Latest Odisha News

BREAKING NEWS

Browsing Category

ଫିଚର

ଲୋକଙ୍କୁ ନାହିଁ ପିଇବା ପାଣି, ପ୍ରଚାର ସର୍ବସ୍ୱ ବିକାଶ କାହାଣୀ : ବିଜେପି

ଭୁବନେଶ୍ୱର:ଲୋକଙ୍କୁ ନାହିଁ ପିଇବା ପାଣି ।  ପ୍ରଚାର ସର୍ବସ୍ୱ ବିକାଶ କାହାଣୀ  । କେନ୍ଦ୍ର ସରକାର ପାନୀୟ ଜଳ ଯୋଗାଣ ପାଇଁ ଅନୁଦାନ ଦେଉଥିଲେ ହେଁ ରାଜ୍ୟ ସରକାର ଖର୍ଚ୍ଚ କରୁନାହାନ୍ତି । ଟଙ୍କା ଫେରି ଯାଉଛି, ଅଥଚ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ।   ରାଜ୍ୟ ସରକାରଙ୍କ ପାନୀୟ ଜଳ…

ବାଙ୍ଗାଲୋରରେ ଅଦିନିଆ ଝଡ ସୃଷ୍ଟି କଲେ ମିଚେଲ ମାର୍ଶ, ଡେଭିଡ ୱାର୍ଣ୍ଣର

ବାଙ୍ଗାଲୋର: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୬୮ ରନର ବିଶାଳ ଟାର୍ଗେଟ ରଖିଛି । ଏହି ମ୍ୟାଚରେ ମିଚେଲ ମାର୍ଶ ଓ ଡେଭିଡ ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ ବାଙ୍ଗାଲୋରରେ ଅଦିନିଆ ଝଡ ସୃଷ୍ଟି କରିଥିଲା । ପାକିସ୍ତାନର…

ପୂଜା ବୁଲିବାକୁ ଯାଉଥିଲେ ରାଜଧାନୀବାସୀଙ୍କ ଘର ଉପରେ ନଜର ରଖିବ ପୋଲିସ

ଭୁବନେଶ୍ବର : ପାର୍ବଣରେ ଦିନକୁ ଦିନ ଅପରାଧୀଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି  । ପ୍ରତିଦିନ ଚୋରି , ଡକାୟତି ଭଳି ଘଟଣା ସାମ୍ନାକୁ ଆସୁଛି । ଅପରାଧୀଙ୍କୁ ଧରିବା ଯେପରି ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଚ ପାଲଟିଛି । ଅପରାଧୀଙ୍କ ଦମନ ପାଇଁ ପୋଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି…

ଏମ୍‌ସ ଭୁବନେଶ୍ୱରରେ ଇ-ପେମେଣ୍ଟ ବ୍ୟବସ୍ଥା ଆରମ୍ଭ, ଭିଡରୁ ମିଳିବ ମୁକ୍ତି

ଭୁବନେଶ୍ୱର: ତ୍ବରାନ୍ବିତ ରୋଗୀସେବା ନିମନ୍ତେ ଅଭିନବ ପଦକ୍ଷେପ । ବିଲିଂ କାଉଣ୍ଟର୍‌ରେ ଦୀର୍ଘ ସମୟ ପାଇଁ ଆଉ ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିବାକୁ ପଡିବନି । ଏନେଇ ଏମ୍‌ସ ଭୁବନେଶ୍ୱରରେ ଆଜି ଇ-ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଏଣିକି ଘରୁ ଥାଇ ମଧ୍ୟ ବିଭିନ୍ନ ପରୀକ୍ଷା ନିମନ୍ତେ…

ସାଥୀଙ୍କ ନିକଟରୁ ଅଲଗା ହେଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା

ରୋମ: ଇଟାଲୀର ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲାନୀ ତାଙ୍କ ପତ୍ରକାର ସାଥୀ ଆଣ୍ଡ୍ର‌୍ୟୁ ଜିିଓମ୍ବ୍ରୁନୋଙ୍କଠାରୁ ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତି । ଫଳରେ ୧୦ ବର୍ଷର ସମ୍ପର୍କ ଏବେ ଚ୍ଛିନ୍ନ ହୋଇଛି । ୪୬ ବର୍ଷୀୟର ମେଲାନୀ କିଛି ଦିନ ତଳେ ଅବଶ୍ୟ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଆମ ରାସ୍ତା…

ୱାଇଡ ବଲ ନ ଦେଇ ଚର୍ଚ୍ଚାରେ ଅମ୍ପାୟର ରିଚାର୍ଡ କ୍ୟାଟେଲବର

ପୁଣେ: ବିଶ୍ୱକପ କ୍ରିକେଟରେ ଗୁରୁବାର ଭାରତ ବିରାଟ କୋହଲିଙ୍କ ଶତକ ବଲରେ ବାଂଲାଦେଶକୁ ସହଜରେ ପରାସ୍ତ କରିଛି । ଏହି ମ୍ୟାଚରେ କୋହଲି ବ୍ୟାଟିଂ କରୁଥିବା ବେଳେ ଅମ୍ପାୟର ରିଚାର୍ଡ କ୍ୟାଟେଲବରଙ୍କ ଏକ ନିଷ୍ପତି ଚର୍ଚ୍ଚାର କାରଣ ସାଜିଛି । ୪୧ ଓଭର ଶେଷ ବେଳକୁ ଭାରତ ୩ ୱିକେଟ ବିନିମୟରେ ୨୫୫ ରନ…

ଜନ୍ମମାଟିରେ ଓଡିଆ ପୁଅ କିଶୋର ଜେନାଙ୍କୁ ଭବ୍ୟ ସ୍ବାଗତ: ମହାପ୍ରଭୂଙ୍କୁ ଦର୍ଶନ ସହ କଲେ ଆଶିଷ ଭିକ୍ଷା

ପୁରୀ: ଶ୍ରୀକ୍ଷେତ୍ର ମାଟିରେ ଜାଭଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରିଥିବା ଓଡିଆ ପୁଅ କିଶୋର ଜେନା । ଆଜି ଶ୍ରୀକ୍ଷେତ୍ର ମାଟିରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତଥା ପୁରୀର ଅଗଣିତ କ୍ରୀଡା ପ୍ରେମୀ ଓ ସଂଗଠକ ମାନଙ୍କ ପକ୍ଷରୁ କିଶୋରଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପରେ ମହାପ୍ରଭୁ…

ଗଜପତିବାସୀଙ୍କୁ ମିଳିଲା ଲକ୍ଷ୍ମୀ ବସ୍ ସେବା: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ , କହିଲେ ଯୋଗାଯୋଗ ବିକାଶର ଆଧାର

ଗଜପତି : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ଏଥିରେ ମିଶନ…

ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲାଯିବା ଠିକ ସମୟ: ଗଜପତି ମହାରାଜା

ପୁରୀ:ରତ୍ନ ଭଣ୍ଡାର ଖୋଲିବ ବୋଲି କହିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ।ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ରତ୍ନ ଭଣ୍ଡାର ଖୋଲିବ । ଉଭୟେ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗଣତି କରାଯିବ ବୋଲି କହିଛନ୍ତି ଗଜପତି ମହାରାଜ । ଏ ନେଇ ଏକ ପ୍ରେସ ରିଲିଜ ଜାରି…

ମାଲିକ ସଂଘରେ ଫାଟ ନାହିଁ : ଘରୋଇ ବସ୍ ମାଲିକ ସଂଘ ସାଧାରଣ ସଂପାଦକ

ଭୁବନେଶ୍ବର: ଆଜି ଘରୋଇ ବସ୍ ଧର୍ମଘଟ ଜାରି ରହିଥିବା ବେଳେ କେତେକ ସ୍ଥାନରେ ବସ୍ ଚଳାଚଳ କରୁଥିବାର ଖବର ସାମ୍ନାକୁ ଆସିଛି । ବାଲେଶ୍ବର ଜିଲ୍ଲାରେ କିନ୍ତୁ ବସ୍ ଧର୍ମଘଟର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି । ବାଲେଶ୍ୱରରେ ଗୋଟିଏ ସଂଘ ରାଜ୍ୟ ଘରୋଇ ବସ ମାଲିକ ସଂଘର ଧର୍ମଘଟ ଡାକରାକୁ…