Latest Odisha News

BREAKING NEWS

Browsing Category

ଫିଚର

କରୋନାର ନୂଆ ହଟସ୍ପଟ୍ ଦକ୍ଷିଣ ଏସିଆ, ଭାରତରେ ବଢୁଛି କେସ୍

ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା କୋଟିଏରୁ ଅଧିକ ହେଲାଣି । ମହାମାରୀର ନୂଆ କେନ୍ଦ୍ରସ୍ଥଳ ଭାବରେ ଏବେ ଉଭା ହୋଇଛି ଦକ୍ଷିଣ ଏସିଆ । ବିଶେଷ କରି ଭାରତରେ ସଂକ୍ରମଣ ଗତ ୧୫ ଦିନ ଭିତରେ ରେକର୍ଡ ସ୍ତର ଛୁଇଁଛି । ଭାରତରେ ୩.୧ ପ୍ରତିଶତ ବଢିଛି ସଂକ୍ରମଣ । ଗତ ୧୫ ଦିନରେ ଭାରତରେ କରୋନା…

ଆଜି ମୋଦିଙ୍କ ମନ୍ କି ବାତ୍

ନୂଆଦିଲ୍ଲୀ:ଆଜି ମନର କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ କି ବାତର ୬୬ତମ ଏପିସୋଡ । ଦିନ 11ଟାରେ ଦେଶବାସୀଙ୍କକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । କରୋନା ଲଢ଼େଇରେ ଦେଶବାସୀଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା କହି ପାରନ୍ତି । କାରଣ ଏବେ ଦେଶରେ ପ୍ରତିଦିନ କୋଭିଡ କେସ୍…

ରାଜ୍ୟରେ ଦୁର୍ବଳ ହୋଇଛି ମୌସୁମୀ: ଜୁନ ମାସ ଶେଷ ୩ ଦିନ ଅଳ୍ପ ‌କିଛି ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଦୁର୍ବଳ ଥିବାରୁ କିଛି କିଛି ସ୍ଥାନରେ ବର୍ଷା ହେଉଛି । ଫଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ମଧ୍ୟ ଜାରି ରହିଛି।ଚଳିତ ବର୍ଷ ଠିକ୍ ସମୟରେ ମୌସୁମୀ ଓଡ଼ିଶା ସ୍ପର୍ଶ କରିଥିଲେ ମଧ୍ୟ ଜୁନ୍‌ ମାସରେ ମାତ୍ର ୭/୮ ଦିନ ମୌସୁମୀ ବର୍ଷା ହୋଇଛି। ଉପକୂଳ…

ଜୁଲାଇ ୩୧ ଯାଏଁ ବଢ଼ିଲା ଏହିସବୁ ରାଜ୍ୟର ଲକଡାଉନ ଅବଧି

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଲାକଡାଉନ ସାରାଦେଶ । ଜୁନ ୩୦ ରେ ଶେଷ ହେବାକୁ ଯାଉଛି ଏହି ଲକ୍‌ଡାଉନ୍‌ ୫.୦ । ଲକ୍‌ଡାଉନ ସତ୍ତ୍ୱେ ଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଧୀରେଧିରେ ଏହା ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। ଦେଖୁଦେଖୁ ଏହି ସଂକ୍ରମଣ ୫ ଲକ୍ଷ ଟପିଲାଣି ।ତେବେ ଲାକଡାଉନ…

ରାଗ ଅଭିମାନରେ ମହାପ୍ରଭୁଙ୍କ ରଥ ଭାଙ୍ଗିଦେଲେ ଲକ୍ଷ୍ମୀ ସାଆନ୍ତାଣୀ; ସମ୍ପନ୍ନ ହେଲା ହେରାପଞ୍ଚମୀ ନୀତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଆଜି ହେଉଛି ପଞ୍ଚମ ଦିବସ । ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ଦାମ୍ପତ୍ୟ ଲୀଳାର ପାରମ୍ପରିକ ‘ହେରାପଞ୍ଚମୀ’ ନୀତି । ଶ୍ରୀମନ୍ଦିରସ୍ଥିତ ରତ୍ନବେଦୀରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ…

ହେରାପଞ୍ଚମୀ: ଜାଣନ୍ତୁ, ଏପରି ନାମକରଣ ପଛରେ କ’ଣ ରହିଛି ରହସ୍ୟ !

ଭୁବନେଶ୍ୱର/ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଏକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ । । ଆଜି ହେଉଛି ଆଷାଢ ଶୁକ୍ଳ ପକ୍ଷ ସପ୍ତମୀ ତିଥି । ସାଧାରଣତଃ ଅନେକ ଭାବିଥାଇ ପାରନ୍ତି ଯେ, ‘ହେରାପଞ୍ଚମୀ’ ନାମକରଣ ହୋଇଥିବା ଯୋଗୁଁ ଏହି ଉତ୍ସବ ବୋଧହୁଏ ପଞ୍ଚମୀ…

ଭାରତ-ଚୀନ ପ୍ରସଙ୍ଗରେ ରାଜନୀତି ନ କରିବା ପାଇଁ ରାହୁଲଙ୍କୁ କହିଲେ ପାୱାର

ମୁମ୍ବାଇ: ଚୀନ ପ୍ରସଙ୍ଗରେ ବାରମ୍ବାର ସରକାରଙ୍କୁ ଦାୟୀ କରୁଥିବାରୁ ଶନିବାର ଏନସିପି ମୁଖ୍ୟ ଶରଦ ପାୱାର କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଆତ୍ମସମର୍ପଣ କରିବା କହିବା ପୂର୍ବରୁ ୧୯୬୨ରେ ଚୀନର ଦାଦାଗିରି ମନେ ପକାଇବାକୁ…

ଜୁନ୍ ୩୦ ରାତିରୁ ଜୁଲାଇ ୨ ଯାଏଁ ପୁରୀରେ କର୍ଫ୍ୟୁ

ପୁରୀ: ବାହୁଡ଼ା ଯାତ୍ରା ପାଇଁ ଆସନ୍ତା ୩୦ ତାରିଖ ରାତିରୁ ପୁରୀ ଜିଲ୍ଲାରେ କର୍ଫ୍ୟୁ ଲାଗୁ ହେବ। ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏଁ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିବ।…

କରୋନା ସଂକ୍ରମିତ ପୂର୍ବତଟ ରେଳବାଇର ଚିଫ ଟିକେଟ ଇନ୍ସପେକ୍ଟରଙ୍କ ମୃତ୍ୟୁ

କଟକ: ପୂର୍ବତଟ ରେଳବାଇର ଚିଫ୍ ଟିକେଟ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି । କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତ ତିନି ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି । ଗତ ୧୪ ତାରିଖରେ ସେ କରୋନାରେ ସଂକ୍ରମିତ ଥିବା…

ଗର୍ଜିଲେ କଙ୍ଗନା; ‘ଚୀନ୍ ସାମଗ୍ରୀ ବର୍ଜନ’ କରିବାକୁ ଭିଡ଼ିଓ କ୍ଲିପରେ କଲେ ନିବେଦନ

ମୁମ୍ବାଇ: ଏବେ ଚୀନ-ଭାରତ ସୀମାନ୍ତରେ ଉତ୍ତେଜନା ବୃଦ୍ଧି ପାଇ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । କରୋନା ମହାମାରୀର ଯନ୍ତ୍ରଣା ସାରା ବିଶ୍ୱ ଭୋଗୁଥିବା ବେଳେ ଚୀନ ବିଭିନ୍ନ ରାଷ୍ଟ୍ରର ସୀମାରେଖା ନିକଟରେ ଅଯଥା ଉତ୍ତେଜନା ସୃଷ୍ଟି କରୁଛି । ଏହାକୁ ଦୃଷ୍ଟିରେ ରଖି ବଲିଉଡ୍ ଅଭିନେତ୍ରୀ କଙ୍ଗନା…