ଲାଗି କଟକ ବସ୍ତି ଅଂଚଳରେ ମହିଳା ଆରୋଗ୍ୟ ସମିତି ଗଠନ କରିଛି କଟକ ମହାନଗର ନିଗମ। କଟକ ମହାନଗର ନିଗମରେ କୋଭିଡ-୧୯ ଅବଜରଭର୍‌ ତଥା ରାଜ୍ୟ ସରକାରଙ୍କ ପ୍ରମୁଖ…

ଦିଲ୍ଲୀରେ ପସିଲେ ପଙ୍ଗପାଳ, ମୁକାବିଲା ପାଇଁ ବସିଲା ଜରୁରୀ ବୈଠକ

ନୂଆଦିଲ୍ଲୀ: ଗୁରୁଗ୍ରାମ ପରେ ଏବେ ଦିଲ୍ଲୀରେ ପସିଲେ ପଙ୍ଗପାଳ । ଏହାକୁ ନେଇ ଦିଲ୍ଲରେ ହାଇ ଆଲର୍ଟ ଜାରି ହୋଇଛି । ପରିସ୍ଥିତିକୁ ଦେଖି ଏହାର ମୁକାବିଲା ପାଇଁ ଦିଲ୍ଳୀ ସରକାର ଏକ ଜରୁରୀ ବୈଠକ ଡାକିଛନ୍ତି । ଦିଲ୍ଲୀ ବିକାଶ ମନ୍ତ୍ରୀ ଗୋପାଳ ରାୟ ଏହି ବୈଠକ ଡାକିଛନ୍ତି । ବୈଠକରେ ପରିସ୍ଥିତିର…

ଧରାକୋଟରେ କୋରୋନାରେ ୩ ନୁହେଁ ଜଣଙ୍କର ମୃତ୍ୟୁ: ଜିଲ୍ଲାପାଳ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଧରାକୋଟର ଜାହାଡାରେ ୩ କୋରୋନା ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ । ୩ ଜଣଙ୍କର ନୁହେଁ, ବରଂ ଜଣଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ୩ ଜଣଙ୍କ ମୃତ୍ୟୁ ନେଇ ସୂଚନା ଦେଇଥିଲେ ଜାହାଡ଼ା ସରପଞ୍ଚ ।…

ଭଲ ଖବର: ସୁସ୍ଥ ହେଲେ ଆଉ ୧୮୪ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ତୁଳନାରେ ବଢ଼ି ଚାଲିଛି ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରେ ୧୮୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୬୦୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସୋନକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସୋନ ବ୍ୟବହାରକୁ ଅନୁମତି ମିଳିଛି । ଗମ୍ଭୀର ଓ ମଧ୍ୟମ ଧରଣର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଏହା ମିଥାଇଲପ୍ରେଡନିସୋଲୋନର ବିକଳ୍ପ ଭାବେ କରୋନା ରୋଗୀଙ୍କ…

ଲଦାଖରେ ପୁଣି ଉତ୍ତେଜନା ସୃଷ୍ଟିକଲେ ଚୀନକୁ ଏଥର ବହୁମୂଲ୍ୟ ଦେବାକୁ ପଡ଼ିବ

ନୂଆଦିଲ୍ଲୀ: କରୋନା ମହାମାରୀ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିବା ଯୋଗୁଁ ଲକ୍ଷାଧିକ ଲୋକ ମୃତ୍ୟୁମୁଖରେ ପଡ଼ିଥିବା ବେଳେ ଚୀନ ଏବେ ସାରା ବିଶ୍ୱରେ ସାମ୍ରାଜ୍ୟବାଦୀ ନୀତି ଜାହିର୍ କରିବାରେ ଲାଗିଛି । କେବଳ ଭାରତର ଲଦାଖ୍ ନୁହେଁ ବରଂ ହଂକଂ, ତାଇୱାନ, ଜାପାନ ଓ ଇଣ୍ଡୋନେସିଆ ପରି…