Latest Odisha News

BREAKING NEWS

Browsing Category

ଫିଚର

୨୫ରୁ ଉଡିବ ଘରୋଇ ବିମାନ, ଏସ୍‌ଓପି ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଘରୋଇ ବିମାନ ଚଳାଚଳ ପାଇଁ ଜାରି ହେଲା ଏସଓପି । ଆସନ୍ତା ୨୫ ତାରିଖରୁ ଘରୋଇ ବିମାନ ସେବା ଆରମ୍ଭ ହେବ । କରୋନା ପରିପ୍ରେକ୍ଷିରେ ଘରୋଇ ବିମାନ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି । ବିମାନବନ୍ଦରରୁ ଗନ୍ତବ୍ୟ ସ୍ଥଳକୁ ଯିବାକୁ ବ୍ୟବସ୍ଥା…

ଜୁନ୍‌୧ରୁ ଗଡିବ ୨ଶହ ଟ୍ରେନ୍‌, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଜୁନ ୧ରୁ ପୁଣି ଥରେ ଭାରତୀୟ ରେଳବାଇର ୨୦୦ଟି ଯାତ୍ରୀବାହୀ ରେଳ ସେବା ଆରମ୍ଭ ହେବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟର ସହିତ ପରାମର୍ଶ କରି ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ମେ ୨୧ ସକାଳ ୧୦ଟାରୁ ଟିକେଟ ବୁକିଂ ଆରମ୍ଭ…

୨୬ରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା

ଭୁବନେଶ୍ୱର: ଆସନ୍ତା ୨୬ରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । କରୋନା ସତର୍କତା ସହ ଖାତାଦେଖା ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ମୂଲ୍ୟାୟନ କେନ୍ଦ୍ରରେ ସାମାଜିକ ଦୂରତା ଉପରେ ଧ୍ୟନ ଦିଆଯିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ସରକାର ।…

କ୍ୟାପିଟାଲ ହସ୍ପିଟାଲରେ ‘who’ର ଟିମ୍‌

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ‘ହୁ’ ଟିମ୍ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ କ୍ୟାପିଟାଲ ହସ୍ପିଟାଲ ଆସି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ରାଜ୍ୟ ସରକାରଙ୍କ ଏକ ଟିମ୍ ଉପସ୍ଥିତ ଥିଲେ। ଏହି ଭିତ୍ତିରେ ଡବ୍ଲୁଏଚ୍‌ଓର ଟିମ୍ ଲିଡର ଡ. ନିହାର ରାୟ ଓ…

ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ମୁକାବିଲା ନେଇ ଓଡ଼ିଶାକୁ ମୋଦୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ଅମ୍ଫାନର ମୁକାବିଲା ନେଇ ଓଡିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଟୁଇଟ୍ କରି ବାତ୍ୟା ମୁକାବିଲା ନେଇ ଓଡିଶା ସରକାରଙ୍କ କାମକୁ ପ୍ରଶଂସା କରିଛନ୍ତି ମୋଦି। My thoughts are with the people of Odisha as the state…

ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ: ମନ୍ତ୍ରୀ

ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ । କଟକ ବୋର୍ଡ କାର‌୍ୟ୍ୟାଳୟରେ ବସିଥିବା ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି । ଖାତାଦେଖା ନେଇ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ଚଳିତ ବର୍ଷ କରୋନା ପାଇଁ…

ରାଜୀବ ଗାନ୍ଧୀଙ୍କର ଆଜି ହେଉଛି ପୁଣ୍ୟତିଥି, ଜାଣନ୍ତୁ ତାଙ୍କ ଜୀବନୀ ସମ୍ପର୍କରେ…

ଭୁବନେଶ୍ୱର: ଦେଶର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିବା ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କର ଆଜି ହେଉଛି ୨୯ତମ ପୁଣ୍ୟ ତିଥି। ୧୯୪୪ ମସିହା ଅଗଷ୍ଟ ୨୦ ତାରିଖ ଦିନ ବମ୍ବେଠାରେ ସେ ଜନ୍ମଗ୍ରହଣ କରିଥିଲେ। ଯିଏକି କେମ୍ବ୍ରିଜରେ ଅଧ୍ୟୟନ ସମୟରେ ସୋନିଆ ମାଇନୋ ନାମ୍ନୀ…

କମ୍ ସେବାୟତରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା

ପୁରୀ: କମ ସେବାୟତରେ ହେବ ସ୍ନାନପୂର୍ଣ୍ଣିମା । କେତେ କମ ସଂଖ୍ୟାରେ ସେବାୟତ ସ୍ନାନପୂର୍ଣ୍ଣିମା ନୀତି କରିପାରିବେ ସେ ନେଇ ଆସନ୍ତା ୨୫ ତାରିଖ ସୁଦ୍ଧା ଜଣାଇବେ । ସ୍ନାନ ଯାତ୍ରା ନୀତିରେ କେଉଁ ନିଯୋଗ ରୁ କେତେଜଣ ରହିବେ ସେନେଇ ତାଲିକା ରେ ସ୍ପଷ୍ଟ ଉଲ୍ଳେଖ କରିବ ନିଯୋଗ। ତାଲିକା ଅନୁସାରେ…

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦ ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶା ପାଇଁ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦ କରୋନା ଆକ୍ରାନ୍ତ । ଏନେଇ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । Another 50 #COVID19 patients have recovered and are being discharged. 22 are from Ganjam 15…

ବାତ୍ୟା ଅମ୍ଫନ ପ୍ରଭାବରେ ରାଜ୍ୟର ୩୦ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ପ୍ରଭାବିତ

ଭୁବନେଶ୍ୱର: ଗତ ବୁଧବାର ଦିନ ବାତ୍ୟା ଅମ୍ଫନ୍ ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ରାଜ୍ୟର ପ୍ରାୟ ୩୦ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ଶକ୍ତି ବିଭାଗର ରିପୋର୍ଟ ଅନୁଯାୟୀ, ବିଦ୍ୟୁତ୍ ବିତରଣ କମ୍ପାନୀ କେନ୍ଦ୍ରୀୟ ବିଦ୍ୟୁତ୍…