Latest Odisha News

BREAKING NEWS

Browsing Category

ଫିଚର

ଦକ୍ଷିଣ କୋରିଆ(ପେସେଣ୍ଟ-୩୧)କୁ ନଜରରେ ରଖି ସୁପର୍ ସ୍ପ୍ରେଡର୍ ନ ହେବାକୁ କହିଲେ ସୁବ୍ରତୋ ବାଗଚୀ

ଭୁବନେଶ୍ୱର: ଓଡିଶାରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ହେବାର ଦିନକ ପରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଦକ୍ଷିଣ କୋରିଆର ଜଣେ ବୃଦ୍ଧ ମହିଳାଙ୍କ ଉଦାହରଣ ଦେଇ ଲୋକଙ୍କୁ ସତର୍କ କରାଇଛନ୍ତି । ସେ କହିଛନ୍ତି ଯେ, ଦକ୍ଷିଣ କୋରିଆର ‘ପେସେଣ୍ଟ -୩୧’ ଭଳି ସୁପର ସ୍ପ୍ରେଡର ହୁଅନ୍ତୁନି…

କରୋନା ଭୟ: କର କ୍ଲିନିକର ସଫେଇ କର୍ମଚାରୀ ହଟହଟା

ଭୁବନେଶ୍ୱର : ତୃତୀୟ କରୋନା ପଜିଭିଭ ରୋଗୀ ରାଜଧାନୀର କର କ୍ଲିନିକରେ ଚିକିତ୍ସିତ ହେଉଥିବାରୁ ଏଠାକାର କର୍ମଚାରୀମାନଙ୍କୁ ହଟହଟା ହେବାକୁ ପଡିଛି । ଶୁକ୍ରବାର ହସ୍ପିଟାଲର ୧୩ ଜଣ ସଫେଇ କର୍ମଚାରୀଙ୍କୁ ସେମାନେ ରହୁଥିବା ବସ୍ତିରେ ପଶିବାକୁ ଦିଆଯାଇ ନ ଥିଲା । ଏ ନେଇ ସେମାନେ ଭୁବନେଶ୍ୱର…

ଭୁବନେଶ୍ୱରର ଆଉ ୨ଟି ହୋଟେଲରେ ୩୦୦ ଟଙ୍କାରେ ମିଳିବ କ୍ୱାରେଣ୍ଟାଇନ ସୁବିଧା

ଭୁବନେଶ୍ୱର: ବିଏମସି(ଭୁବନେଶ୍ୱର ମହାନଗର ନିଗମ) ତରଫରୁ ବିଦେଶରୁ ଫେରିଥିବା ଲୋକଙ୍କ ପାଇଁ ହୋଟେଲ ଗୁଡିକରେ କ୍ୱାରେଣ୍ଟାଇନ ସୁବିଧା କରାଯାଇଛି । ତେବେେ ଉପଲବ୍ଧ କରାଯାଇଥିବା ପେ- ଆଣ୍ଡ-ୟୁଜ କ୍ୱାରେଣ୍ଟାଇନ ସୁବିଧା ସୂଚୀରେ ଆଉ ୨ଟି ହୋଟେଲ ସାମିଲ ହୋଇଛି । ଏହି ତାଲିକାରେ ସାମିଲ ହୋଇଥିବା…

ଦୂରଦର୍ଶନରେ ପୁନଃ ପ୍ରସାରଣ ହେବ ରାମାୟଣ !

ନୂଆଦିଲ୍ଲୀ: ରାମାୟଣ ଭଳି ପପୁଲାର ଟିଭି ସୋ'କୁ ପୁନଃ ପ୍ରସାରଣ କରିବ ଦୂରଦର୍ଶନ । କରୋନା ମହାମାରୀରେ ସୁଟିଂ ବନ୍ଦ ଥିବାରୁ ଅନେକ ଟିଭି ଚ୍ୟାନେଲ ଏବେ ପୁରୁଣା କଣ୍ଟେଣ୍ଟକୁ ଫେରୁଛନ୍ତି । Happy to announce that on public demand, we are starting retelecast of 'Ramayana'…

କରୋନା ଆତଙ୍କ: ପଜିଟିଭ୍ ସଂକ୍ରମିତଙ୍କ ସଂଖ୍ୟାରେ ଚୀନ, ଇଟାଲୀକୁ ଟପିଗଲା ଯୁକ୍ତରାଷ୍ଟ୍ର ଆମେରିକା !

ନ୍ୟୁୟର୍କ: ସାରା ବିଶ୍ୱରେ ଏବେ ୫୦୦,୦୦୦ ବ୍ୟକ୍ତି କରୋନା ସଂକ୍ରମିତ ବ୍ୟକ୍ତି ରହିଥିବା ବେଳେ କୋଟି କୋଟି ଜନସାଧାରଣ ଏବେ ଘରଭିତରେ ଲକଡ଼ାଉନ ଅବସ୍ଥାରେ ରହିବାକୁ ବାଧ୍ୟ ହୋଇଛନ୍ତି । ସଂକ୍ରମିତ ରୋଗୀମାନଙ୍କ ଚିକିତ୍ସା ନେଇ ଏବେ ବିଶ୍ୱବ୍ୟାପୀ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ଅଧିକାଂଶ…

ଲକଡାଉନ: ପ୍ରତିଦିନ ୪ ଲକ୍ଷ ଗରୀବ ଲୋକଙ୍କୁ ଖାଦ୍ୟ ଯୋଗାଇବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଅର୍ଥାତ୍ ମାର୍ଚ୍ଚ ୨୮ରୁ ପ୍ରତିଦିନ ୪ଲକ୍ଷରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇବେ ଦିଲ୍ଲୀ ସରକାର । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ହୋଇଥିବା ଲକଡାଉନକୁ ଦୃଷ୍ଟିରେ ରଖି…

କରୋନା ମୁକାବିଲା: ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ବ୍ୟାପକ ପଦକ୍ଷେପ

ଭୁବନେଶ୍ୱର: କରୋନା ଭୟରେ ସାରାଦେଶରେ ଲକ୍ ଡାଉନ ଘୋଷଣା ହୋଇଛି । ଅଯଥା ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଉଛି । ତେବେ ଏହି ସମୟରେ ଲୋକେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇବା ପାଇଁ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥି ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ଭାରତୀୟ ରେଳ ପକ୍ଷରୁ…

କରୋନା ମୁକାବିଲା: ଏମପିଲାଡରୁ ୧.୦୫ କୋଟିର ଫଣ୍ଡ ଜାରି କଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍-୧୯ ମୁକାବିଲା ପାଇଁ ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି  ଏମପିଲାଡ ପାଣ୍ଠିରୁ ୧.୦୫ କୋଟି ଟଙ୍କା କିଛି ଅତ୍ୟାବଶ୍ୟକ ଉପକରଣ କିଣିବା ଲାଗି ବିତରଣ କରିଛନ୍ତି । ଏନେଇ ବିଜେଡି ସାଂସଦ ଶୁକ୍ରବାର ଦିନ କେନ୍ଦ୍ରାପଡା ଜିଲ୍ଲାପାଳ ସାମର୍ଥ…

ତୃତୀୟ କରୋନା ପଜିଟିଭ ପରେ ଓଡିଶାରେ ସାମାଜିକ ସଂକ୍ରମଣ ଭୟ

ଭୁବନେଶ୍ୱର: ଓଡିଶାରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ସାମାଜିକ ସଂକ୍ରମଣ(Community Transmission)ର ଆଶଙ୍କା ଦେଖାଦେଇଥିବା ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରଜ ବାଗଚୀ କହିଛନ୍ତି । ମହାମାରୀର ପ୍ରଥମ ଚରଣରେ ବିଦେଶରୁ ଫେରିଥିବା ଲୋକଙ୍କ ଉପରେ ନଜର ରହିଥିଲା । କିନ୍ତୁ ପରେ…

କରୋନା ସଙ୍କଟ: ବିନା ପରୀକ୍ଷାରେ କ୍ଲାସ ପ୍ରମୋସନ ଦେବାକୁ ଓଡିଶା ସରକାରଙ୍କ ବିଚାର

ଭୁବନେଶ୍ୱର: ଲକଡାଉନ ଅବଧି ଶେଷ ହେବା ପରେ ସ୍ଥିତିର ସମୀକ୍ଷା କରାଯାଇ ସମସ୍ତ ପରୀକ୍ଷାକୁ ପୁନଃ ନିର୍ଦ୍ଧାରିତ କରାଯିବ ଏବଂ ପରୀକ୍ଷା ଆୟୋଜନ କରିବାର ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଶୁକ୍ରବାର ଦିନ କହିଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗର ସୂତ୍ର…