Latest Odisha News

BREAKING NEWS

Browsing Category

ଫିଚର

ଆମେରିକାରେ ନୂଆ ଗ୍ରୀନ୍‌କାର୍ଡ ଆବେଦନ ପାଇଁ ସୁପାରିସ, ଉପକୃତ ହେବେ ହଜାର ହଜାର ଭାରତୀୟ

ନୂଆଦିଲ୍ଲୀ: ହ୍ବାଇଟ୍‌ ହାଉସ କମିଶନ ଗ୍ରୀନକାର୍ଡ ଆବେଦନ ପ୍ରକ୍ରିୟାର ପ୍ରାରମ୍ଭିକ ପର୍ଯ୍ୟାୟରେ ନିଯୁକ୍ତି ପ୍ରାଧିକରଣ ଡକ୍ୟୁମେଣ୍ଟକୁ ସୁପାରିସ କରିଛନ୍ତି। ହ୍ୱାଇଟ ହାଉସ୍ କମିଶନ ଫର୍ ଏସୀୟ ଆମେରିକୀୟ, ନେଟିଭ ହାୱାଇୟନ ଆଣ୍ଡ ପେସିଫିକ୍ ଆଇଲ୍ୟାଣ୍ଡର (ଏଏଏନଏଚପିଆଇ) ଏହା ଉପରେ ଏକ…

ବିଜେପିର ‘ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ: ୧୩, ୧୨୮ଟି ଗାଁରୁ ସଂଗ୍ରହ ହୋଇଛି ମାଟି , ଆସନ୍ତାକାଲି ଯିବ ଦିଲ୍ଲୀ

ଭୁବନେଶ୍ବର : ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମକୁ ନେଇ ବିଜେପି ପକ୍ଷରୁ ପ୍ରେସମିଟ୍  ଅନୁଷ୍ଠିତ ହୋଇଛି  । ଏ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଅଗଷ୍ଟ ୯ ତାରିଖରୁ ଓଡିଶାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସ୍ବାଧୀନତାର ଅମୃତ ମହୋତ୍ସବର ଶେଷ…

ଖୁସି ନୁହେଁ ବରଂ ଚିନ୍ତାରେ ପକାଇଛି ବିଶ୍ୱ ରେକର୍ଡ, ଏହି ଦେଶରେ ୩ ମାସ ହେବ ଜନ୍ମ ହୋଇ ନାହିଁନ୍ତି କୌଣସି ଶିଶୁ

ରୋମ: ଆମ ଦୁନିଆ ଦୃତ ଗତିରେ ବାର୍ଦ୍ଧକ୍ୟ ଆଡ଼କୁ ପ୍ରବେଶ କରୁଛି। ଚୀନ୍ ଏବଂ ଜାପାନ ପରି ଦେଶ ଏହାର ବଡ଼ ଉଦାହରଣ। ବର୍ତ୍ତମାନ ଇଟାଲୀ ମଧ୍ୟ ଏହି ତାଲିକାରେ ଯୋଗ ଦେବାକୁ ଯାଉଛି। ଏହାର ସବୁଠାରୁ ବଡ କାରଣ ହେଉଛି ସେଠାରେ ପିଲାଙ୍କ ଜନ୍ମ ବହୁତ କମ ହେଉଛି। ଖବର ଅନୁଯାୟୀ, ଗତ ତିନି ମାସ ଧରି…

ପ୍ରଧାନମନ୍ତ୍ରୀଙ୍କ ଉପହାର, ସ୍ମୃତି ଫଳକର ଇ-ନିଲାମ : ଶ୍ରୀଜଗନ୍ନଥଙ୍କ ପଟ୍ଟଚିତ୍ରର ସର୍ବନିମ୍ନ ମୂଲ୍ୟ ୮୬ ହଜାରରୁ…

ନୂଆଦିଲ୍ଲୀ: ନିଲାମ ହେଲା ଶ୍ରୀ ଜଗନ୍ନାଥଙ୍କ ପଟ୍ଟଚିତ୍ର । ତା ପୁଣି ୮୭ ହଜାର ୪୦୦ ଟଙ୍କାରେ। ଜଗନ୍ନାଥଙ୍କ ପଟ୍ଟଚିତ୍ରର ସର୍ବନିମ୍ନ ମୂଲ୍ୟ ୮୬,୪୦୦ ଟଙ୍କାରେ ନିଲାମ ହୋଇଛି । ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ଏବଂ ସ୍ମୃତି ଫଳକଗୁଡିକର ଇ ନିଲାମ ହେଉଛି । ଏହାକୁ କିଣିବା ପାଇଁ…

ଆଜିଠୁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ, ବଢିଛି ଭୋଟର ସଂଖ୍ୟା : ସିଇଓ

ଭୁବନେଶ୍ବର : ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଏ ନେଇ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ  । ୨୦୨୩ ଡ଼ିସେମ୍ବର ୯ ଯାଏଁ ଭୋଟରମାନେ ଆବେଦନ…

ଶିକ୍ଷକଙ୍କ ତାଲିବାନୀ ସଜା: ଯୁବକଙ୍କୁ ବନେଟ ଉପରେ ଝୁଲାଇ ୧୦ କିମି ବୁଲାଇଲେ

ଅମୃତସର:ପଞ୍ଜାବର ସୁଲତାନପୁର ଲୋଧିରୁ ଆସିଛି ହୃଦୟ ବିଦାରକ ଘଟଣା । ଏଠାରେ ଜଣେ ଶିକ୍ଷକ ଯୁବକଙ୍କୁ ଗାଡିରେ ଧକ୍କା ଦେଲେ ।ଏହା ପରେ ଯୁବକଙ୍କୁ ଗାଡିର ବନେଟ ଉପରେ ଝୁଲାଇ ପ୍ରାୟ ୧୦ କିମି ବୁଲାଇଲେ । ପୀଡିତ ଯୁବକଙ୍କ କହିବା ଅନୁଯାୟୀ ସେ ଲୋଧିର ଏକ ଘରୋଇ ଏକାଡେମୀରେ ଆଇଲେଟ୍ସ…

ଦିନକ ପରେ ଆରମ୍ଭ ହେବ ଧର୍ମ ମାସ କାର୍ତ୍ତିକ: ଆଜି ଆମିଷ ବଜାରରେ ପ୍ରବଳ ଗହଳି

ଭୁବନେଶ୍ବର : ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଧର୍ମ ମାସ କାର୍ତ୍ତିକ  । ମାସେ ଧରି ଆମିଷ ଛାଡିବେ ଲୋକ  । ଆସନ୍ତାକାଲି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଲୋକ ଆମିଷ ଖାଇବେନାହିଁ । ତେଣୁ କହିବାକୁ ଗଲେ ଆଜି ହେଉଛି ଶେଷ ଆମିଷ ବାରି । ଏଥିଲାଗି ଆଜି ଆମିଷ ମାର୍କେଟ୍ ରେ ପ୍ରବଳ ଗହଳି ଦେଖିବାକୁ…

କିଏ ଏହି ୮ ନୌସେନା ଅଧିକାରୀ ? କାହିଁକି ମୃତ୍ୟୁ ଦଣ୍ଡାଦେଶ ଦେଲା କତାର ?

ନୂଆଦିଲ୍ଲୀ: ଭାରତର ୮ ପୂର୍ବତନ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛି କତାର । କତାରର ଏପରି ଦଣ୍ଡାଦେଶରେ ଭାରତ ସ୍ତବ୍ଧ । ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଆଇନ ଅନୁସାରେ ସେମାନେ କିପରି ମୁକୁଳିବେ ସେ ନେଇ ଆମେ ଉଦ୍ୟମ ଆରମ୍ଭ ହୋଇଛି । ତେବେ ସବୁଠାରୁ ବଡ କଥା ଭାରତ କିମ୍ବା କତାର…

ଭିନ୍ନ ପ୍ରକାରର ଗଣେଶ ମନ୍ଦିର , ଯେଉଁଠି ଓଲଟା ସ୍ବସ୍ତିକ କଲେ ପୂର୍ଣ୍ଣ ହୁଏ ମନସ୍କାମନା…

ନୂଆଦିଲ୍ଲୀ : ବିବିଧତାର ଦେଶ ଭାରତ । ଏଠାରେ ବାର ମାସ ରେ ତେର ପର୍ବ ପାଳିତ ହୁଏ  । ଭାରତରେ ଏପରି ଅନେକ ମନ୍ଦିର ରହିଛି , ଯାହା ପଛରେ  ବିଭିନ୍ନ ଚମତ୍କାର ଭରା କାହାଣୀ ରହିଛି। ଆଜି ଆମେ ଆପଣଙ୍କୁ ଭାରତରେ ରହିଥିବା ସେହିପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ  । ହଁ ଆଜ୍ଞା…