Latest Odisha News

BREAKING NEWS

Browsing Category

ଫିଚର

କେନ୍ଦ୍ରମନ୍ତ୍ରୀଙ୍କ ବେଲ୍ଟ ଫଣ୍ଡା, ସରକାରୀ କର୍ମଚାରୀଙ୍କୁ ଦେଲେ ଧମକ

ରାୟପୁର: ଦାଦାଗିରି ନେହିଁ ଚଲେଗି । ଅନ୍ଧେରୀ କୋଠରୀ ମେ ଲେଯାକେ ନା ମେଁ ବେଲ୍ଟ ଖୋଲକେ ଠୋକନା ଜାନତୀହୁଁ ବହତ୍ ଅଚ୍ଛେ ସେ । ଏହା କୌଣସି ଫିଲ୍ମର ଡାଏଲଗ୍ ନୁହେଁ । ଛତିଶଗଡ଼ର ଏକ କରୋନା କ୍ୱାରେଣ୍ଟାଇନ ସେଣ୍ଟରରେ ସରକାରୀ କର୍ମଚାରୀଙ୍କୁ ଏଭଳି ଧମକ୍ ଦେଇଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ…

ମା’ ପାଇଁ ଏକୁଟିଆ ବିମାନ ଯାତ୍ରା କଲା ୫ ବର୍ଷର ପୁଅ

ବେଙ୍ଗାଳୁରୁ: ଦିଲ୍ଲୀରୁ ବାଙ୍ଗାଲୋର । ଆକାଶ ପଥରେ ୧୭ ଶହ କିଲୋମିଟରରୁ ଅଧିକ ବାଟ । ସମୟ ୨ ଘଂଟାରୁ କମ୍ ଲାଗିବନି । ହେଲେ ଏହି ୧୭ ଶହ କିଲୋମିଟରର ରାସ୍ତା ଯେମିତି ତାକୁ ୧୭ ମିଟର ଲାଗିଥିଲା । ଏକା ଏକା ଉଡିଆସିଥିଲା ଦିଲ୍ଲୀରୁ ବାଙ୍ଗାଲୋର । ନା ସାଙ୍ଗରେ ବାପା-ମାଆ ଥିଲେ ନା ସମ୍ପର୍କୀୟ ।…

ଭଲ ଖବର, ସୁସ୍ଥ ହେଲେ ଆଉ ୯୯ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟ ପାଇଁ ଆସିଲା ଭଲ ଖବର । କରୋନାରୁ ସୁସ୍ଥ ହେଲେ ଆଉ ୯୯ ସଂକ୍ରମିତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । Another 99 #Covid19 patients have recovered and are being discharged. 34 are from Balasore 15…

ପୁଣି ବଦଳିଲା ମାଟ୍ରିକ ମୂଲ୍ୟାୟନ ନିୟମ, କାଲିଠୁ ୧୦ରୁ ୩ଟା ଯାଏଁ ଚାଲିବ ଖାତା ଦେଖା

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ । ତେବେ କରୋନା ପାଇଁ ପୁଣିଥରେ ପ୍ରଭାବିତ ହୋଇଛି ମୂଲ୍ୟାୟନ ପ୍ରକ୍ରିୟା । ପୂର୍ବ ନିର୍ଦ୍ଧାରିତ ନିୟମରେ ପରିବର୍ତ୍ତନ ଆଣିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ । ଏହି ଅନୁସାରେ ପ୍ରତିଦିନ ତିନି ପର‌୍ୟ୍ୟାୟରେ…

ଶ୍ରୀଜିଉଙ୍କ ସ୍ନାନଯାତ୍ରା ପହଣ୍ଡିରେ ରହିବେ ୧୫୦ ସେବାୟତ

ପୁରୀ: ବଡ ଠାକୁରଙ୍କ ସ୍ନାନଯାତ୍ରା ପହଣ୍ଡି ବେଳେ ରହିବେ କମ୍ ସଂଖ୍ୟକ ସେବକ । ୧୫୦ ଜଣ ସେବାୟତରେ ହେବ ଶ୍ରୀଜିଉଙ୍କ ପହଣ୍ଡି । ଜଗନ୍ନାଥଙ୍କ ପାଇଁ ୬୦ ଜଣ, ବଳଭଦ୍ରଙ୍କ ପାଇଁ ୫୦ ଜଣ ଓ ଦେବୀ ସୁଭଦ୍ରାଙ୍କ ପାଇଁ ୩୦ ଓ ସୁଦର୍ଶନଙ୍କ ପାଇଁ ୧୦ ଜଣ ସେବାୟତ ରହିବେ । ସତ୍ୱଲିପିକୁ ଆଧାର କରି…

ଛିଣ୍ଡୁନି ଗଣିତ , କେବେ ଚାଲିବ ବସ୍‌?

ଭୁବନେଶ୍ୱର: ରାଜ୍ୟରେ ବସ୍ ଚଳାଚଳ କରିବାକୁ ସରକାର ଅନୁମତି ଦେଇସାରିଛନ୍ତି । ହେଲେ ଏଯାଏ ବସ୍ ସେବା ଆରମ୍ଭ ହୋଇପାରିନାହିଁ । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସରକାରଙ୍କ ଅନୁମତିକୁ ସ୍ୱାଗତ କରିଥିଲେ ମଧ୍ୟ ବିଭିନ୍ନ ଦାବି ପୂରଣ ନହେଲେ ବସ୍ ଚାଲିବା ଅସମ୍ଭବ ବୋଲି କହିଛି । ବସ୍ ମାଲିକ ସଂଘ…

ମୁଖ୍ୟମନ୍ତ୍ରୀ ଦେଲେ ‘ଇଦ୍‌’ର ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ୱର: ପବିତ୍ର ଇଦ-ଉଲ୍‌-ଫିତର ଅବସରରେ ରାଜ୍ୟର ସମସ୍ତ ମୁସଲମାନ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଶୁଖ ଓ ସମୃଦ୍ଧି କାମନା କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି । ଏଥିଲାଗି…

ପୁରୀରେ ପୋଲିସ ଡିଜି ଅଭୟ, ସ୍ନାନପୂର୍ଣ୍ଣିମାରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା

ପୁରୀ: ପୁରୀ ରେ ପୁଲିସ୍ ଡିଜି ଅଭୟ। ରିଜର୍ଭ ପୋଲିସ କାର‌୍ୟ୍ୟାଳୟର ଜିଲ୍ଲା ପୋଲିସ ଅଫିସ କୁ ଯାଇ ସୁରକ୍ଷା ବଳର ସମୀକ୍ଷା କରିଛନ୍ତି । ପରେ ଡିପିଓରେ ଏକ ସ୍ୱତନ୍ତ୍ର ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ବିଶେଷ କରି ସ୍ନାନପୂର୍ଣ୍ନିମା ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି । ତାଙ୍କ ସହ…

ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଆଜି ଗଡିଲାନି ବସ୍

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ବସ୍ ଚାଲିବା ନେଇ ରବିବାର ଦିନ ସୂଚନା ମିଳିଥିଲା। ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଆଜି ବସ ଚାଲି ନଥିବା ଜଣାପଡିଛି । ରାଜ୍ୟରେ ଘରୋଇ ବସ୍ ଚଳାଚଳ ନେଇ ମାଲିକ ସଂଘ ଅଭିଯୋଗ କରିଛନ୍ତି । ବସ ମାଲିକ ସଙ୍ଘଙ୍କ ଅଭିଯୋଗ ଅନୁଯାୟୀ ସରକାର ଆଲୋଚନା ପାଇଁ ଏଯାବତ…

ଲକ୍ ଡାଉନ୍ ବିପତ୍ତିର ବିକଳ୍ପ: ଆଦିବାସୀ ସମାଜ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… କରୋନା ଭୂତାଣୁ ଯୋଗୁ ଦୀର୍ଘ ଦୁଇ ମାସ ଧରି ଜାରି ରହିଥିବା ଲକ୍ ଡାଉନ୍‌ରେ ସାରା ଦେଶ ସନ୍ତୁଳି ହୋଇଗଲାଣି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ । ଦୋକାନ ବଜାର ବନ୍ଦ । ଛୋଟ ବେପାରୀ, ଉଠା ଦୋକାନୀ, ଗାଡ଼ି ଚାଳକ,…