Latest Odisha News

BREAKING NEWS

Browsing Category

ଫିଚର

ନିଶା ଦ୍ରବ୍ୟ ରଖିବା ଅଭିଯୋଗରେ ଶ୍ରୀଲଙ୍କା ପେସର ଗିରଫ

କଲମ୍ବୋ: ଶ୍ରୀଲଙ୍କାର ଯୁବ ପେସ ବୋଲର ଶେହାନ ମଧୁଶଙ୍କାଙ୍କୁ ସ୍ଥାନୀୟ ପୋଲିସ ନିଶା ଦ୍ରବ୍ୟ ରଖିବା ଅଭିଯୋଗରେ ଗିରଫ କରିଛି । ୨୫ ବର୍ଷୀୟ ଏହି ଯୁବ ଖେଳାଳିଙ୍କୁ ୨ ସପ୍ତାହ ପାଇଁ ହାଜତକୁ ପଠାଇ ଦିଆଯାଇଛି । ତାଙ୍କ ନିକଟରୁ ୨ ଗ୍ରାମର ହେରୋଇନ ମିଳିଥିଲା । କରୋନା ଭାଇରସ ଯୋଗୁ ସାରା ଦେଶରେ…

ଭାରତ-ଚୀନ ସୀମାରେ ୫୦୦୦ ସେନା ମୁତୟନ

ଲଦାଖ: ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତେଜନାପୂର୍ଣ୍ଣ ସ୍ଥିତି ବଢ଼ିବାରେ ଲାଗିଛି । ଚୀନ ସୀମରେ ଆବଶ୍ୟକଠାରୁ ଅଧିକ ସେନା ମୁତୟନ କରିଥିଲା । ଭାରତ ଏହାର କଡା ଜବାବ ଦେଇଛି । ୫୦୦୦ ସେନା ଚୀନ ଉପରେ ନଜର ରଖିବା ପାଇଁ ମୁତୟନ କରିଛି । ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥାକୁ କଡାକଡି…

ଚୁଲିକି ଗଲା କରୋନା କଟକଣା, ବରଯାତ୍ରୀରେ ନାଚିଲେ, ଧୁମ୍‌ଧାମରେ ହେଲା ବାହାଘର

ସାଲେପୁର: ରାଜ୍ୟରେ କରୋନା କଟକଣା ଚାଲିଛି । ଚାରିଆଡେ ପଡିଛି ଲକଡାଉନ୍ । ସାମାଜିକ ଦୂରତା ରଖିବା ପାଇଁ ନିର୍ଦ୍ଦେଶ ବି ଦିଆଯାଇଛି। ବିବାହ ଆଦି ସାମାଜିକ ଉତ୍ସବରେ ଲୋକଙ୍କ ଗହଳି ଉପରେ କଟକଣା ମଧ୍ୟ ଲାଗିଛି । ତେବେ ଏହି କଟକଣାକୁ ଫୁ କରି ଉଡାଇ ଦେଇଛନ୍ତି ବରଯାତ୍ରୀ । ଏକାଠି ହୋଇ ବାଜର…

ନିରୀହ ପାରା ମାଧ୍ୟମରେ ଜାସୁସୀ କରୁଛି ପାକିସ୍ତାନ !

କଶ୍ମୀର: ଏବେ କିଛି ଦିନ ହେବ ପାକିସ୍ତାନ ଭାରତୀୟ ସୀମାରେ ଅଶାନ୍ତି ସୃଷ୍ଟି ପାଇଁ ଉଦ୍ୟମ ଜାରି ରଖିଛି । ଭାରତୀୟ ସେନା ଏହାର କଡା ଜବାବ ଦେଉଛି । ଏହି ଅବସରରେ ମଙ୍ଗଳବାର ଭାରତ-ପାକ୍ ଅନ୍ତର୍ଜାତୀୟ ସୀମ ନିକଟରେ ଥିବା ଗ୍ରାମ ମନିୟାରୀରେ ଏକ ଆହତ ପାରାକୁ ଲୋକମାନେ ଉଦ୍ଧାର କରିଥିଲେ । ପାରା…

ଆସନ୍ତାକାଲିଠୁ ଟ୍ୱିନ୍ ସିଟିରେ ଗଡିବ ‘ମୋ ବସ୍‌’, ଜାଣନ୍ତୁ କ’ଣ ରହିଛି ନିୟମ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଅର୍ଥାତ ମଙ୍ଗଳବାରଠୁ ଟ୍ୱିନସିଟିରେ ଗଡିବ ମୋ ବସ୍ । ଭୁବନେଶ୍ୱର ଓ କଟକରେ ୭ଟି ରୁଟ୍‌ରେ ଚାଲିବ ମୋ ବସ୍। ୭ଟି ରୁଟ୍‌ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରିବ। ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନ-ସିଡିଏ ରେ ବସ୍ ଚାଲିବ।…

ବଢ଼ିପାରେ ତାତି, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆହୁରି ବଢ଼ିପାରେ ତାତି । ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟରେ ବଢ଼ିପାରେ ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି । ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ବଲାଙ୍ଗୀର,…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ବିମାନର ମଝି ସିଟ୍ ଫାଙ୍କା ରଖ

ନୂଆଦିଲ୍ଲୀ: ଦୁଇ ମାସ ପରେ ଆଜିଠୁ ଆରମ୍ଭ ହୋଇଛି ବିମାନ ସେବା । ତେବେ ଏହାରି ଭିତରେ ବିମାନ ସେବାକୁ ନେଇ ଆସିଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଆଗାମୀ ୧୦ ଦିନ ପର‌୍ୟ୍ୟନ୍ତ ଏୟାର ଇଣ୍ଡିଆର ସବୁ ବିମାନ ନିଜ ପୂର୍ଣ୍ଣକ୍ଷମତାରେ ଯାତ୍ରୀ ଆଣିପାରିବେ ଓ ୧୦ ଦିନ ପରେ ମଝି ସିଟ୍ ବୁକିଂ କରିବେ…

କରୋନା ସହ ଲଢେଇ: ସାନିଟାଇଜର୍ ପ୍ରସ୍ତୁତ କଲେ ‘ସୋଆ’ ଗବେଷକ

ଭୁବନେଶ୍ୱର: କରୋନା ମହାମାରୀ ସହ ମାନବଜାତିର ଯୁଦ୍ଧ ଜାରି ରହିଥିବା ବେଳେ ଏହି ଯୁଦ୍ଧରେ ସାମିଲ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ଭାଇରସ ସହ ଲଢେଇ କରିବା ସହ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟଗତ ସୁରକ୍ଷା ଦେବା ନିମନ୍ତେ ପ୍ରସ୍ତୁତ କରିଛି ଏକ ସ୍ୱତନ୍ତ୍ର ସାନିଟାଇଜର । ସୋଆ…

ମାର୍ଚ୍ଚ ୨୧ ମାଓ ହମଲାର ଭିଡିଓ ଜାରି କଲେ ମାଓବାଦୀ

ମାଲକାନଗିରି: ମିନିପା ଜଙ୍ଗଲରେ ହୋଇଥିବା ଏନକାଉଂଟରର ଭିଡିଓ ଜାରି କଳା ମାଓବାଦୀ ସଂଗଠନ । ମାର୍ଚ୍ଚ ୨୧ ତାରିଖରେ ଛତିଶଗଡକ ସୁକମା ଜିଲ୍ଲାର ବୁର୍କାପାଲ ଥାନା ଅଂଚଳର ମିନପା ଜଙ୍ଗଲରେ ମୁହାଁ ମୁହିଁ ଯବାନ ଓ ମାଓବାଦୀ ହୋଇଥିଲେ । ଏହି ଏନକାଉଣ୍ଟର ସମୟ ସହ ତା ପରବର୍ତ୍ତୀ ସମୟର ଚିତ୍ରକୁ ନେଇ…

ମନ୍ଦିର ଭିତରେ ପୂଜକଙ୍କୁ ଭୁଜାଳିରେ ଆକ୍ରମଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋରରେ ଅଭାବନୀୟ ଘଟଣା । ମନ୍ଦିର ଭିତରେ ପୂଜକଙ୍କୁ ମରଣାନ୍ତକ ଆକ୍ରମଣ । ମନ୍ଦିର ପରିସରରେ ଜଣେ ଯୁବକ ପୂଜାରି କମଳା ପଣ୍ଡାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଜଣାପଡ଼ିଛି । ସଂପୃକ୍ତ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସର ଜିମା ଦେଇଛନ୍ତି । ଘଟଣାକୁ ନେଇ…