Latest Odisha News

BREAKING NEWS

Browsing Category

ଫିଚର

ମାର୍ଚ୍ଚ ୨୮ରୁ ଗଡିବ ଶ୍ରୀ ରାମାୟଣ ଏକ୍ସପ୍ରେସ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୨୮ରୁ ଦିଲ୍ଲୀରୁ ଗଡିବ ଶ୍ରୀ ରାମାୟଣ ଏକ୍ସପ୍ରେସ୍ । ରେଳବାଇ ପକ୍ଷରୁ ଚଳାଚଳ କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନ୍‌ରେ ମୋଟ ୧୦ଟି ବଗି ରହିବ । ଏଥିମଧ୍ୟରୁ ୫ଟି ନନ୍‌-ଏସି ସ୍ଲିପର କ୍ଳାସ ଓ ୫ଟି ୩ ଟାୟର ଏସି କୋଚ ରହିବ । ଏଥିରେ ଯେଉଁମାନେ ଯାତ୍ରା…

ମଜମୁଦାରଙ୍କ ଅପରାଜିତ ଶତକ: ବେଙ୍ଗଲ ୩୦୮/୬

କଟକ: ଏଠାରେ ଚାଲିଥିବା ଦ୍ୱିତୀୟ କ୍ୱାର୍ଟରଫାଇନାଲର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ବିପକ୍ଷରେ ବେଙ୍ଗଲ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ବିନିମୟରେ ୩୦୮ ରନ ସଂଗ୍ରହ କରିଛି । ଓଡିଶା ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁଁ ବେଙ୍ଗଲ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।…

ପର୍ଣ୍ଣ ଷ୍ଟାର ହେଲେ ଓସ୍କାର ବିଜେତା ଷ୍ଟିଭେନ୍ ସ୍ପିଲବର୍ଗଙ୍କ ଝିଅ

ଲଣ୍ଡନ: ୧୧ ଓସ୍କାର ବିଜେତା ଫିଲ୍ମ କରିଥିବା ଷ୍ଟିଭେନ ସ୍ପିଲବର୍ଗଙ୍କ ଝିଅ ପର୍ଣ୍ଣ ଷ୍ଟାର! ଏହା ଆଶ୍ଚର୍ଯ୍ୟ ହେଲେ ବି ସତ । ୨୩ ବର୍ଷୀୟ ମିକାଇଲ ସ୍ପିଲବର୍ଗ ନିଜେ ଏହା ସ୍ୱୀକାର କରିଛନ୍ତି । ବାପା ଓ ମାଆ (କେଟ) ନ ପଚରାରିବାରୁ ବାଧ୍ୟ ହୋଇ ଏହି ପନ୍ଥା ଆପଣାଇ ନେଲି ବୋଲି ସେ କହିଛନ୍ତି ।…

ପ୍ରଥମ ଥର ଲିଙ୍ଗାୟତ ମଠର ମୁଖ୍ୟ ପୂଜାରୀ ହେବେ ଜଣେ ମୁସଲମାନ

ହୁବଳୀ: ଉତ୍ତର କର୍ଣ୍ଣାଟକର ଗଡଗ ଜିଲ୍ଲାରେ ସ୍ଥିତ ଲିଙ୍ଗାୟତ ମଠରେ ଜଣେ ମୁସଲିମ ବ୍ୟକ୍ତିକୁ ମୁଖ୍ୟ ପୂଜାରୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ୩୩ ବର୍ଷୀୟ ଦିବାନ ଶରୀଫ ରହମାନସାବ ମୁଲ୍ଲାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ସେ ୨୬ ଫେବୃଆରୀରେ ପୂଜକ ପଦ ଗ୍ରହଣ କରିବେ । ନଭେମ୍ବର ୧୦, ୨୦୧୯…

ବେଧଡକ ଚାଲିଛି ଅପମିଶ୍ରଣ, କ୍ଷୀରରେ ମିଶୁଛି ସାମ୍ପୁ, ସ୍ପିରିଟ୍‌

ମଧ୍ୟପ୍ରଦେଶ: କ୍ଷୀରରେ ମିଶୁଛି ସାମ୍ପୁ । କେବଳ ସେତିକି ନୁହେଁ ସ୍ପିରିଟ୍‌ରେ ତିଆରି ହେଉଛି କ୍ଷୀର । ଏଭଳି ଏକ ସାଂଘାତିକ ସତ ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରୁ । ଏଠାରେ ନକଲି କ୍ଷୀର ତିଆରି କରାଯାଉଥିବା ନେଇ ପୋଲିସ ଚଢ଼ାଉ ବେଳେ ଜଣାପଡିଛି । ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲା…

ସ୍କୁଲରେ ଶ୍ରମିକଙ୍କ ପରି କାମ କରୁଥିଲେ ଛାତ୍ର; ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଲା ଭିଡ଼ିଓ

ବ୍ରହ୍ମପୁର: ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଏକ ଘରୋଇ ସ୍କୁଲରେ ଛାତ୍ରମାନେ ଶ୍ରମିକଙ୍କ ପରି କାର୍ଯ୍ୟ କରୁଥିବା ଦୃଶ୍ୟର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡ଼ିଓରେ କିଛି ଛାତ୍ରମାନେ ଏକ ନିର୍ମାଣାଧୀନ ବିଲ୍ଡିଂ ପାଖରେ ଇଟା ବୋହୁଥିବାଥିବାର ଦୃଶ୍ୟ ରହିଛି…

ବାଙ୍କୀ ଡବଲ ମର୍ଡର: କ୍ରାଇମବ୍ରାଂଚ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର: ବାଙ୍କୀ ଡବଲ ମର୍ଡର ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଦାବି କରିଛି କଂଗ୍ରେସ । ଫେବୃଆରୀ ୧୫ ତାରିଖରେ ଜୋକଲାଞ୍ଜି ଡ୍ୟାମ ନିକଟରେ ନୂଆଗାଁ ସରପଂଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ(୫୦) ଓ ତାଙ୍କ ସହଯୋଗୀ ତଥା ଯୁବ ସାମ୍ବାଦିକ ଆଦିତ୍ୟ କୁମାର ରଣସିଂହ(୩୫)ଙ୍କୁ ଦୁର୍ବୃତ୍ତମାନେ ହତ୍ୟା…

ପିଓକେରେ ୧୫ରୁ ୨୦ଟି ଆତଙ୍କବାଦୀ ଶିବିର ରହିଛି: ସେନାମୁଖ୍ୟ

ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀରରେ ଏବେ ୧୫ରୁ ୨୦ଟି ଆତଙ୍କବାଦୀ ଶିବିର ରହିଛି । ଏଥିରେ ପ୍ରାୟ ୨୫୦ ରୁ ୩୫୦ ଜଣ ଆତଙ୍କବାଦୀ ରହିଛନ୍ତି ବୋଲି ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ କହିଛନ୍ତି । Army chief General Manoj Mukund Naravane: There are 15-20…

ଅଭିନୟ ଜଗତରେ ପାଦ ଥାପିବେ କ୍ରିକେଟ ବାଦଶାହା ଯୁବରାଜ ସିଂ..

ମୁମ୍ବାଇ: କ୍ରିକେଟ ଫିଲଡ଼ରେ ନିଜ ପାରଙ୍ଗମତା ଦେଖାଇବା ପରେ ଏବେ ସିନେମା ଆଡକୁ ମୁଁହାଇଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ । କ୍ରିକେଟରୁ ସନ୍ୟାସ ନେବା ପରେ ବିଭିନ୍ନ ଏବେ କ୍ରିକେଟ ଛାଡି ଅଭିନୟ ଜଗତରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ୟୁବି। ସ୍ତ୍ରୀ ହେଜେଲ କିଚ୍‌…

କପି କରିବାକୁ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଇ ପ୍ରିନ୍ସପାଲ ଗିରଫ

ଲକ୍ଷ୍ନୌ: ପରୀକ୍ଷାରେ କପି କରିବାକୁ ଟିପ୍ସ ଦେଇ ଜଣେ ପ୍ରିନ୍ସପାଲ ଗିରଫ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ମାଉ ଅଚଂଳରେ । ପରୀକ୍ଷାର୍ଥୀଙ୍କୁ ଭଲ ନମ୍ବର ରଖିବା ପାଇଁ ଖାତାରେ ଶହେ ଟଙ୍କିଆ ନୋଟ୍ ରଖିବାକୁ ପ୍ରିନ୍ସପାଲ ପ୍ରବୀଣ ମଲ୍ଲ ପରାମର୍ଶ ଦେଇଥିଲେ । ଏହାର ଏକ ଭିଡିଓ…