Latest Odisha News

BREAKING NEWS

Browsing Category

ଫିଚର

ଆଫଗାନିସ୍ତାନ ସମ୍ମୁଖରେ ୧୮୦ ରନର ଲକ୍ଷ୍ୟ ରଖିଲା ନେଦରଲାଣ୍ଡ

ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ନେଦରଲାଣ୍ଡ ୧୮୦ ରନର ବିଜୟ ଲକ୍ଷ୍ୟ ଆଫଗାନିସ୍ତାନ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ଟିମ ୪୬.୩ ଓଭରରେ ୧୭୯ ରନ କରି ଅଲଆଉଟ ହୋଇ ଯାଇଥିଲା । ମାକ୍ସ ଓ ଡାଉଦ ୪୨, ସାଇବ୍ରାଣ୍ଡ ଇନଗେଲବ୍ରେଚେଟ ୫୮ ରନ…

ବାଇକକୁ ପିଟିଲା ଟ୍ରକ: ମହିଳାଙ୍କ ସମେତ ଚାଲିଗଲା ୩ ଜୀବନ

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଯାଇଛି ୩ ଜଣଙ୍କ ଜୀବନ । ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ୨୦ ନମ୍ବର ଜାତୀୟ ରାଜପଥର ବାରିଗାଁ ନିକଟରେ ଏକ ବାଇକରେ ୩ ଜଣ ବ୍ୟକ୍ତି ଆସିଥିଲେ । ହଠାତ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କୁ…

ବିକ୍ରି ହେବ ଅନିଲ ଅମ୍ବାନୀଙ୍କର ଆଉ ଏକ କମ୍ପାନୀ: ହିନ୍ଦୁଜା ଗ୍ରୁପ ହାତକୁ ଯିବ ମାଲିକାନା

ନୂଆଦିଲ୍ଲୀ: ଅନିଲ ଅମ୍ବାନୀଙ୍କର ରିଲାଏନ୍ସ କ୍ୟାପିଟାଲ ନଭେମ୍ବର ସୁଦ୍ଧା ବିକ୍ରି ହେବ । ଏଥିନେଇ ଚାଲିଛି ମସୁଧା । ଏହି କମ୍ପାନୀର ମାଲିକାନା ହିନ୍ଦୁଜା ଗ୍ରୁପ ପାଖକୁ ଯିବ। ହିନ୍ଦୁଜା ଗ୍ରୁପ କମ୍ପାନୀର ଅଧ୍ୟକ୍ଷ ଅଶୋକ ପି. ହିନ୍ଦୁଜାଙ୍କ କହବା ଅନୁଯାୟୀ, ଚଳିତ ବର୍ଷ ନଭେମ୍ବର ଶେଷ…

ଛତିଶଗଡରେ ବିଜେପିର ସଙ୍କଳ୍ପପତ୍ର: ପ୍ରତି ମହିଳାଙ୍କୁ ମାସିିକ ୧୨ ହଜାର ଟଙ୍କା, ରାମଲଲା ଦର୍ଶନ ପ୍ରତିଶ୍ରୁତି

ରାୟପୁର: ଛତିଶଗଡରେ ବିଜେପି ବିଧାନସଭା ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି । ଘୋଷଣାପତ୍ର ସମିତିର ସଂଯୋଜକ ବିଜୟ ବଘଲେ  କହିଛନ୍ତି ଗତ ୩ ମାସ ମଧ୍ୟରେ ଏହି ଘୋଷଣାପତ୍ର ପ୍ରସ୍ତୁତ ହୋଇଛି । ୩୫ ଜଣ ସଦସ୍ୟ ସବୁ ବର୍ଗର ଲୋକଙ୍କ ମତ ନେଇ ଏହାକୁ ପ୍ରସ୍ତୁତ କରିଛନ୍ତି । ୨ ଲକ୍ଷରୁ…

ଜେଟ୍ ଏୟାରଓ୍ବେଜର ବରିଷ୍ଠ କର୍ମଚାରୀ ମଶା କଏଲ କମ୍ପାନୀ ଦ୍ବାରା ଦରମା ପାଉଥିଲେ: ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେଟ୍ ଏୟାରଓ୍ବେଜ ମାମଲାରେ ଦାଖଲ କରିଥିବା ଚାର୍ଜସିଟରେ କହିଛି ଯେ ଜେଟ୍ ଏୟାରଓ୍ବେଜ (ଇଣ୍ଡିଆ) ଲିମିଟେଡ୍ (ଜେଆଇଏଲ୍)ର କିଛି ବରିଷ୍ଠ କର୍ମଚାରୀଙ୍କ ଦରମା ଏକ ମଶା କଏଲ ତିଆରି କମ୍ପାନୀ ବା ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥିଲା। ଏହି…

ସହକାରୀ ଯନ୍ତ୍ରୀଙ୍କ ଘରୁ ବାହାରିଲା କୁବେର ଭଣ୍ଡାର: ଟଙ୍କା ଆଉ ପ୍ଲଟ ଦେଖି ଭିଜିଲାନ୍ସ ଟିମ ଜଳକା

କଟକ : ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା ଆଉ ଏକାଧିକ ପ୍ଲଟ । ଏତେ ସମ୍ପତ୍ତି ଦେଖି ଭିଜିଲାନ୍ସ  ବି ଟେରା । ଆଜି ସକାଳୁ କଟକ ଜିଲ୍ଲା ସାଲେପୁର RW ସଵ ଡିଭିଜନ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଥିଲା । ଆୟ ବହିର୍ଭୂତ…

ଜଳ ଜୀବନ ମିଶନ ଦୁର୍ନୀତି ମାମଲା: ମନି ଲଣ୍ଡରିଂ ମାମଲାରେ ରାଜସ୍ଥାନର ୨୫ଟି ସ୍ଥାନରେ ଚଢଉ

ଜୟପୁର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଜସ୍ଥାନର ୨୫ରୁ ଅଧିକ ସ୍ଥାନରେ ଚଢାଉ କରିଛି। ସୂତ୍ରରୁ ପ୍ରକାଶ ଯେ ରାଜସ୍ଥାନରେ ଆଇଏଏସ୍ ଅଧିକାରୀଙ୍କ ସ୍ଥାନ ସମେତ ମୋଟ ୨୫ଟି ସ୍ଥାନରେ ଏହି ଚଢଉ କରାଯାଉଛି। ଜଳ ଜୀବନ ମିଶନ ଦୁର୍ନୀତିରେ ମନି ଲଣ୍ଡରିଂ ମାମଲାରେ ଏହି ଚଢାଉ କରାଯାଉଛି। ଯେଉଁ…

ମହାଦେବ ଆପ୍ ବେଟିଂ ମାମଲାରେ ଛତିଶଗଡ଼ରୁ ୫ କୋଟି ଟଙ୍କା ଜବତ

ରାୟପୁର: ଗୁରୁବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାୟପୁରର ଏକ ହୋଟେଲରେ ପାର୍କିଂ ହୋଇଥିବା ଏକ ଗାଡିରୁ ୫ କୋଟି ଟଙ୍କା ଜବତ କରିଛି। ଏହି ଜବତ ବେଳେ ବହୁଚର୍ଚ୍ଚିତ ମହାଦେବ ଆପ୍ ବେଟିଂ ମାମଲାର ଲିଙ୍କ୍ ସାମ୍ନାକୁ ଆସିଛି। ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର…

ଓଡିଶାରେ ଟିମ୍ କୋରିଆ : ଅର୍ଥନୈତିକ ସହଯୋଗ ଉପରେ ଆଲୋଚନା , ଆସିପାରେ ନିବେଶ !

ଭୁବନେଶ୍ୱର : ଓଡିଶାରେ ଟିମ୍ କୋରିଆ । ଆଗକୁ ଓଡିଶାରେ କୋରିଆର ନିବେଶ ସମ୍ଭାବନା ରହିଛି । ଏନେଇ କୋରିଆ ଦୂତାବାସର ବାଣିଜ୍ୟିକ ପରାମର୍ଶଦାତା ଶ୍ରୀ ସଙ୍ଗଜୋଙ୍ଗ ସି ଏଚ୍ ଓ କହିଛନ୍ତି, ମୁଁ ନିଶ୍ଚିତ ଯେ ଆଇଟି, ନବୀକରଣ ଯୋଗ୍ୟ, ଅଙ୍ଗାରକାମ୍ଳ ବିହିନ, ବ୍ୟାଟେରି ଚାଳିତ ଯାନ, ବିମାନ ଚଳାଚଳ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ରାଜ୍ୟସଭା ସଭାପତିଙ୍କୁ ନିସର୍ତ୍ତ କ୍ଷମା ମାଗିବେ ରଘବ ଚଢ଼ା

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ନିଲମ୍ବନ ମାମଲାରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ରାଜ୍ୟସଭା ସଭାପତି ଜଗଦୀପ ଧନକଡ଼ଙ୍କୁ ସାକ୍ଷାତ କରି ନିସର୍ତ୍ତ କ୍ଷମା ମାଗିବାକୁ ରାଘବ ଚଢାଙ୍କୁ କହିଛନ୍ତି। ତେବେ ଦୀପାବଳି ଛୁଟି ପରେ ଆଗାମୀ ୨୦…