Latest Odisha News

BREAKING NEWS

Browsing Category

ଫିଚର

ବାୟୂ ପ୍ରଦୂଷଣରେ ରାଜଧାନୀବାସୀ ଅଣନିଶ୍ବାସୀ, ଦିଲ୍ଲୀରେ ଆଜିଠୁ ଜିଆର୍‌ଏପି-୨ ଲାଗୁ

ନୂଆଦିଲ୍ଲୀ: ବାୟୂ ପ୍ରଦୂଷଣରେ ପରିବେଶ ଅଣନିଶ୍ବାସୀ। ଶୀତର ପ୍ରକୋପ ସାଙ୍ଗକୁ ଦିଲ୍ଲୀରେ ବାୟୁପ୍ରଦୂଷଣର ମାତ୍ରା ବଢିଚାଲିଛି। ଗତ କିଛି ଦିନ ହେବ ରାଜଧାନୀରେ ବାୟୁ ପ୍ରଦୂଷଣର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଜିଆର୍‌ଏପି-୨ (GRAP-2 ) ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।…

୨୦୨୨ରେ ଦୁଇ ଚକିଆ ଯାନ ଜନିତ ଦୁର୍ଘଟଣାରେ ୭୫ ହଜାର ପ୍ରାଣ ହରାଇଛନ୍ତି

ନୂଆଦିଲ୍ଲୀ: ୨୦୨୨ରେ ଦୁଇ ଚକିଆ ଯାନ ମୃତ୍ୟୁ ପ୍ରାୟ ୮% ବୃଦ୍ଧି ପାଇ ପ୍ରାୟ ୭୫,୦୦୦ରେ ପହଞ୍ଚିଛି, ଯାହା ଦେଶର ସଡ଼କରେ ୧,୬୮,୪୯୧ ମୃତ୍ୟୁ ମଧ୍ୟରୁ ୪୪% ଅଟେ। ବର୍ଷକ ମଧ୍ୟରେ ପଥଚାରୀଙ୍କ ମୃତ୍ୟୁ ସଂଖ୍ୟା ୩୨,୮୨୫ରେ ପହଞ୍ଚିଛି। ସମସ୍ତ ଦୁର୍ଘଟଣାରେ ମୋଟ ମୃତ୍ୟୁର ପ୍ରାୟ ଏକ ଚତୁର୍ଥାଂଶ ପାଇଁ…

ଅଳିଆ ଗଦାର ଦୁର୍ଗନ୍ଧ ବାୟୁମଣ୍ଡଳକୁ ପ୍ରଦୂଷିତ କରିବା ପରେ ଶ୍ୱାସରୁଦ୍ଧ ଅବସ୍ଥାରେ ଭୁବନେଶ୍ୱର ବାସିନ୍ଦା

ଭୁବନେଶ୍ୱର: ରାଜଧାନୀସ୍ଥିତ ସୈନିକ ସ୍କୁଲ ନିକଟରେ ରହୁଥିବା ବାସିନ୍ଦା, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଗୁଡ଼ିକ ସ୍ୱାସ୍ଥ୍ୟ ଓ ପରିବେଶ ପ୍ରତି ଗୁରୁତର ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଦୁଇ ଦିନ ଧରି ଅସ୍ଥାୟୀ ଭାବେ ତିଆରି ହୋଇଥିବା ଡମ୍ପିଂୟାର୍ଡ ବା ଅଳିଆ ଗଦାରୁ ଦୁର୍ଗନ୍ଧ…

ମରାଠା ସଂରକ୍ଷଣ ଦାବି ନେଇ ଜଳୁଛି ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ, ଉଦ୍ଧବ ଠାକରେଙ୍କୁ ଡାକିଲେନି

ମୁମ୍ବାଇ: ମହାରାଷ୍ଟ୍ରରେ ବଢିଲା ମରାଠା ସଂରକ୍ଷଣ ଦାବିକୁ ନେଇ ଆନ୍ଦୋଳନ । ଦାବି ପୂରଣ ପାଇଁ ଲୋକେ ହିଂସାମାର୍ଗକୁ ଓହ୍ଳାଇ ପଡିଛନ୍ତି । ତେବେ ହିଂସା ଅନ୍ୟପ୍ରତି ନୁହେଁ, ନିଜ ପ୍ରତି ହିଂସା ଆଚରଣ କରୁଛନ୍ତି ଲୋକେ । ଆତ୍ମହତ୍ୟା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଆନ୍ଦୋଳନ କରେ…

ପିଆଜ ଦରରେ ଲାଗୁନି ବ୍ରେକ୍, ୮୦ ଟପିଲା ଖୁଚୁରା ବଜାର ଦର

ଭୁବନେଶ୍ଵର: କୁହନ୍ତି ପିଆଜ କାଟିଲେ  ଆଖିରେ ଲୁହ ଆସିଯାଏ । କିନ୍ତୁ ବର୍ତ୍ତମାନ ପିଆଜ ନ କାଟୁଣୁ ମଧ୍ୟ ଆଖିରେ ଲୁହ ଆସିଯାଉଛି । କନ୍ଦାଉଛି ହୁ ହୁ ବଢୁଥିବା ପିଆଜ ଦର । ଖୁଚୁରା ବଜାରରେ ପିଆଜ ଦର ବର୍ତ୍ତମାନ ୮୦ ଟପିଛି । ଏଥିପାଇଁ ଏବେ ଚିନ୍ତାରେ ଖାଉଟି । ଗତ ୧୫ ଦିନତଳେ ସ୍ୱାଭାବିକ…

ଡବଲ ମର୍ଡର ଘଟଣା: ବ୍ୟକ୍ତିଗତ ହାଜିରା ପାଇଁ ପ୍ରତାପଙ୍କୁ ମିଳିଲା ୨ ସପ୍ତାହର ମହଲତ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କୁ ମିଳିଲା ଦୁଇ ସପ୍ତାହର ମହଲତ।ସାଲେପୁର ଜେଏମଏଫସି କୋର୍ଟରେ ପ୍ରତାପ ଜେନା ନିଜର ଓକିଲ ଜରିଆରେ କରିଥିବା ଆବେଦନ ଅନୁସାରେ ଶୁଣାଣି ପାଇଁ ୨ ସପ୍ତାହ ମହଲତ ଦେଇଛନ୍ତି ସ୍ଥାନୀୟ କୋର୍ଟ। ଗତକାଲି…

ମୋବାଇଲ ହ୍ୟାକ ଉଦ୍ୟମ: ସାମ୍ନାକୁ ଆସିଲା ଆମେରିକା ବ୍ୟବସାୟୀ ଜର୍ଜ ସୋରେଶଙ୍କ ସଂପୃକ୍ତି ଅଭିଯୋଗ

ନୂଆଦିଲ୍ଲୀ: ମୋବାଇଲ ହ୍ୟାକ ଉଦ୍ୟମକୁ ଦେଖା ଦେଇଥିବା ବିବାଦ ଏବେ ଉଗ୍ର ରୂପ ନେବାରେ ଲାଗିଛି । ବିରୋଧୀଙ୍କ ମୋବାଇଲ ବିଜେପି ହ୍ୟାକ କରୁଛି ବୋଲି କଂଗ୍ରେସ ଓ ଅନ୍ୟ ଦଳର ନେତା ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷେ ବିଜେପି ଏପରି ଅଭିଯୋଗକୁ ଖଣ୍ଡନ କରିଛି ।  ଆପଲ କମ୍ପାନୀ ମଧ୍ୟ ଏପରି…

୨୦୨୪ ସୁଦ୍ଧା ଭାରତରେ ଡାକ୍ତରଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟ ନମ୍ବର!

ନୂଆଦିଲ୍ଲୀ: ଦେଶର ସମସ୍ତ ଡାକ୍ତରଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ନମ୍ବର ସୃଷ୍ଟି କରିବା ପାଇଁ ଜାତୀୟ ମେଡିକାଲ କମିସନ (ଏନ୍ଏମସି) ଆସନ୍ତା ଦୁଇ ମାସ ମଧ୍ୟରେ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିବ। ଏହି ପ୍ରକ୍ରିୟାକୁ ଛଅ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭାରତରେ ପ୍ରାକ୍ଟିସ…

ବିଜେଡି-ବିଜେପି ମିଶି ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କରାଇବେ: କଂଗ୍ରେସ ନେତା

ବଲାଙ୍ଗୀର: ରାଜ୍ୟରେ ଦୁଇ ପ୍ରମୁଖ ବିରୋଧୀ ବିଜେଡି ଓ ବିଜେପି ମଧ୍ୟରେ ଥିବା ଭିତିରି ସମ୍ପର୍କକୁ ଆଖି ଆଗରେ ରଖି ଜଣେ କଂଗ୍ରେସ ନେତା ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଉଭୟ ଦଳ ହାତ ମିଳାଇଛନ୍ତି, ସେମାନଙ୍କ ଲକ୍ଷ୍ୟ କିଭଳି ଭି,କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବେ। ଏଥିପାଇଁ ଦୁଇ ଦଳ…

ମନ୍ତ୍ରୀଙ୍କ କଥା ନକଲ କରି ହସ୍ପିଟାଲ ମ୍ୟାନେଜରଙ୍କୁ ଠକେଇ ଅଭିଯୋଗରେ ସାଇବର ଠକ ଗିରଫ

ଭୁବନେଶ୍ୱର: କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପିଏ ବୋଲି ପରିଚୟ ଦେଇ ଜଣେ ସାଇବର ଠକ କଟକର ଜଣେ ଘରୋଇ ହସ୍ପିଟାଲ ମ୍ୟାନେଜରଙ୍କଠାରୁ ୪୬ ହଜାର ଟଙ୍କା ଠକି ନେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ଅନୁଗୁଳ କିଶୋରନଗରର କିନ୍ନର ସୌମ୍ୟରଞ୍ଜନ ପ୍ରଧାନ ଓରଫ ସୁଲଗ୍ନା। ସୌମ୍ୟରଞ୍ଜନ ପ୍ରଧାନ…