Latest Odisha News

BREAKING NEWS

Browsing Category

ଫିଚର

ଜାନୁଆରୀ ୧୭ରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ

ପୁରୀ: ଆସନ୍ତା ଜାନୁଆରୀ ୧୭ରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ। ଆଜି ଶ୍ରୀନଅରରେ ଏନେଇ ସରିଛି ନୀତି ସବକମିଟି ବୈଠକ। ତ୍ରିଦିବସାତ୍ମକ ପୂଜାର୍ଚ୍ଚନା ସହ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ୨୦୨୧ ନଭେମ୍ବର ୨୪ରେ ଯେଉଁଭଳି ଭାବରେ ଭବ୍ୟ ସମାରୋହରେ…

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା

ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା। ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଉପରାଜ୍ୟପାଳ ମନୋଜ ସିହ୍ନା। ଆଜି ଅପରାହ୍ନରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା।…

ମିଳିଲା ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ମୂର୍ତ୍ତି, ୨୦୨୧ ମସିହାରେ ହୋଇଥିଲା ଚୋରି

ଯାଜପୁର: ଫେରିବ ମା' କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ମୂର୍ତ୍ତି। ବଡ଼ଚଣା ଥାନା ଅଧିନ ଦର୍ପଣଠାରେ ମା' କୋଟ୍ରାକ୍ଷୀଙ୍କର ଏକ ମୂଲ୍ଯବାନ ଅଷ୍ଟଧାତୁ ମୂର୍ତ୍ତି ୨୦୨୧ ମସିହା ଜାନୁଆରୀ ମାସ ୧୧ ତାରିଖରେ ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ। ଏହି ଅଷ୍ଟଧାତୁ ମୂର୍ତ୍ତିଟି ବହୁ ପୁରାତନ ହୋଇଥିବା ବେଳେ…

ଅନ୍ ଲାଇନ୍ ବେଟିଂ ଆପ୍ ମହାଦେବଠୁ ଛତିଶଗଡ ମୁଖ୍ୟମନ୍ତ୍ରୀ ୫୦୮କୋଟି ଟଙ୍କା ପାଇଛନ୍ତି: ଇଡି

ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମହାଦେବ ବେଟିଂ ଆପର ୟୁଏଇର ପ୍ରମୋଟରଙ୍କ ଠାରୁ ୫୦୮ କୋଟି ଟଙ୍କା ପାଇଥିବା ଅଭିଯୋଗର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆଣ୍ଟି ମନି ଲଣ୍ଡରିଂ ଆଇନ ଅନୁଯାୟୀ ତଦନ୍ତ କରୁଛି ଇଡି। ଇଡି ଅଧିକାରୀମାନେ ଶୁକ୍ରବାର ଦାବି…

ଟି୨୦ ବିଶ୍ୱକପ ୨୦୨୪: ଯୋଗ୍ୟତା ହାସଲ କଲେ ନେପାଳ, ଓମାନ

କାଠମାଣ୍ଡୁ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ୨୦୨୪ ଟି୨୦ ବିଶ୍ୱକପ ପାଇଁ ନେପାଳ ଓ ଓମାନ ଯୋଗ୍ୟତା ହାସଲ କରିଛନ୍ତି । ଶୁକ୍ରବାର ପ୍ରଥମ ସେମିଫାଇନାଲରେ ନେପାଳ ୮ ୱିକେଟରେ ୟୁଏଇକୁ ଏବଂ ଦ୍ୱିତୀୟ ସେମିରେ ଓମାନ ୧୦ ୱିକେଟରେ ବାହାରିନକୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି ।…

ଭୁବନେଶ୍ବର ସ୍ଥିତ ବିଶ୍ବ ଦକ୍ଷତା କେନ୍ଦ୍ରକୁ ଜମ୍ମୁ କଶ୍ମୀର ଉପରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି। ସେ ବିଭିନ୍ନ ଅତ୍ୟାଧୁନିକ ଗବେଷଣାଗାରର ଅନୁସନ୍ଧାନକୁ ବୁଲି ଦେଖିବା ସହ ଭୁବନେଶ୍ୱରରେ ଅବସ୍ଥିତ ଦେଶର ଏହି ପ୍ରମୁଖ…

ଓଡ଼ିଶା ଦୁଇ ଭାଗ ହେବା ପ୍ରସଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ: ନରସିଂହ ମିଶ୍ର

ଭୁବନେଶ୍ୱର: ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କ ବୟକଟ୍ ପ୍ରସଙ୍ଗକୁ ନେଇ ଶୁକ୍ରବାର ଦିନ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଶା ଦୁଇ ଭାଗ ହେଲେ ଦାୟୀ ରହିବେ ବୋଲି ସେ କହିଛନ୍ତି। ନରସିଂହ ମିଶ୍ର କହିଛନ୍ତି ଯେ, ବିଜେଡି…

ନେଦରଲାଣ୍ଡକୁ ୭ ୱିକେଟରେ ହରାଇଲା ଆଫଗାନିସ୍ତାନ

ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଆଫଗାନିସ୍ତାନ ୭ ୱିକେଟରେ ନେଦରଲାଣ୍ଡକୁ ପରାସ୍ତ କରିଛି । ଏଥିସହ ଆଫଗାନିସ୍ତାନ ୭ ମ୍ୟାଚରୁ ୮ ପଂଏଟ ହାସଲ କରି ୫ମ ସ୍ଥାନକୁ ଉନ୍ନୀତ ହୋଇ ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ୧୮୦ ରନର ବିଜୟ ଲକ୍ଷ୍ୟକୁ ୩୧.୩ ଓଭରରେ ୩ ୱିକେଟ ହରାଇ…

ବିଜେପିର ହିନ୍ଦୁତ୍ୱକୁ ଛତିଶଗଡରେ କଂଗ୍ରେସ କରିଛି ହାଇଜାକ!

ଭୁବନେଶ୍ୱର: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରମୁଖ ଦଳଗୁଡିକ ଜୋରଦାର ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଛତିଶଗଡ଼ରେ ପ୍ରଚାର କରିଥିବା ବେଳେ ବିଜେପିର ଅନ୍ୟ ହେଭିୱେଟ ମାନେ ମଧ୍ୟ ପ୍ରଚାର କରୁଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ପଣ୍ଡରିୟା…