Latest Odisha News

BREAKING NEWS

Browsing Category

ଫିଚର

ପରଲୋକରେ ବରିଷ୍ଠ ସାମ୍ବାଦିକ ଶରତ ମିଶ୍ର

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଶରତ ମିଶ୍ରଙ୍କ ପରଲୋକ । ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଭୁବନେଶ୍ବର ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ, (ଏମ୍‌ସ)ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିବା ଜଣାପଡିଛି । ଖବର ଅନୁଯାୟୀ, ଶ୍ରୀ ମିଶ୍ର ଦୈନିକ ‘ସମାଜ’ର…

ରାଜ୍ୟରେ ୨୧ କୋଟି ଟଙ୍କାର ଏକ ଖଣି କମ୍ପାନୀର ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ବେଆଇନ ଅର୍ଥ କାରବାର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ଖଣି କମ୍ପାନୀର ୨୧ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିଛି। ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲିମିଟେଡର ୧୮ଟି ସମ୍ପତ୍ତିକୁ ଜବତ କରିଛି ଇଡି। ଏଥିରେ ବଡ଼ବିଲରେ ୭ଟି ପ୍ଲଟ୍, ଖୋର୍ଦ୍ଧାରେ ୬ଟି ପ୍ଲଟ୍,…

ନିର୍ବାଚନୀ ଚାନ୍ଦା: ନିର୍ବାଚନ କମିଶନଙ୍କଠୁ ଦାନର ସବିଶେଷ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ସ୍କିମ ବା ନିର୍ବାଚନୀ ଚାନ୍ଦାର ବୈଧତାକୁ ଚାଲେଞ୍ଜ କରି ଦାଖଲ ହୋଇଥିବା ପିଟିସନ ଉପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ୨୦୧୭-୧୮ରୁ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ଦାନ ସଂକ୍ରାନ୍ତ ସମସ୍ତ ତଥ୍ୟ ପ୍ରଦାନ କରିବାକୁ…

କ୍ୟାନ୍ସରକୁ ହରାଇଲେ ପୂର୍ବତନ କ୍ରିକେଟର ନଭୋଜତ ସିଂ ସିଦ୍ଧୁଙ୍କ ପତ୍ନୀ

ଚଣ୍ଡୀଗଡ: ଶେଷରେ କ୍ୟାନ୍ସରକୁ ହରାଇବାରେ ସଫଳ ହୋଇଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନଭୋଜତ ସିଂ ସିଦ୍ଧୁଙ୍କ ପତ୍ନୀ ନଭୋଜତ କୌର । ସେ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ବାର୍ତା ସହ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ମୁଁ ଏବେ କ୍ୟାନ୍ସରରୁ ମୁକ୍ତ । ପିଇଟି…

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସିଏସ୍ ସିଂହଙ୍କ ନାମ ସୁପାରିସ କଲା କଲେଜିୟମ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କ ନାମ ସୁପାରିସ କରାଯାଇଛି। ଜଷ୍ଟିସ ସିଂହ ଏବେ ପାଟନା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ସର୍ବୋଚ୍ଚ ଅଦାଲତର ଓ୍ବେବସାଇଟର ପ୍ରକାଶିତ ତଥ୍ୟରୁ ଏହି ସୂଚନା ମିଳିଛି। ଯେଉଁଥିରେ…

ରାଜଧାନୀରେ ଦୁର୍ଘଟଣା: ଦୁଇ ଗୁରୁତର, ରେଞ୍ଜରୋଭର ମାଲିକକୁ ସୁରକ୍ଷା ଦେଉଛି ପୋଲିସ?

ଭୁବନେଶ୍ୱର: ରାଜଧାନୀରେ ଥିବା ପାଓ୍ବାର ହାଉସ ଛକରେ ରେଞ୍ଜରୋଭର ଗାଡି ଘଟଇଥିବା ଦୁର୍ଘଟଣା ଏବେ ଚର୍ଚ୍ଚାରେ ରହିଛି। କାରଣ କାରଟି ଏତେ ଜୋର ଧକ୍କା ଦେଇଛି ଦୁଇ ଜଣ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ଅନ୍ୟପଟେ କାରର ମାଲିକାନାକୁ ନେଇ ପ୍ରଶ୍ନ ଉଠିଛି। ଦୁର୍ଘଟଣା ବେଳେ କାରର ନମ୍ବର ଯାହା…

ସୁପ୍ରିମକୋର୍ଟ ବିଚାରପତିଙ୍କ କହିଲେ ମୋତେ ମାଇ ଲର୍ଡ କହିବା ବନ୍ଦ କର, ନ ହେଲେ ଅଧା ଦରମା ଦେଇଦେବି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଏକ କେସ ଶୁଣାଣୀ ଅବସରରେ ମଜାଦାର ଘଟଣା ଘଟିଛି । ଜଣେ ଓକିଲ ବାରମ୍ବାର ବିଚାରପତିଙ୍କୁ ମାଇ ଲର୍ଡ, ୟୋର ଲର୍ଡଶିପ କହିବାରୁ ବିଚାରପତି ଜଣଙ୍କ ଅସନ୍ତୁଷ୍ଟ ହୋଇ ପଡିଥିଲେ । ସେ ମଜାକିଆ ଢ଼ଙ୍ଗରେ କହିଥିଲେ ତୁମେ ବାରମ୍ବାର ମୋତେ ଏ ଭଳି ସମ୍ବୋନ୍ଧନ କଲେ ମୁଁ ଅଧା…

ଟିମ୍ ଇଣ୍ଡିଆର ପୁରୁଖା ବୋଲରଙ୍କ ରେକର୍ଡ ଭାଙ୍ଗି ମହମ୍ମଦ ସାମି ରଚିଲେ ଇତିହାସ

ମୁମ୍ବାଇ: ଟିମ୍ ଇଣ୍ଡିଆର ରାଇଜିଂ ଷ୍ଟାର ବୋଲର ଦ୍ରୁତ ବୋଲର ମହମ୍ମଦ ସାମି ଦିନିକିଆ ବିଶ୍ୱକପରେ ତିନୋଟି ମ୍ୟାଚ୍ ଖେଳି ଇତିହାସ ସୃଷ୍ଟି କରିଛନ୍ତି। ସେ ଗୁରୁବାର ଦିନ ଶ୍ରୀଲଙ୍କା ବିପକ୍ଷରେ ପାଞ୍ଚଟି ୱିକେଟ୍ ନେଇ ଏକ ବଡ଼ ପ୍ରଦର୍ଶନ କରିଛନ୍ତି। ସେ ଏକଦିବସୀୟ ବିଶ୍ୱକପ୍‌ରେ ଭାରତ ପାଇଁ…

ବିଶ୍ୱକପର ବୃହତ ବିଜୟ ସହ ସେମିରେ ଭାରତ

ମୁମ୍ବାଇ: ଭାରତ ବିଶ୍ୱକପରେ ଶ୍ରୀଲଙ୍କାକୁ ବୃହତ ବ୍ୟବଧାନରେ ହରାଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଭାରତ ୩୦୨ ରନରେ ଶ୍ରୀଲଙ୍କାକୁ ହରାଇଥିଲା । ଏହା ପୂର୍ବରୁ ୨୦୦୭ରେ ବରମୁଡାକୁ ଭାରତ ୨୫୭ ରନରେ ହରାଇଥିଲା । ନଭେମ୍ବର ୨ରେ ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା…

ଫେବୃୟାରୀ ୧୧ରେ ହେବ ପାକିସ୍ତାନରେ ସାଧାରଣ ନିର୍ବାଚନ

କରାଚୀ: ପାକିସ୍ତାନ ନିର୍ବାଚନ ଆୟୋଗ ଆଗାମୀ ଫେବୃୟାରୀ ୧୧ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଓକିଲ ପାକିସ୍ତାନର ସୁପ୍ରିମକୋର୍ଟଙ୍କୁ ଏହି ସମ୍ପର୍କରେ କହିଛନ୍ତି । ଜାନୁୟାରୀ ଶେଷ ସପ୍ତାହରେ ଏହା ହେବ ବୋଲି ସ୍ଥିର ହୋଇଥିଲେ ମଧ୍ୟ…