Latest Odisha News

BREAKING NEWS

Browsing Category

ଫିଚର

ମହାଶିବରାତ୍ରୀ: ସୁବାସିତ ଫୁଲ, ରଙ୍ଗୀନ ଆଲୋକମାଳାରେ ଝଟକୁଛି ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ମହାଶିବରାତ୍ରୀ ଉପଲକ୍ଷେ ପ୍ରସିଦ୍ଧ ଏକାମ୍ରକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶିବରାତ୍ରୀ ଉତ୍ସବ ଲାଗି ୨୦ ପ୍ରକାର ସୁବାସିତ ଫୁଲରେ ସଜ୍ଜିତ ହୋଇଛି ମନ୍ଦିର । ପ୍ରାୟ ୧୫ ଲକ୍ଷ ଟଙ୍କାର ସୁବାସିତ ଫୁଲରେ ସଜା ହୋଇଛି ମନ୍ଦିର, ରଙ୍ଗୀନ ଆଲୋକମାଳା…

ବାଙ୍କୀ ଡବଲ ମର୍ଡର ଘଟଣାର ମାଷ୍ଟର ମାଇଣ୍ଡ ଥାନାରେ ଅଟକ

କଟକ: ବାଙ୍କୀ ନିକଟରେ ସ୍ଥାନୀୟ କଂଗ୍ରେସ ନେତା ଭଗବାନ ସ୍ୱାଇଁ(୫୦) ଓ ସାମ୍ବାଦିକ ଆଦିତ୍ୟ କୁମାର ରଣସିଂହ(୩୫)ଙ୍କୁ ନିର୍ମମ ଭାବେ ହତ୍ୟା କରିବାର ୫ଦିନ ପରେ ସଦର ପୋଲିସ ଘଟଣାର ମାଷ୍ଟର ମାଇଣ୍ଡ ସହିତ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି । କଟକ ସଦର ଏସପି ରାଧାବିନୋଦ ପାଣିଗ୍ରାହୀ…

ଫ୍ରେଞ୍ଚ୍ ଓପନରୁ ଓହରିଲେ ଫେଡେରର

ବେସେଲ:ସ୍ୱିଜରଲାଣ୍ଡର ଷ୍ଟାର ଖେଳାଳୀ ରୋଜର ଫେଡେରର ଆଘାତ ସମସ୍ୟା ଯୋଗୁ ଫ୍ରେଞ୍ଚ୍  ଓପନରୁ ଓହରି ଯାଇଛନ୍ତି । ୩୮ ବର୍ଷୀୟ ଫେଡେରର ଡାହାଣ ଆଣ୍ଠୁ ସମସ୍ୟାରେ ପଡିବାରୁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଡାକ୍ତର ତାଙ୍କୁ ୩/୪ ମାସ ବିଶ୍ରାମ ପରାମର୍ଶ ଦେଇଛନ୍ତି । ଗତବର୍ଷ ସେ ଫ୍ରେଂଚ…

କରୋନା: ଧାମରା ବନ୍ଦରରେ ହଂକଂ ଜାହାଜ; ସ୍ଥାନୀୟ ଲୋକେ ଆତଙ୍କିତ

ଭଦ୍ରକ: ଭଦ୍ରକର ଧାମରା ବନ୍ଦରରେ ଦୁଇଟି ହଂକଂ ଜାହାଜ ଲାଗିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଜାହାଜର ଚାଳକ ସଦସ୍ୟ କରୋନା ସଂକ୍ରମିତ ଥିବା ନେଇ ଆଶଙ୍କା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଏହି ଦୁଇଟି ଜାହାଜ ବାଙ୍ଗଲାଦେଶର ଚଟଗାଁ ଦେଇ ଓଡିଶାରେ ପହଂଚିଛନ୍ତି ।…

କରୋନା ଉପରେ ବୈଜ୍ଞାନିକଙ୍କ ବଡ ସଫଳତା; ଅତିଶୀଘ୍ର ଆସିବ ପ୍ରତିଷେଧକ ଟିକା !

ନୂଆଦିଲ୍ଲୀ: ଚୀନରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ି ବଢ଼ି ଚାଲିଛି । ଚୀନର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ଦୁନିଆର ୨୮ଟି ଦେଶରେ ବ୍ୟାପି ସାରିଲାଣି । ଚୀନ ବାହାରେ ମଧ୍ୟ ଅନେକ ଦେଶରେ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଏହା ମଧ୍ୟରେ ଆମେରିକୀୟ ବୈଜ୍ଞାନିକ କରୋନା…

ପୁଣି ଚର୍ଚ୍ଚାରେ ‘ଗୋଲ୍ଡେନ୍ ବାବା’; ବାବାଙ୍କ ଆର୍ଥିକ ଦେଣନେଣ ତଦନ୍ତ କରିବ ଇଡ଼ି !

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ଗିରଫ ହୋଇଥିବା ଗୋଲ୍ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କ ଆର୍ଥିକ ଦେଣନେଣ ସଂକ୍ରାନ୍ତୀୟ କାର୍ଯ୍ୟକଳାପର ଦଦନ୍ତ କରିବ । କମିଶନରେଟ ପୋଲିସ ୨୦୧୮ ଡ଼ିସେମ୍ବର ୩୧ରେ ଠକେଇ ଅଭିଯୋଗରେ ତାଙ୍କୁ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗିରଫ…

ଜାଗର ଉପଲକ୍ଷେ ଆରଡ଼ି ଆଖଣ୍ଡଳମଣିପୀଠ ଚଳଚଞ୍ଚଳ; ରାତି ୪ଟାରେ ଉଠିବ ମହାଦୀପ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ିଠାରେ ଥିବା ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାତି ପାହିଲେ ଆରଡ଼ି ପୀଠରେ ଶିବରାତ୍ରୀ ଉତ୍ସବ, ତେଣୁ ଓଡ଼ିଶାର ଏହି ପ୍ରସିଦ୍ଧ ଶୈବ ପୀଠ ଚଳଚଞ୍ଚଳ ହୋଇ ଉଠିଛି । ଆରଡ଼ିସ୍ଥିତ…

ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନଙ୍କ ନାକ, ପାଟିରୁ ରକ୍ତ ବାହାରିଲା

ନୂଆଦିଲ୍ଲୀ: ତିହାର ଜେଲରେ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ମଧୁମେହ ଓ ଉଚ୍ଚରକ୍ତଚାପ ରୋଗରେ ସେ ପୀଡିତ । ତାଙ୍କ ନାକରୁ ଓ ପାଟିରୁ ରକ୍ତ ବାହାରିବାରୁ ମେଡିକାଲ ଚେକ୍‌ଅପ କରାଯାଇଥିଲା । ତେବେ ଏହାର ରିପୋର୍ଟ ସାମ୍ନାକୁ ଆସି…

ସୁନ୍ଦର କାରୁକାର୍ଯ୍ୟର ରୂପ ନେଲା ରେଳଡବାର ଅବ୍ୟବହୃତ ସାମଗ୍ରୀ !

ଭୁବନେଶ୍ୱର: ଭୁବନେଶ୍ୱର ମଂଚେଶ୍ୱର ରେଳଡବା ମରାମତି କାରଖାନାରେ ରେଳ ଇଞ୍ଜିନର ଅବ୍ୟବହୃତ ସରଞ୍ଜାମ ଗୁଡିକୁ ଉପଯୋଗ କରି ସୁନ୍ଦର କଳାକୃତିର ରୂପ ଦିଆଯାଇଛି । ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନା ଠାରେ ଦେଶର ପ୍ରଥମ ବର୍ଜ୍ୟବସ୍ତୁରୁ ଉର୍ଜା ବା ଇନ୍ଧନ…

ଆସିଲା ‘ଅଂଗ୍ରେଜୀ ମିଡିୟମ’ର ଇମୋସନାଲ ଗୀତ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ରିଲିଜ ହୋଇଛି ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’ର ନୂଆ ଗୀତ ‘ଏକ ଜିନ୍ଦଗୀ’ । ଏହି ଗୀତରେ ଝିଅର ବିଦେଶରେ ଯାଇ ପାଠ ପଢ଼ିବା ସ୍ବପ୍ନକୁ ବାପା କିଭଳି ପୂରଣ କରିବାକୁ ଚେଷ୍ଟା କରୁଛି ତାହା ଦେଖିବାକୁ ମିଳିଛି । ଏହା ଏକ ଇମୋସନାଲ ଗୀତ । ଏହି ଗୀତକଟିକୁ ତନିସ୍କା ସଂଘବୀ ଗାଇଥିବା ବେଳେ…