Latest Odisha News

BREAKING NEWS

Browsing Category

ଫିଚର

ଚାମ୍ପିୟନ୍ସ ଟ୍ରଫି ପାଇଁ ଯୋଗ୍ୟତା ହାସଲ କଲା ଆଫଗାନିସ୍ତାନ

ଦୁବାଇ: ୨୦୨୩ ଆଫଗାନିସ୍ତାନ କ୍ରିକେଟ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ । ଦିନିକିଆ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ଦଳ ଏବେ ସେମିଫାଇନାଲ ପ୍ରବେଶ ପାଇଁ ଉଦ୍ୟମ ଜାରୀ ରଖିଛି । ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ଆଫଗାନିସ୍ତାନ ଯୋଗ୍ୟତା ହାସଲ କରିଛି । ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶ…

ଜାତୀୟ ପତାକାକୁ ଅପମାନ ନେଇ ରାଗିଗଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ: ଜାତୀୟ ପତାକାକୁ ଅପମାନ ନେଇ ଲିଟିଲ ମାଷ୍ଟର ଭାବେ ପରିଚିତ ଭାରତର ମହାନ କ୍ରିକେଟର ସୁନୀଲ ଗାଭାସ୍କର ରାଗିଯାଇଛନ୍ତି । ଦକ୍ଷିଣ ଆଫ୍ରିକା ଓ ଭାରତ ମ୍ୟାଚ ପରେ ଏହି ଘଟଣା ଘଟିଛି । ଏକ ଲାଇଭ ଶୋରେ ଭାରତର ପ୍ରଦର୍ଶନ ଓ ଶ୍ରେୟାଶ ଆୟାରଙ୍କ ବ୍ୟାଟିଂ ନେଇ ସେ ରବି ଶାସ୍ତ୍ରୀଙ୍କ ସହ…

ବୀରମହାରାଜପୁର ଜଗନ୍ନାଥ ମନ୍ଦିରରୁ ଚୋରି : ତାଲା ଭାଙ୍ଗି ହୁଣ୍ଡି ଟେକି ନେଲେ ଦୁର୍ବୁତ୍ତ

ସୁବର୍ଣ୍ଣପୁର : ଦିନକୁ ଦିନ ବଢିଚାଲିଛି ଚୋରୀ , ଲୁଟପାଟ୍ ଭଳି ଅପରାଧିକ କାର୍ଯ୍ୟାକଳାପ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିରରେ  । ମନ୍ଦିରର ମୁଖ୍ୟ ଦ୍ବାରାର ତାଲା କାଟି  ଦୁଇ ହୁଣ୍ଡି ଚୋରି କରିନେଇଛନ୍ତି ଦୁର୍ବୁତ୍ତ । ଏ ନେଇ…

ଦୁନିଆର ସବୁଠୁ ଭୟାନକ ପାର୍କ : ନାଁ ଶୁଣିଲେ ଲୋମଟାଙ୍କୁରୀ ଉଠେ, ସନ୍ଧ୍ୟା ହେଲେ ଯିବାକୁ ଭୟ କରନ୍ତି ଲୋକ..

ନୂଆଦିଲ୍ଲୀ : ଦୁନିଆରେ ଅନେକ ଐତିହାସିକ ସ୍ଥଳୀ ରହିଛି  । ଯେଉଁଠାକୁ ପ୍ରତିଦିନ ଶହ ଶହ ଲୋକ ବୁଲିବାକୁ ଯାଆନ୍ତି  । ଅନେକ ରହସ୍ୟମୟୀ ସ୍ଥାନ ମଧ୍ୟ ରହିଛି  । ଯାହାର ଭୟାନକ କାହାଣୀ ଆଜିବି ଲୋକଙ୍କୁ ଅଛପା  । ଯାହାର ନାଁ ଶୁଣିଲେ ଲୋମଟାଙ୍କୁରୀ ଉଠେ  । ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ…

ଦୃଷ୍ଟି ଶକ୍ତି ବୃଦ୍ଧି କରେ ଏସବୁ ଫଳ : ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ..

ନୂଆଦିଲ୍ଲୀ : ବର୍ତ୍ତମାନର ଖରାପ ଜୀବନଶୈଳୀ ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସାମ୍ନାକୁ ଆସୁଛି । ଏବେ ସାଧାରଣତଃ ଖୁବ୍ କମ ବୟସରେ ହିଁ ପିଲାମାନଙ୍କ ଆଖି ଖରାପ ହେଇଯାଉଛି । ତେବେ ଆସନ୍ତୁ ଜାଣିବା ଦୃଷ୍ଟି ଶକ୍ତି ବଢାଇବା ପାଇଁ କଣ ଖାଇବା ଆବଶ୍ୟକ । ଗାଜରରେ ବିଟା କାରୋଟିନ୍‌…

ପୁଣି ରାଜଧାନୀରେ ରକ୍ତର ଛିଟା : ଚନ୍ଦକା ଗୋଠପାଟଣାରେ ମହିଳାଙ୍କୁ ବିଭତ୍ସ ହତ୍ୟା, କାରଣ ଖୋଜୁଛି ପୋଲିସ

ଭୁବନେଶ୍ବର : ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ । ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଗୋଠପାଟଣାରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି ।  ମୃତ ମହିଳା ଜଣକ ହେଉଛନ୍ତି ସସ୍ମିତା ବେହେରା । ସୂଚନା ମୂତାବକ ସସ୍ମିତା ଗୋଠପାଟଣାରେ ଏକ ଜଳଖିଆ ଦୋକାନ କରିଥିଲେ । ସେ ନିଜ ପରିବାର ସହ…

ବାବା କେଦାରନାଥଙ୍କ ଶରଣରେ ଦୁଇ ଭାଇ ରାହୁଲ-ବରୁଣ

ନୂଆଦିଲ୍ଲୀ: ପ୍ରଭୁ ମହାଦେବଙ୍କ ଶରଣରେ ଦୁଇ ଭାଇ । ବାବା କେଦାରନାଥଙ୍କ ଦର୍ଶନ କଲେ ବରୁଣ ଗାନ୍ଧୀ ଓ ରାହୁଲ ଗାନ୍ଧୀ । ସେଠାରେ ପ୍ରଭୁଙ୍କ ପୂଜାର୍ଚ୍ଚନା ବି କରିଛନ୍ତି । ଅବଶ୍ୟ ଏହି ଦର୍ଶନ ସମୟରେ ଦୁଇ ଭାଇଙ୍କର ଦେଖା ସାକ୍ଷାତ ହୋଇ ନାହିଁ । କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ…

ମହେଶ୍ୱରଙ୍କ ବିୟୋଗ ଓଡ଼ିଶା ପାଇଁ ବଡ କ୍ଷତି -ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀର ପୂର୍ବତନ ବିଧାୟକ ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଆଉ ନାହାନ୍ତି । ଭୋର ୩.୨୫ ମିନିଟରେ ତାଙ୍କର ପରଲୋକ ହୋଇ ଯାଇଛି  । ତାଙ୍କର ମୃତ୍ୟୁରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ମହେଶ୍ୱର ମହାନ୍ତିଙ୍କ…

ଛତିଶଗଡରେ ନିର୍ବାଚନୀ ହିଂସା: ନକ୍ସଲଙ୍କ ଆଇଡି ବିସ୍ଫୋରଣ, ଯବାନ ଗୁରୁତର

ନୂଆଦିଲ୍ଳୀ: ଛତିଶଗଡରେ ଆଜି ଅର୍ଥାତ ନଭେମ୍ବର ୭ତାରିଖ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନୀ ହିଂସା । ନକ୍ସଲଙ୍କ ଆଇଡି ବ୍ଲାଷ୍ଟରେ ସୁରକ୍ଷାକର୍ମୀ ଆହତ ।  ସକାଳ ୭ଟାରୁ ଛତିଶଗଡରେ ଆରମ୍ଭ ହୋଇଛି ମତଦାନ । ନକ୍ସଲ ପ୍ରଭାବିତ ବସ୍ତର ଏବଂ  ରାଜନାନ୍ଦଗାଁ ଅଞ୍ଚଳରେ ବି ମତଦାନ କରାଯାଉଛି ।…

ଆଜି ଛତିଶଗଡ଼ର ୨୦ ଏବଂ ମିଜୋରାମରେ ୪୦ ଆସନରେ ମତଦାନ: ୬୦ ହଜାର ସୁରକ୍ଷା କର୍ମୀ ମୁତୟନ

ନୂଆଦିଲ୍ଲୀ:ଆଜି ଛତିଶଗଡ ଏବଂ ମିଜୋରାମରେ ମତଦାନ । ପ୍ରଥମ ପର୍ଯ୍ୟାୟରେ ଛତିଶଗଡରେ ୨୦ଟି ଆସନରେ ଭୋଟ ଗ୍ରହଣ କରାଯିବ । ଅନ୍ୟପକ୍ଷେ ମିଜୋରାମରେ ଗୋଟିଏ ପର୍ଯ୍ୟାୟରେ ୪୦ଟି ଆସନରେ ମତଦାନ କରାଯିବ । ଅନେକ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ବି ମତଦାନ ହେଉଛି । ତେଣୁ ଏସବୁ ଅଞ୍ଚଳରେ ୬୦ ହଜାର…