Latest Odisha News

BREAKING NEWS

Browsing Category

ଫିଚର

୨୭ ବର୍ଷ ପରେ ମିଳିଲା ନ୍ୟାୟ: ଟ୍ରିପଲ ମର୍ଡର ଘଟଣାରେ ତିନି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର:୨୭ ବର୍ଷ ପରେ ମିଳିଲା ନ୍ୟାୟ । ଭୁବନେଶ୍ୱର ଟ୍ରିପଲ ମର୍ଡର ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଆଜି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅତିରିକ୍ତି ଜିଲ୍ଲା ଜଜ୍ କୋର୍ଟ ଭୁବନେଶ୍ୱର ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି । ଆଜକୁ ୨୭ ବର୍ଷ ତଳେ ହୋଇଥିବା ଘଟଣାର ସମସ୍ତ…

ମାର୍ଶ, ୱାର୍ଣ୍ଣରଙ୍କ ବିସ୍ଫୋରକ ଶତକ: ଅଷ୍ଟ୍ରେଲିଆ ନିକଟରୁ ୬୨ ରନରେ ପରାସ୍ତ ହେଲା ପାକିସ୍ତାନ

ବାଙ୍ଗାଲୋର: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ମିଚେଲ ମାର୍ଶ ଓ ଡେଭିଡ ୱାର୍ଣ୍ଣରଙ୍କ ବିସ୍ଫୋରକ ଶତକ ପରେ ବୋଲରମାନଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ୬୨ ରନରେ ପାକିସ୍ତାନକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ ପ୍ରଦତ ୩୬୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ୪୫.୩ ଓଭରରେ…

ଏବେ ବି ବଜାରରେ ୧୦ ହଜାର କୋଟି ଟଙ୍କାର ୨୦୦୦ ନୋଟ ମହଜୁଦ ଅଛି : ଆରବିଆଇ

ନୂଆଦିଲ୍ଲୀ: ଏବେ ବି ବଜାରରେ ୧୦ ହଜାର କୋଟି ଟଙ୍କାର ୨୦୦୦ ନୋଟ ମହଜୁଦ ଅଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଖୁବ ଶୀଘ୍ର ଏହି ନୋଟଗୁଡିକ ଫେରି ଆସିବ ବୋଲି ସେ ଦୃଢ଼ ଆଶା ପୋଷଣ କରିଛନ୍ତି । ଏ ପର୍ଯ୍ୟନ୍ତ ୮୭ ପ୍ରତିଶତ ୨୦୦୦ ନୋଟ ବ୍ୟାଙ୍କ ଜମା ରୂପେ…

ବସ ଧର୍ମଘଟ ସ୍ଥଗିତ, ଆସନ୍ତାକାଲିଠୁ ସ୍ବାଭାବିକ ହେବ ସ୍ଥିତି

ଭୁବନେଶ୍ୱର: ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଡାକରା ଦିଆଯାଇଥିବା ଧର୍ମଘଟ ସ୍ଥଗିତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଧର୍ମଘଟ ଆନ୍ଦୋଳନ ସ୍ଥଗିତ ରହିଛି। 31 ଯାଏ ଆନ୍ଦୋଳନକୁ ସ୍ଥଗିତ ରଖିଛି ସଂଘ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆନ୍ଦୋଳନ ସ୍ଥଗିତ ରହିଛି ବୋଲି ସଂଘ…

ପାରା ଏସିଆନ ଗେମ୍ସ: ଭାରତୀୟ ଦଳର ଜଣେ ମହିଳା ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଆରମ୍ଭ ହେବାକୁ ଯାଉଥିବା ପାରା ଏସିଆନ ଗେମ୍ସରେ ଭାରତକୁ ଶୁକ୍ରବାର ଶକ୍ତ ଝଟକା ଲାଗିଛି । ଟିମ ଇଣ୍ଡିଆର ଜଣେ ମହିଳା ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଉକ୍ତ ଖେଳାଳିଙ୍କୁ କ୍ୱାରେଂଟାଇନରେ ରଖାଯାଇଛି । ଆୟୋଜକଙ୍କ ପକ୍ଷରୁ ଆବଶ୍ୟକୀୟ କରୋନା…

ପ୍ରମିଳା ବିଶୋଇଙ୍କ ପରେ ବିଧାୟକ ଦେବୀ ମିଶ୍ର ୫ଟି ସଚିବ ପାଣ୍ଡିଆନଙ୍କୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବରିଷ୍ଠ ବିଜେଡି ନେତା ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ବୋଲି କହିବା ରାଜନୈତିକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । ଯଦିଓ ବିଧାୟକ ଦେବୀ ମିଶ୍ର ନିଜ ଅଜାଣତରେ ଏହା କହିଛନ୍ତି ତଥାପି ଏହାକୁ ନେଇ ଚର୍ଚ୍ଚା ଜୋର…

ବିଜେପିକୁ ଭୋଟ ଦେବା ପାଇଁ ମୋଦି ଲେଖିଲେ ଚିଠି, କଂଗ୍ରେସ କହିଲା ହାରିବା ଭୟ ଘାରିଛି !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶରେ ରାଜନୈତିକ ବାତାବରଣ ସରଗରମ ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏମପିରେ ଟିକେଟ ବଣ୍ଟନକୁ ନେଇ ବିଜେପିରେ ବିଦ୍ରୋହ ଚାଲିଥିବା ବେଳେ ଏବେ କଂଗ୍ରେସ ୨୩୦ ସିଟ ମଧ୍ୟରୁ ୨୨୯ ସିଟ ପାଇଁ ପ୍ରାର୍ଥୀ ଘୋଷଣା…

ରାଜ୍ୟସ୍ତରୀୟ ଖୋ ଖୋ: ଉଦଘାଟନୀ ମୁକାବିଲାରେ ବାଲେଶ୍ୱର, ଭୁବନେଶ୍ୱର ବିଜୟୀ

ପୁରୀ: ସ୍ଥାନୀୟ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ ଗ୍ରାଉଣ୍ଡ ପରିସରରେ ୧୬ତମ ସବ ଜୁନିୟର ଓ ୧୨ ତମ ରାଜ୍ୟସ୍ତରୀୟ ଜୁନିୟର ଖୋ ଖୋ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଜୁନିୟର ବାଳକ ବିଭାଗର ଉଦଘାଟନୀ ମୁକାବିଲାରେ ଭୁବନେଶ୍ୱରକୁ ହରାଇ ବାଲେଶ୍ୱର ବିଜୟ ଅଭିଯାନ ଆରମ୍ଭ କରିଛି । ଅନ୍ୟ ମୁକାବିଲାରେ…

ପ୍ରିୟଙ୍କାଙ୍କ ଆଟାକ, ଗେହଲୋଟଙ୍କ ଚାଲ, ରାଜସ୍ଥାନରେ କଂଗ୍ରେସ ଖେଳୁଛି ମାଇଣ୍ଡଗେମ !

ଭୁବନେଶ୍ୱର: ରାଜସ୍ଥାନ ରାଜନୀତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଉଭୟ ଶାସକ କଂଗ୍ରେସ ଓ ବିଜେପି ପାଇଁ ସବୁଠୁ ଅଧିକ ଚିନ୍ତା ବଢାଇଛି ରାଜସ୍ଥାନ। ଏଭଳି ସ୍ଥିତିରେ ବିଜେପିର ଦଳୀୟ କନ୍ଦଳ ଓ ବିଦ୍ରୋହର ଫାଇଦା ନେବାକୁ କଂଗ୍ରେସ ବଡ଼ ଯୋଜନା କରିଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ…

ବିଜେପିର ଅଭିଯୋଗ, ବସ୍ ସେବା ଠପ୍ କରିବା ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଷଡଯନ୍ତ୍ର

ଭୁବନେଶ୍ୱର:ପାର୍ବଣରେ ଲୋକେ ଘରକୁ ଯିବାକୁ ବ୍ୟସ୍ତ । ହେଲେ ବସ ଧର୍ମଘଟ ଯୋଗୁ ବସ ଚଳାଚଳ ଠପ ହୋଇଯାଇଛି । ଲୋକେ ବସଷ୍ଟାଣ୍ଡରେ ବସି କାନ୍ଦୁଛନ୍ତି । ଲକ୍ଷ ଲକ୍ଷ ଯାତ୍ରୀ କାନ୍ଦୁଛନ୍ତି । ହେଲେ ରାଜ୍ୟ ସରକାର ଚୁପ । ରାଜ୍ୟବ୍ୟାପୀ ବସ୍ ସେବା ଠପ୍ ହେବା ରାଜ୍ୟ ସରକାରଙ୍କ ପ୍ରାୟୋଜିତ…