Latest Odisha News

BREAKING NEWS

Browsing Category

ଫିଚର

ଏଟିଏମରେ ଟଙ୍କା ଡିପୋଜିଟ୍ ନାଁରେ ୪୫ ଲକ୍ଷ ଟଙ୍କା ହଡପ: ସିଏମଏସ୍ ଇନଫୋ ସିଷ୍ଟମର କ୍ୟାସ୍ ଡିପୋଜିଟର ଦୀପକ ପାଢୀ…

ବ୍ରହ୍ମପୁର : ଏଟିଏମରେ ଟଙ୍କା ଡିପୋଜିଟ୍ ନାଁରେ ୪୫ ଲକ୍ଷ ଟଙ୍କା ହଡପ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋପାଳପୁର ଅଞ୍ଚଳରେ  । ଘଟଣାରେ ସିଏମଏସ୍ ଇନଫୋ ସିଷ୍ଟମର କ୍ୟାସ୍ ଡିପୋଜିଟର ଦୀପକ ପାଢୀଙ୍କୁ ପୋଲିସ ଗିରଫ କରିଛି । ବିଭିନ୍ନ ବ୍ୟାଙ୍କ ଏଟିଏମରେ ଟଙ୍କା…

ଲୁଟ୍ ଅଭିଯୋଗ କରିବାକୁ ଆସିଥିବା ଯୁବକ ନିଜେ ଲୁଟେରା: ଗିରଫ କଲା ପୋଲିସ

ଭୁବନେଶ୍ବର : ନିଜେ ଲୁଟି ଲୁଟ୍ ଅଭିଯୋଗ  । ଅଭିଯୁକ୍ତ ଯୁବକ ଗିରଫ  । ୩.୩୩ ଲକ୍ଷ ଲୁଟିଥିବା ଜଣେ କମ୍ପାନୀ ଏଜେଣ୍ଟ ଙ୍କୁ ପୋଲିସ ଗିରଫ କରିଛି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ତମାଣ୍ଡୋ ଅଞ୍ଚଳରେ । ସୂଚନା ମୂତାବକ ଆଇଟିସି କମ୍ପାନୀର ଜଣେ ଏଜେଣ୍ଟ ୩.୩୩ ଲକ୍ଷ ଟଙ୍କା ଆଦାୟ…

ଭାଣିଜିଙ୍କ ଡେବ୍ୟୁ ଫିଲ୍ମ ‘ଫରେ’ର ପୋଷ୍ଟର ସେୟାର କଲେ ବଲିଉଡ଼ ଭାଇଜାନ

ମୁମ୍ବାଇ: ବଲିଉଡ଼ରେ ଡେବ୍ୟୁ କରୁଛନ୍ତି ଭାଇଜାନ ସଲମାନ ଖାନଙ୍କ ଭାଣିଜି ଅଲିଜେହ ଅଗ୍ନିହୋତ୍ରୀ। ସଲମାନଙ୍କ ପ୍ରଡକ୍ସନ କମ୍ପାନୀରେ ନିର୍ମିତ ଫିଲ୍ମ ‘ଫରେ’ ସହିତ ଆଲିଜେହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମକୁ ନିର୍ଦ୍ଦେଶନ ଦେଇଛନ୍ତି ଓଡ଼ିଆ ନିର୍ଦ୍ଦେଶକ। ନିକଟରେ ଫିଲ୍ମର…

ଆଇଫୋନ ହ୍ୟାକ୍ ଉଦ୍ୟମ ହେଉଥିବା ଅଭଯୋଗ ଆଣିଲେ ବିରୋଧୀ : ପ୍ରତିକ୍ରିୟା ରଖିଲା ଆପଲ୍

ନୂଆଦିଲ୍ଲୀ: ବିରୋଧୀ ନେତାଙ୍କ ଫୋନ ହ୍ୟାକିଂ ହେଉଛି । ଏମିତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଶଶି ଥରୁର, ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ ଏବଂ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓବେସୀଙ୍କ ସମେତ ଅନେକ ନେତା । ଏମାନଙ୍କର ଅଭିଯୋଗ ଯେ, ସେମାନଙ୍କର ଫୋନ ହ୍ୟାକିଂ ହେଉଛି । ଏପରିକି…

ଦ୍ବାରଶୁଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ କଣ୍ଟେନର : ଚମ୍ପଟ ମାରିଲା ଡ୍ରାଇଭର

ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିରେ ଅଭାବନୀୟ ଘଟିଛି  । ଗୋରୁ ବୋଝେଇ କଣ୍ଟେନର ଓଲଟି ୩୦ ଗୋରୁଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କଣ୍ଟେନରରେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ହେଉଥିବାବେଳେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ…

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ଏଣିକି ବିନା ଭିସାରେ ଯାଇହେବ ଥାଇଲ୍ୟାଣ୍ଡ

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଖୁସି ଖବର। ଏଣିକି ଥାଇଲ୍ୟାଣ୍ଡ ଯିବାକୁ ହେଲେ ଦରକାର ପଡ଼ିବନି ଭିଜା। ଭାରତୀୟମାନେ ୩୦ ଦିନ ପାଇଁ ବିନା ଭିସାରେ ଥାଇଲ୍ୟାଣ୍ଡ ପରିଦର୍ଶନ କରିବାକୁ ସକ୍ଷମ ହେବେ। ଏହା ଆସନ୍ତା ମାସରୁ ଆରମ୍ଭ ହେବ ଏବଂ ଏହି ସୁବିଧା ଆସନ୍ତା ବର୍ଷ ମେ' ପର୍ଯ୍ୟନ୍ତ ଚାଲିବ।…

ଏଥର ଶହେ ପ୍ରତିଶତ ରେଜଲ୍ଟକୁ ଗଣଶିକ୍ଷା ବିଭାଗର ଟାର୍ଗେଟ: କେମିତି ପଢିବ ପିଲାଙ୍କୁ ଦେଲା ଟିପ୍ସ

ଭୁବନେଶ୍ୱର: ଆସୁଛି ମାଟ୍ରିକ ପରୀକ୍ଷା । ପିଲମାନଙ୍କ ରେଜଲ୍ଟକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କିପରି ଶହେ ପ୍ରତିଶତ ରେଜଲ୍ଟ ହେବ ସେଥିପାଇଁ ଗଣଶିକ୍ଷା ବିଭାଗ ଆଜିଠାରୁ ପିଲାମାନଙ୍କୁ ପରାମର୍ଶ ଦେବା ଆରମ୍ଭ କରିଛି । ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି…

ନାଇଜେରିଆରେ ପୁଣି ଡଙ୍ଗା ବୁଡି ୧୮ ଯାତ୍ରୀ ମୃତ, ୭୦ରୁ ଉର୍ଦ୍ଧ୍ୱ ନିଖୋଜ

ନାଇଜେରିଆ: ଉତ୍ତର ନାଇଜେରିଆରେ ପୁଣି ଅଘଟଣ। ନାଇଜେରିଆର ଅନ୍ୟତମ ବୃହତ୍ତମ ବେନୁ ନଦୀରେ ଡଙ୍ଗା ବୁଡ଼ି ୭୦ରୁ ଉର୍ଦ୍ଧ୍ବ ଲୋକ ନିଖୋଜ ହୋଇଯାଇଥିବା ନେଇ ସୂଚନା ମିଳିଛି। ଡଙ୍ଗାଟି ଶନିବାର ବିଳମ୍ବିତ ରାତିରେ ତାରବା ରାଜ୍ୟର ଆର୍ଦୋ-କୋଲା ଜିଲ୍ଲାର ଏକ ମାଛ ବଜାରରୁ ଫେରୁଥିବା ବ୍ୟବସାୟୀଙ୍କୁ…

ଆରବିଆଇ ସମ୍ମୁଖରେ ବସ୍ତି ବାସୀନ୍ଦାଙ୍କ ଲମ୍ବା ଲାଇନ୍ : କହିଲେ ଦିନକୁ ୨୦ହଜାର ଟଙ୍କା ପରିବର୍ତ୍ତନ କଲେ ମିଳିବ ୨୦୦…

ଭୁବନେଶ୍ବର : ୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ଆରବିଆଇ ସମ୍ମୁଖରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି  ।  ପାଖାପାଖି ୫୦୦ ମିଟର ପର୍ଯ୍ୟନ୍ତ ଲାଗିଛି ଲମ୍ବା ଲାଇନ । ଆଉ ଲମ୍ବା ଲାଇନରେ ସାମିଲ ହୋଇଛନ୍ତି ସର୍ବାଧିକ ବସ୍ତିବାସିନ୍ଦା  । ନିଜର ଟଙ୍କା ନହୋଇ ମଧ୍ୟ ବାବୁଙ୍କ ଟଙ୍କା ପରିବର୍ତ୍ତନ…

ମଧ୍ୟପ୍ରଦେଶ ନିର୍ବାଚନ: ଜୈତପୁର ଆସନରୁ କିନ୍ନର ଭରିଲେ ନାମାଙ୍କନପତ୍ର

ଭୋପାଳ: ନିର୍ବାଚନ ମୈଦନାକୁ ଓହ୍ଲାଇଲେ କିନ୍ନର । ମଧ୍ୟପ୍ରଦେଶ ଶହଡୋଲ ଜିଲ୍ଲାର ଜୈତପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସୋମବାର ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ । ଜୈତପୁର ନିର୍ବାଚନ ମଣ୍ଡଳୀ ଏବେ ସବୁଠି ଚର୍ଚ୍ଚାରେ । ଏହି ଆସନରୁ ଜଣେ କିନ୍ନର ନାମାଙ୍କନ ପତ୍ର ଦାଖଲ…