Latest Odisha News

BREAKING NEWS

Browsing Category

ଫିଚର

ଦକ୍ଷିଣ କୋରିଆରେ ଆରମ୍ଭ ହେଲା କେ-ଲିଗ୍ ଫୁଟବଲ

ସିଓଲ: ଦକ୍ଷିଣ କୋରିଆ କରୋନା ଭାଇରାସକୁ ନିୟନ୍ତ୍ରଣରେ ରଖିବାରେ କିଛି ମାତ୍ରାରେ ସଫଳ ହୋଇଛି । ସେଠାରେ ଧିରେ ଧିରେ ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଶୁକ୍ରବାର ସ୍ଥାନୀୟ ସରକାର ଲୋକପ୍ରିୟ କେ-ଲିଗ୍ ଫୁଟବଲ ଟୁର୍ଣ୍ଣାମେଂଟକୁ ଆୟୋଜନ କରିବାକୁ ଅନୁମତି ଦେଇଛନ୍ତି । ତେବେ ଦର୍ଶକଙ୍କୁ…

କରୋନା ପଜିଟିଭଙ୍କ ସଂଖ୍ୟାରେ ଗଂଜାମ ଜିଲ୍ଲାର ରେକର୍ଡ, ପୁଣି ଚିହ୍ନଟ ହେଲେ ୨୪

ଭୁବନେଶ୍ୱର : ଗଂଜାମ ଜିଲ୍ଲାରେ ହୁ ହୁ ହୋଇ ବଢି ଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା । ଅପରାହ୍ନରେ ଜିଲ୍ଲାର ଆଉ ୨୪ ଜଣଙ୍କ ସ୍ୱାବ ନମୁନା ପଜିଟିଭ୍ ଆସିଛି । ମୋଟ ୨୫ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୭୦ ରେ ପହଞ୍ଚିଛି । ଗଂଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ…

ଅଣ୍ଡରୱାଲ୍ଡ ଡନ ଅରୁଣ ଗୱାଲିଙ୍କ ଝିଅକୁ ବିବାହ କଲେ ମରାଠି ଅଭିନେତା

ମୁମ୍ବାଇ: ଲକଡାଉନ ନିୟମ ଭିତରେ ଅଣ୍ଡରୱାର୍ଲ୍ଡର ପୂର୍ବତନ ଡନ ଅରୁଣ ଗୱାଲିଙ୍କ ଝିଅ ଯୋଗିତା ଗୱାଲି ଓ ମରାଠି ଅଭିନେତା ଅକ୍ଷୟ ବାଘମାରେଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି । ଦଗଡି ଚଲ ଅଂଚଳରେ ଆୟୋଜିତ ଏହି ବିବାହ ଉତ୍ସବରେ ଉଭୟ ପରିବାରର ୫ଜଣ ଲେଖାଏଁ ସଦସ୍ୟ ଯୋଗ ଦେଇଥିଲେ । ପତି, ପତ୍ନୀ…

ପଂଜାବରେ ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟକୁ ଖରାରୁ ବଂଚାଇବା ପାଇଁ ଲୋକେ ପଗଡି ଖୋଲିଦେଲେ

ଚଣ୍ଡୀଗଡ: ପଂଜାବର ନଂବାସହରରେ ଏକ ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସହରରୁ ୫ କିଲୋମିଟର ଦୂରରେ ବିମାନ ଖସିବା ଦେଖିବା ମାତ୍ରେ ଚାଷ କରୁଥିବା କେତେକ କୃଷକ ସେଠାକୁ ଦୌଡି ଆସିଥିଲେ । ଯନ୍ତ୍ରଣାରେ ଛଟପଟ ହେଉଥିବା ପାଇଲଟକୁ ସେମାନେ ସହଯୋଗ କରିବା ସହ ଖରାରୁ ବଂଚାଇବା ପାଇଁ ପଗଡି ଖୋଲି…

ଗଞ୍ଜାମରେ କ୍ୱାରେଣ୍ଟାଇନ ସେଣ୍ଟରରେ ସୁରତ ଫେରନ୍ତାଙ୍କ ମୃତ୍ୟୁ

ପୋଲସରା : ଗଂଜାମ ଜିଲ୍ଲା ପୋଲସରା ବ୍ଲକର ଢ଼ୁଙ୍କାପଡ଼ା କ୍ୱାରେଣ୍ଟାଇନ ସେଣ୍ଟରରେ ଅଘଟଣ । ଏହି ସେଣ୍ଟରରେ ଜଣେ ସୁରତ ଫେରନ୍ତାଙ୍କ ଆଜି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତ୍ୟୁର କାରଣ ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ମୃତକ ଦୁଇ ଦିନ ତଳେ ସୁରତରୁ ଟ୍ରେନରେ ଓଡିଶା ଫେରିଥିଲେ । ଘଟଣା…

ଜିଓ ପ୍ଲାଟଫର୍ମସ୍‌ରେ ୧୧,୩୬୭ କୋଟି ଟଙ୍କା ନିବେଶ କରିବ ଭିଷ୍ଟା ଇକ୍ୱିଟି ପାର୍ଟନର୍ସ

ଭୁବନେଶ୍ୱର / ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଆଜି ଏକ ମହତ୍ୱପୂର୍ଣ୍ଣ ଘୋଷଣା କ୍ରମରେ ବିଶ୍ୱର ପ୍ରମୁଖ ଘରୋଇ ଇକ୍ୱିଟି ସଂସ୍ଥା ଭିଷ୍ଟା ଇକ୍ୱିଟି ପାର୍ଟନର୍ସ (ଭିଷ୍ଟା) ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୧୧,୩୬୭ କୋଟି…

ରଥ ନିର୍ମାଣ ପାଇଁ ଆନୁଷ୍ଠାନିକ ଅନୁମତି ପତ୍ର ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରଥ ନିର୍ମାଣ ନେଇ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସର୍ତ୍ତମୂଳକ ସବୁଜ ସଙ୍କେତ ମିଳିବା ପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଆନୁଷ୍ଠାନିକ ଅନୁମତି ପତ୍ର ପ୍ରଦାନ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଖଳାରେ ରଥ ନିର୍ମାଣ କାମ…

ଅହେତୁକ ଅହଂକାର…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ସମ୍ପ୍ରତି ପୃଥିବୀରେ ପାଖାପାଖି ଆଠଶହ କୋଟି ମଣିଷର ଅହେତୁକ ଗର୍ବ ଅହଂକାର ସୀମା ଟପି ଯାଇଛି । ବିଶେଷ କରି ବିଭିନ୍ନ ଦେଶର ଶାସକ ଓ ପୁଞ୍ଜିପତି ମାନଙ୍କର ଅହଂକାର ଯୋଗୁଁ ମାନବ ସମାଜ ଧ୍ୱଂସମୁଖୀ । ମଣିଷ ମଣିଷକୁ ମାରିବା ପାଇଁ କେତେ…

କାହିଁକି ଜାଣନ୍ତୁ; ପ୍ରତିଦିନ ଡୋନାଲ୍ଡ ଟ୍ରମ୍ପଙ୍କ ହେବ କରୋନା ଟେଷ୍ଟ୍ !

ୱାଶିଂଟନ୍‌: ଆମେରିକାରେ ଏବେ କରୋନା ମହାମାରୀ ଭୀଷଣ ରୂପ ନେଇଛି । ଏହି ମାରାତ୍ମକ ମହାମାରୀ ଦେଶରେ ଦ୍ରୁତ ଗତିରେ ସଂକ୍ରମିତ ହେଉଥିବା ବେଳେ ଏଥିଯୋଗୁଁ ମୃତ୍ୟୁସଂଖ୍ୟା ମଧ୍ୟ ବଢି ଚାଲିଛି । ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ବରିଷ୍ଠ ଅଧିକାରୀ ଏହି ଭୂତାଣୁର ଶିକାର ହୋଇଥିବା ବେଳେ ଜଣେ…

କେରଳ ଫେରନ୍ତା ଜଣେ ବ୍ୟକ୍ତିଙ୍କ ସହ ଗଞ୍ଜାମରେ ୧୯ ଆକ୍ରାନ୍ତ

ବ୍ରହ୍ମପୁର: ଗଞ୍ଜାମରେ କରୋନା ପଜିଟିଭ ମାମଲା ୪୭କୁ ବୃଦ୍ଧି ପାଇଥିବା ବେଳେ ଗୁରୁବାର ଦିନ ଜିଲ୍ଲାରେ ୧୯ ଜଣ ନୂତନ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ କେରଳ ଫେରନ୍ତା ହୋଇଥିବା ବେଳେ ଅନ୍ୟ ସମସ୍ତେ ସୁରଟରୁ ଫେରିଥିବା ନେଇ ଜଣାପଡ଼ିଛି।…