Latest Odisha News

BREAKING NEWS

Browsing Category

ଫିଚର

ଜୁନ ୧୭ ଯାଏଁ ବନ୍ଦ ରହିବ ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ ଅବଧିକୁ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ବଢାଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ଜୁନ ୧୭ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟ…

ଓଡ଼ିଶାରେ ଲକ୍‌ଡ଼ାଉନ୍ ବଢିବା ନେଇ ଜାତୀୟ ଗଣମାଧ୍ୟମରେ ନବୀନଙ୍କୁ ପ୍ରଶଂସା

ଭୁବନେଶ୍ୱର: ମହାବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଯେକୌଣସି ଦୁର୍ବିପାକ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୁରନ୍ତ ପଦକ୍ଷେପ ଜାତୀୟ ଗଣମାଧ୍ୟମରେ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଏବେ କରୋନା ମହାମାରୀ ଯୋଗୁଁ ସମଗ୍ର ପୃଥିବୀ ଏକ ପ୍ରକାର ଆତଙ୍କିତ…

ଗୁଡ୍ ଫ୍ରାଇଡେରେ କାହିଁକି ଦିଆଯାଏ ନାହିଁ ଶୁଭେଚ୍ଛା ବାର୍ତ୍ତା ?

ଭୁବନେଶ୍ୱର: ଜାତୀୟ ଛୁଟିଦିନ ହୋଇଥିବାରୁ ଆପଣ ଭାବୁଥିବେ ଗୁଡ୍ ଫ୍ରାଇଡେ ଅନ୍ୟ ଉତ୍ସବ ଭଳି ଏକ ଆନନ୍ଦର ପର୍ବ । ଜଣାଅଜଣାରେ ଆପଣ ଖ୍ରୀଷ୍ଟଧର୍ମୀ ବନ୍ଧୁଙ୍କୁ ହାପି ଗୁଡ୍ ଫ୍ରାଇଡେ ଲେଖି ୱିସ୍ ବି କରିଥିବେ । କିନ୍ତୁ ବୋଧ ହୁଏ ଆପଣ ଜାଣିନଥିବେ ଏଭଳି ବାର୍ତ୍ତା ସେମାନଙ୍କ ଧାର୍ମିକ ମନୋଭାବକୁ…

କ୍ରିକେଟ ମ୍ୟାଚ୍ ନୁହେଁ କରୋନା: ବାଗଚୀ

ଭୁବନେଶ୍ୱର: ମହାମାରୀ କରୋନା କୌଣସି କ୍ରିକେଟ ମ୍ୟାଚ୍ ନୁହେଁ । ଦିନିକିଆ, ଆଇପିଏଲ୍ କିମ୍ବା ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍ ନୁହେଁ କୋଭିଡ-୧୯ । ଏହା ଏକ ଲମ୍ବା ଲଢେ଼ଇ । ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସ୍ଥିତି ବାବଦରେ ସୂଚନା ଦେବା ବେଳେ ଏଭଳି ମତ ରଖିଛନ୍ତି ମୁଖ୍ୟ ମୁଖପାତ୍ର ସୁବ୍ରୋତ…

ମାସ୍କ ନପିନ୍ଧିଲେ ଗଣିବେ ତଣ୍ଡ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଏଣିକି ମାସ୍କ ନପିନ୍ଧିଲେ ଗଣିବାକୁ ପଡିବ ତଣ୍ଡ । ଆଜିଠୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ପରେ ମାସ୍କ ନପିନ୍ଧିଲେ ଜରିମାନା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଥମ ୩ ଥର ମାସ୍କ ନପିନ୍ଧିଲେ ୨ଶହ ଟଙ୍କା ତଣ୍ଡ ଗଣିବେ । ଆଉ ତିନି ଥର ପରେ ଯଦି ଅପଣ ସୁଧୁରୁ…

ଆର୍ଣ୍ଣଲ୍ଡ ‘ଟର୍ମିନେଟର’ଙ୍କ ପୁତ୍ର ଜୋସେଫଙ୍କ ଫିଗର ଏବେ ଚର୍ଚ୍ଚାରେ

ଲସଆଞ୍ଜେଲ୍ସ: ଆର୍ଣ୍ଣଲ୍ଡ ସ୍କ୍ରାରାଜେନେଗାରଙ୍କୁ କିଏ ବା ନ ଜାଣେ । ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ସେ ସାରା ବିଶ୍ୱରେ ଖ୍ୟାତି ହାସଲ କରିଥିଲେ । ସେ ୭୦ ଦଶକରେ ୬ଥର ମିଷ୍ଟର ଅଲିମ୍ପିଆନ୍ ପ୍ରଫେଶନାଲ ବଡିବିଲ୍ଡିଂ ଟାଇଟଲ ଜିତିଥିଲେ । ତାଙ୍କ ଅଭିନୀତ ଟର୍ମିନେଟର ଫିଲ୍ମ ଏବେ ମଧ୍ୟ ଦର୍ଶକଙ୍କ…

ମନଇଚ୍ଛା ହାଇଡ୍ରୋକ୍ସିକ୍ଲୋରୋକୁଇନ ଖାଆନ୍ତୁ ନାହିଁ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଏପର୍ଯ୍ୟନ୍ତ ବାହାରିନି କୌଣସି ଭ୍ୟାକସିନ୍ । ତେବେ କରୋନାର ଗେମ୍ ଚେଂଜର ଭାବେ ଉଭା ହୋଇଛି ଆଣ୍ଟି ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ । ଏହି ମେଡିସିନ୍‌କୁ ଭାରତଠାରୁ ଆମେରିକା ମାଗିବା ପରେ ଏବେ ଏହାର ଡିମାଣ୍ଡ ବଢ଼ିଯାଇଛି । ତେବେ ଏହି ମେଡିସିନ୍‌କୁ…

କରୋନା ଭାଇରସ କବଳରେ ସୌଦି ଆରବ ରାଜପରିବାର, ୧୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ରିୟାଦ: କରୋନା ଭାଇରସ କବଳରେ ସୌଦି ଆରବ ରାଜପରିବାର ପଡିଛି । ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲେ ମଧ୍ୟ ସେମାନେ ଏହି କିଲର କରୋନାକୁ ଅଟକାଇବାରେ ସଫଳ ହୋଇ ନାହାନ୍ତି । ଅଲଜଜୀରା, ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ମୁତାବକ ୧୫୦ରୁ ଊର୍ଦ୍ଧ୍ୱ ରାଜପରିବାର ସଦସ୍ୟ ଏଥିରେ ଆକ୍ରାନ୍ତ ହୋଇ…

ଲକ୍‌ଡାଉନ୍ ଡାଏରୀ: ସବୁବେଳେ ବ୍ୟସ୍ତ ରହୁଥିବା ସଂଜୟ ହଂସ୍‌ଙ୍କ ଫୋକସ୍ ଏବେ ଫିଟନେସ୍ ଉପରେ

ଭୁବନେଶ୍ୱର: ବର୍ତ୍ତମାନର ଦେଶବ୍ୟାପୀ ଲକ୍‌ଡାଉନ୍ ଜାରି ହୋଇଥିବା ବେଳେ ସମସ୍ତେ ଏବେ ଘରେ । ତେବେ ବ୍ୟସ୍ତବହୂଳ ଜୀବନରେ ନିଜ ପାଇଁ ସମୟ ପାଉନଥିବା ଅନେକ ବ୍ୟକ୍ତି ଏବେ ନିଜ ପସନ୍ଦର କାର୍ଯ୍ୟକୁ ସମୟ ଦେବା ଆରମ୍ଭ କରିଛନ୍ତି । ଆଜିର ଲକ୍‌ଡାଉନ୍ ଡାଏରୀରେ ଆସନ୍ତୁ ଜାଣିବା ପ୍ରସିଦ୍ଧ…

ଜୀବନ ବଂଚାଇବା ପାଇଁ ଡାକ୍ତରଙ୍କ ପାଖରେ ନେହୁରା ହେଲେ ତବଲିଗ ଜମାତର ସଦସ୍ୟ

କାନପୁର: କରୋନାର ଭୟାବହ ଓ ବିକଟାଳ ରୂପକୁ ତବଲିଗ ଜମାତର ସଦସ୍ୟମାନେ ଭଲ ଭାବେ ବୁଝିବା ଆରମ୍ଭ କରିଛନ୍ତି । ହ୍ୟାଲେଟ ଡାକ୍ତରଖାନାରେ ଗୁରୁବାର ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁ ଡାକ୍ତର ଓ ନର୍ସଙ୍କୁ ସେମାନେ ଖରାପ ବ୍ୟବହାର କରିଥିଲେ ଆଜି କରୋନା କବଳରୁ ବଂଚାଇବା ପାଇଁ…