Latest Odisha News

BREAKING NEWS

Browsing Category

ଫିଚର

ତାମିଲନାଡୁରେ ଓଡ଼ିଆ କର୍ମଚାରୀଙ୍କୁ ନିର୍ଯ୍ୟାତନା; ଖାଦ୍ୟ ମାଗିବାରୁ ଆକ୍ରମଣ !

ତିରୁପୁର: ତାମିଲନାଡୁର ତିରୁପୁର ଜିଲ୍ଲା ଅନ୍ତର୍ଗତ ଉଥୁକୁଲିରେ ଥିବା ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା କିଛି ପ୍ରବାସୀ ଓଡ଼ିଆ ନିର୍ଯାତନାର ଶିକାର ହୋଇଛନ୍ତି । ଏହି ଲକ୍‌ଡ଼ାଉନ୍ ସମୟରେ ଓଡ଼ିଶାରୁ ଯାଇଥିବା ଏହି କର୍ମଚାରୀମାନେ କଠିନ ପରିଶ୍ରମ କରୁଥିବା ବେଳେ ସେମାନଙ୍କୁ ଠିକ୍ ଭାବେ…

ରଥଖଳା ସାନିଟାଇଜ ହୋଇ ଆରମ୍ଭ ହେଲା ନିର୍ମାଣ କାର୍ଯ୍ୟ

ପୁରୀ: ଆରମ୍ଭ ହେଲା ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ। ରଥ ଖଳାରୁ ଶୁଭିଲା ଭୋଇ ସେବକ ଓ ବିଶ୍ଵକର୍ମା ମହାରଣାଙ୍କ ନିହାଣ ମୁନର ଶବ୍ଦ। ସାଧାରଣତ ଅକ୍ଷୟ ତୃତୀୟା ଦିନଠୁ ଆରମ୍ଭ ହୋଇଥାଏ ରଥ ନିର୍ମାଣ। କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ପାଇଁ ରଥ କାର୍ଯ୍ୟ…

୭ ଦିନ, ୭ ଜିଲ୍ଲାରେ ୬୫ ସୁରତ ଫେରନ୍ତା ପଜିଟିଭ୍

ଭୁବନେଶ୍ୱର : ପଶ୍ଚିମଂବଙ୍ଗ ପରେ ଚିନ୍ତା ବଢାଇଲେଣି ସୁରତ ଫେରନ୍ତା । ପ୍ରତିଦିନ ସାମ୍ନାକୁ ଆସୁଛି ପଜିଟିଭ୍ କେସ୍ । କେତେବେଳେ ୭ ତ କେତେବେଳେ ୧୭ । ସୁରତ ଫେରନ୍ତାଙ୍କ ସଂଖ୍ୟା ଉପରମୁହାଁ । ସାତ ଦିନରେ ରାଜ୍ୟର ତିନିଟି ଜୋନରୁ ୬୫ ସୁରତ ଫେରନ୍ତା କରୋନା ସଂକ୍ରମିତ ହୋଇଛନ୍ତି ।…

ଜାଣନ୍ତୁ, ‘କନ୍ୟାକୁମାରୀ’ ନାମକରଣ ହେବା ପଛରେ କ’ଣ ରହିଛି ରହସ୍ୟ !

ଭୁବନେଶ୍ୱର: ଭାରତୀୟ ସାହିତ୍ୟରେ ଅନେକ ପୌରାଣିକ କଥାବସ୍ତୁ ରହିଛି, ଯାହାକି ସମଗ୍ର ବିଶ୍ୱରେ ଏହା ଆଦୃତି ଲାଭ କରିପାରିଛି । ରାମାୟଣ ଓ ମହାଭାରତ ବ୍ୟତୀତ ଆହୁରି ଅନେକ ପୌରାଣିକ ଗ୍ରନ୍ଥ ଭାରତୀୟ ସାହିତ୍ୟକୁ ଋଦ୍ଧିମନ୍ତ କରିପାରିଛି । ଭଗବାନ ଶିବଙ୍କ ଉପରେ ଅନେକ କଥାବସ୍ତୁ ଶିବ ପୁରାଣରେ…

ଗଞ୍ଜାମରେ ଦ୍ବିତୀୟ ସର୍ବାଧିକ କରୋନା ସକ୍ରିୟ ମାମଲା

ବ୍ରହ୍ମପୁର: ୧୯ ସୁରଟ ଫେରନ୍ତା ବ୍ୟକ୍ତିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିବା ପରେ ଓଡ଼ିଶାରେ ଦ୍ବିତୀୟ ସର୍ବାଧିକ କରୋନା ସକ୍ରିୟ ମାମଲା ଗଞ୍ଜାମରେ ରେକର୍ଡ ହୋଇଛି। ପ୍ରଥମ ସ୍ଥାନରେ ଯାଜପୁର (୫୪) ରହିଛି। ସୂଚନାଯୋଗ୍ୟ, ପ୍ରାୟ ୫୦ ଦିନଧରି ଏହି ଜିଲ୍ଲା ଗ୍ରୀନ୍ ଜୋନରେ ରହିବା…

ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୨୪୫, ତିନିଟି ଜିଲ୍ଲାରେ କେବଳ ୧୫୨

ଭୁବନେଶ୍ୱର : ରାଜ୍ୟରେ କାୟା ବୃଦ୍ଧି କରୁଛି କରୋନା । ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨୪୫ ଛୁଇଁଛି । କେବଳ ତିନିଟି ଜିଲ୍ଲାରେ ଏହି ସଂଖ୍ୟା ୧୫୨ ରହିଛି । ଏଗୁଡିକ ମଧ୍ୟରେ ଯାଜପୁରରେ ସଂଖ୍ୟା ୫୫, ଖୋର୍ଦ୍ଧାରେ ୫୦ ହୋଇଯାଇଥିବା ବେଳେ ଗଂଜାମ ଖୁବ୍ ଶୀଘ୍ର ୫୦…

ଅଗଷ୍ଟ ୨୩ରେ ଜେଇଇ ଆଡଭାନ୍ସ ପରୀକ୍ଷା

ନୂଆଦିଲ୍ଲୀ: ଆଇଆଇଟିରେ ଆଡମିଶନ ପାଇଁ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ- ମେ ୧୭ ବଦଳରେ ଆସନ୍ତା ଅଗଷ୍ଟ ୨୩ ତାରିଖରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ (ଏଚଆରଡି)ମନ୍ତ୍ରୀ ରମେଶ ପୋଖରିଆଲ ଘୋଷଣା କରିଛନ୍ତି। ନିକଟ ଅତୀତରେ ଏଚଆରଡି ମନ୍ତ୍ରଣାଳୟ…

ଆମେରିକାରେ ୭୫ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୭୫,୫୪୩ରୁ ଅଧିକ ଟପିଲାଣି । ଏହାବ୍ୟତିତ ୨ ଲକ୍ଷରୁ ଅଧିକ ରୋଗୀ ସୁସ୍ଥ ହୋଇଥିବା ବେଳେ ୧୨ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା…

ଆଜି ଚିହ୍ନଟ ସମସ୍ତ ୨୬ ପଜିଟିଭ ସୁରତ ଫେରନ୍ତା: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୬ ଜଣ କରୋନା ପଜିଟିଭ । ଆଜି ପଜିତିଭ ଚିହ୍ନଟ ସମସ୍ତ ବ୍ୟକ୍ତି ସୁରତ ଫେରନ୍ତା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । 1st Health Update, 8th May. 19 Cases in Ganjam All…

ଭାରତରେ ୧୮ ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…