Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶା ସ୍ୱାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲଡିଂ ଉଦଘାଟିତ

ଭୁବନେଶ୍ୱର: ଓଡ଼ିଶା ସ୍ୱାସ୍ଥ୍ୟବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍‌ଡିଂ ଉଦଘାଟିତ । ଏହାକୁ ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏହି ଅବସରରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟର ସୁପରିଚାଳନା ପାଇଁ ଇ-ଅଫିସ୍‌ ଉଦଘାଟିତ ହେବା ସହ ପ୍ରଥମ କାର୍ଯ୍ୟନିର୍ବାହୀ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ଆଇଏମଡିର ସତର୍କ ସୂଚନା

ଭୁବନେଶ୍ୱର:ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡଘଡି ସହ ବର୍ଷା ସମ୍ଭାବନା ଥିବା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ସୂଚନା ଦେଇ କହିଛି,…

କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରବା ପାଇଁ ଜିଲ୍ଲା ସଭାପତିଙ୍କୁ ଦାୟିତ୍ୱ: ଶରତଙ୍କ ପଦକ୍ଷେପକୁ ପ୍ରଶଂସା କଲେ…

ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ । ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଗଲାଣି ଉଦ୍ୟମ । ଦଳ ଖୋଜୁଛି ଉପଯୁକ୍ତ ପ୍ରାର୍ଥୀ । ପ୍ରାର୍ଥୀ ତାଲିକା ପଠାଇବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଜିଲ୍ଲା ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ଅନୁସାରେ ପ୍ରାର୍ଥୀ…

ବୃଦ୍ଧି ପାଉଛି ଅଶୋଧିତ ତୈଳ ଦର, ଚିନ୍ତାରେ ସାଧାରଣ ଜନତା

ଭୁବନେଶ୍ବର: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଭିତରେ ବଢୁଛି ତେଲ ଦର । ଆଗକୁ ଅଶୋଧିତ ତୈଳ ଦର ଆହୁରି ବଢିବା ନେଇ ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ବଜାରରେ ବର୍ତ୍ତମାନ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୯୧.୬୮ ଡଲାର ରହିଛି । ଯାହା ଏବେ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବିନ୍ଧାର ବିଷୟ ପାଲଟିଛି।…

କ୍ୟାପିଟାଲ ହସ୍ପିଟାଲ ଲ୍ୟାବରୁ ୬୦ ଲକ୍ଷ ଟଙ୍କାର ଟେକ୍ନିକାଲ ସାମଗ୍ରୀ ଚୋରି

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ଲ୍ୟାବରୁ ଟେକ୍ନିକାଲ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ଆସିଛି। ପାଖାପାଖି ୬୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା କୁହାଯାଉଛି। ଚୋରି ବେଳେ ସିଟିଟିଭିରେ କଏଦ ହୋଇଛି ଦୃଶ୍ୟ। ଏଠାରେ ସୁଇପର ଏବଂ ସିକ୍ୟୁରିଟି ଗାର୍ଡଙ୍କ ଜରିଆରେ ଚୋରି ହୋଇଥିବା…

ଗଜପତିଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ: ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ଗଜପତି, ଅଢେଇ ମାସ ତଳେ ସରକାରଙ୍କୁ…

ପୁରୀ: ରତ୍ନଭଣ୍ଡାରକୁ ନେଇ ତେଜିଲା ରାଜନୀତି । ଗଜପତିଙ୍କୁ ଭେଟି ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି ଜଣାଇଲା ବିଜେପି । ଆଜି ଗଜପତି ଦିବ୍ୟ ସିଂହ ଦେବଙ୍କୁ ଭେଟିଥିଲେ  ବିଜେପି ପ୍ରତିନିଧି ମଣ୍ଡଳୀ । ଗଜପତିଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖି, ବିଜେପି ରାଜ୍ୟ ପୂର୍ବତନ ସଭାପତି କହିଛନ୍ତି,…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ତୁରନ୍ତ ହେବ ଜମିଜମା ସମସ୍ୟାର ସମାଧାନ

ଭୁବନେଶ୍ବର: ବର୍ଷ ବର୍ଷର ଜମିଜମା ସମସ୍ୟାର ହେବ ତୁରନ୍ତ ସମାଧାନ । ଦୂର ହେବ ଲୋକଙ୍କ ଜମି ପଟ୍ଟା ଜନିତ ସମସ୍ୟା । ରାଜ୍ୟର ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ। ପୂର୍ବରୁ…

ପ୍ରଥମଥର ପାଇଁ ବାଘ ଓ ହାତୀ ଗଣନା କରିବେ ରାଜ୍ୟ ସରକାର

ଭୁବନେଶ୍ବର: ନଭେମ୍ବର ୧ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବାଘ ଗଣନା  । ପ୍ରଥମଥର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଗଣନା କାର୍ଯ୍ୟ ଆରମ୍ଭ ହେବ  । କେନ୍ଦ୍ରର ତଥ୍ୟ ସହ ମେଳ ଖାଉନଥିବାରୁ ପ୍ରଥମ ଥର ପାଇଁ ନିଜସ୍ୱ ଉଦ୍ୟମରେ ବାଘ ଗଣିବେ ରାଜ୍ୟ ସରକାର । ଏ ନେଇ ସୂଚନା ଦେଇଛନ୍ତି…

ବିଭିନ୍ନ ଦାବି ନେଇ ଶ୍ରୀକ୍ଷେତ୍ର ଚିତ୍ରକାର ମହାସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପୁରୀ: ପୁରୀ ଜିଲ୍ଲା ଶ୍ରୀକ୍ଷେତ୍ର ଚିତ୍ରକାର ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ବର୍ଷ ହେବ ମହାସଂଘର ସଭ୍ୟମାନେ ପୁରୀ ସହର, ପୁରୀ ଜିଲ୍ଲା ତଥା ବ୍ଲକର କୋଣ ଅନୁକୋଣରେ ରହି ଚିତ୍ରଶିଳ୍ପୀ ଭାବରେ କାର୍ଯ୍ୟ କରୁଛନ୍ତି। ବିବାହ, ବ୍ରତଘରରେ ଚିତ୍ର ଆଙ୍କିବା…