Latest Odisha News

BREAKING NEWS

Browsing Category

ଫିଚର

ବାତ୍ୟା ହମୁନର ପ୍ରଭାବ: ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଟୁଇନ ସିଟି ପାଇଁ ୟେଲା ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେବା ସମ୍ଭାବନା ଥିବା ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର  । ଏହା ଉତ୍ତର  ଦିଗକୁ ଗତି କରିବ । ଏହି ସମୟରେ ପବନର ବେଗ ୫୦ରୁ ୬୦ କିମି ରହିବ । ଏହାର ତୀବ୍ରତା…

ମହୁଆ ମୋଇତ୍ରଙ୍କ ସହ ଫଟୋ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଲେ ସାଂସଦ ଶଶି ଥରୁର: କହିଲେ, ସେଠାରେ ଆହୁରି ଅନେକ…

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରଙ୍କ ସହ ତାଙ୍କର ଫଟୋ ଭାଇରାଲକୁ ନେଇ ମୁହଁ ଖୋଲିଛନ୍ତି । ଶଶି ଥରୁରୁ ଏକ ବୟାନ ଦେଇ ଏହା ନିମ୍ନସ୍ତରର ରାଜନୀତି ବୋଲି କହିଛନ୍ତି । ଥରୁର କହିଛନ୍ତି, ଏହି ଫଟେ ଏକ ଜନ୍ମଦିନ ଭୋଜି ସମୟରେ ଉଠା…

କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତ୍ତି, ପରୀକ୍ଷା ସମୟରେ ମୁସଲମାନ ଛାତ୍ରୀ ପିନ୍ଧି ପାରିବେ ହିଜାବ

ବେଙ୍ଗାଲୁରୁ: ହିଜାବକୁ ନେଇ କର୍ଣ୍ଣାଟକ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷା ସମୟରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ସରକାର ଅନୁମତି ଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଛାତ୍ରୀମାନେ ହିଜାବ ପିନ୍ଧି ପରୀକ୍ଷା ଦେଇପାରିବେ। କର୍ଣ୍ଣାଟକ…

ଦିନ ଦିପହରେ ବିଏମଡବ୍ଲ୍ୟୁ କାଚ ଭାଙ୍ଗଲେ, ୧୩ ଲକ୍ଷ ଲୁଟି ଚମ୍ପଟ ମାରିଲେ ଲୁଟେରା

ନୂଆଦିଲ୍ଲୀ: ପୂଜାରେ ଲୁଟେରାଙ୍କର ଯେମିତି ରାଜ ଚାଲିଛି । ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଦିନ ଦିପହରେ ବି ଚାଲିଛି ଲୁଟ । ଦିନ ଦ୍ୱିପହରରେ ବାଇକରେ ଆସିଲେ, ବିଏମଡବ୍ଲୁର କାଚ ଭାଙ୍ଗିଲେ । ଗାଡି ଭିତରୁ ୧୩ ଲକ୍ଷ ଟଙ୍କା ଲୁଟି ନେଲେ । ଏମିତି ଘଟଣା ଶୁକ୍ରବାର ଘଟିଛି ବେଙ୍ଗାଲୁରରେ । ତେବେ…

ନଭେମ୍ବର ଦ୍ୱିତୀୟ ସପ୍ତାହରେ ଆୟୋଜିତ ହେବ ଭାରତ-ଆମେରିକାର ଟୁ-ପ୍ଲସ-ଟୁ ବୈଠକ

ନୂଆଦିଲ୍ଲୀ: ବିଶ୍ୱର ଅନେକ ସ୍ଥାନରେ ଚାଲିଥିବା ଅଶାନ୍ତି ମଧ୍ୟରେ ଆୟୋଜିତ ହେବ ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ। ନଭେମ୍ବର ଦ୍ବିତୀୟ ସପ୍ତାହରେ ନୂଆଦିଲ୍ଲୀରେ ଏହି ଟୁ ପ୍ଲସ ଟୁ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ସରକାରୀ ସୂତ୍ର ଅନୁଯାୟୀ, ଆମେରିକାର ପ୍ରତିରକ୍ଷା ସଚିବ ଲୟର୍ଡ ଜେ…

୪୪ ବର୍ଷରେ ରିବେଲ ଷ୍ଟାର୍ ପ୍ରଭାସ: ଦାଦାଙ୍କ ଜିଦ୍ ପାଇଁ ହୋଇଥିଲେ ହିରୋ…

ମୁମ୍ବାଇ: ନିଆରା ତାଙ୍କ ଅନ୍ଦାଜ , ନିଆରା ତାଙ୍କ ଷ୍ଟାଇଲ୍  । ଦର୍ଶକଙ୍କ ପାଇଁ ସେ ହେଉଛନ୍ତି ରିବେଲ ଷ୍ଟାର୍  । ହଁ ଆଜ୍ଞା ଆମେ କହୁଛି ପାନ୍ ଇଣ୍ଡିଆ ଅଭିନେତା  ପ୍ରଭାସଙ୍କ କଥା  । ଆଜି ହେଉଛି ତାଙ୍କର ୪୪ତମ ଜନ୍ମଦିନ । ୧୯୭୯ ମସିହା ଆଜିର ଦିନରେ ତାଙ୍କର ଜନ୍ମ  । ପ୍ରଭାସଙ୍କ ଆକ୍ସନ ଓ…

ଗରବା ନାଚୁ ନାଚୁ ହୃଦଘାତରେ ୧୦ ଜଣଙ୍କ ମୃତ୍ୟୁ

ଗାନ୍ଧୀନଗର:ସାରା ଦେଶ ମା’ଙ୍କ ଆଗମନୀକୁ ନେଇ ଝୁମୁଥିବାବେଳେ ଗୁଜରାଟରେ ଖେିଳି ଯାଇଛି ଶୋକର ଲହରୀ ।  ଗରବା ନାଚୁ ନାଚୁ ୨୪ ଘଣ୍ଟା ମଧ୍ୟରେ ୧୦ ଜଣଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ସବୁଠାରୁ ଦୁଃଖର କଥା ହେଉଛି ଅଧିକାଂଶ ମୃତକଙ୍କ କମ ବୟସର । ସବୁଠାରୁ କନିଷ୍ଠ ମୃତକଙ୍କ ବୟସ ୧୩ ବର୍ଷ…

ହମାସ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବ ନିଲି

ଜେରଜୋଲମ: ହମାସ ଆତଙ୍କବାଦୀଙ୍କୁ ମାରିବା ପାଇଁ ଇସ୍ରାଏଲ ଏକ ସ୍ୱତନ୍ତ୍ର ଟିମ ଗଠନ କରିଛି । ଗୋଇନ୍ଦା ସଂସ୍ଥା ମୋସାଦ ଏହାକୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦେଇଛି । ନିଲି ନାମକ ଏହି ୟୁନିଟ ଆତଙ୍କବାଦୀଙ୍କୁ ଖୋଜିବେ ଓ ମାରିବେ । ଇସ୍ରାଏଲ ପକ୍ଷରୁ ସ୍ପଷ୍ଟ ଭାବେ ଏହି ୟୁନିଟକୁ ନିର୍ଦ୍ଦେଶ…

୨୫ ବର୍ଷର ସମ୍ପର୍କ ତୁଟାଇ ଦଳ ଛାଡିଲେ ତାମିଲ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଗୌତମୀ ତଡିମଲ୍ଲା

ନୂଆଦିଲ୍ଲୀ:ତାମିଲ ଅଭିନେତ୍ରୀ ଗୌତମୀ ତଡିମଲ୍ଲା ଭାରତୀୟ ଜନତା ପାର୍ଟି ସହ ତାଙ୍କର ୨୫ ବର୍ଷର ପୁରୁଣା ସମ୍ପର୍କ ଛିଣ୍ଡାଇ ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି, ଅନ୍ୟ ଲୋକଙ୍କ ବ୍ୟତୀତ ଦଳର ଏକ ବର୍ଗ ଏପରି ଜଣେ ବ୍ୟକ୍ତିଙ୍କୁ ସମର୍ଥନ କରୁଛନ୍ତି, ଯିଏ ତାଙ୍କ ସହ ଧୋକାବାଜି କରିଥିଲା ।…

ଦୁର୍ଗା ପୂଜା ଦେଖି ଫେରିବାବେଳେ ଧକ୍କା ଦେଲା ଅଜଣା ଗାଡି: ବାପା ମୃତ, ପୁଅ ଗୁରୁତର

ବଲାଙ୍ଗୀର :  ଚାଲିଛି ପାର୍ବଣ  । ସବୁଆଡେ ଉତ୍ସବର ମାହୋଲ  । ଚଳଚଞ୍ଚଳ ଗାଁଠୁ ସହର  । ଚାରିଆଡେ ଭକ୍ତମୟ ପରିବେଶ  । ଏସବୁ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବେଲଗାଁ ଫାଣ୍ଡି ନିକଟରେ ଅଭାବନୀୟ ଘଟଣା ଘଟିଛି  । ଦୁର୍ଗା ପୂଜା ଦେଖି…