Latest Odisha News

BREAKING NEWS

Browsing Category

ଫିଚର

ମହିଳା ଡାକ୍ତରଙ୍କଠାରୁ ସୁନା ଚେନ ଲୁଟ ମାମଲା: ୨ ଅଭିଯୁକ୍ତଙ୍କୁ ୨ ବର୍ଷ ସଶ୍ରମ ଦଣ୍ଡାଦେଶ

ଭୁବନେଶ୍ୱର: ଦୀର୍ଘ ଦିନ ଧରି ସୁନା ଲୁଟ କରି ଆସୁଥିବା ୨ ଅଭିଯୁକ୍ତଙ୍କୁ କୋର୍ଟଙ୍କ ଜେଲ ଦଣ୍ଡାଦେଶ। ଆଜି ଭୁବନେଶ୍ୱରସ୍ଥିତ ପ୍ରଥମ ଶ୍ରେଣୀ ବିଚାରପତି (୫) ସବ୍ୟସାଚୀ ପଣ୍ଡାଙ୍କ ଦ୍ୱାରା ଆସାମୀ ପ୍ରଦୀପ କୁମାର ଓ ବିକାଶ କୁମାରଙ୍କୁ ସୁନା ଚେନ ଲୁଟ ମାମଲାରେ ଦଣ୍ଡାଦେଷ ଦେଇଛନ୍ତି। ଗତ ୫…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ସିକ୍କିମକୁ ଶୋଚନୀୟ ଭାବେ ପରାସ୍ତ କଲା ଓଡିଶା

ମୁମ୍ବାଇ: ଚଳିତ ସୟେଦ ମୁସ୍ତାକ ଅଲି କ୍ରିକେଟରେ ସିକ୍କିମକୁ ଓଡିଶା ୧୦୪ ରନରେ ଶୋଚନୀୟ ଭାବେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୦ ଓଭରରେ ୫ ୱିକେଟ ବିନିମୟରେ ୨୧୦ ରନ ସଂଗ୍ରହ କରିଥିଲା । ଅଲ ରାଉଣ୍ଡର ପ୍ରୟାସ ସିଂ ୩୪ ବଲରୁ ୫ ଚୌକା ଓ ୫ ଛକା ସହାୟତାରେ ୭୫ ଓ ସନ୍ଦୀପ…

ଫିଲଡିଂ ପାଇଁ ପଦକ: ବାଂଲାଦେଶ ବିପକ୍ଷରେ କିଏ ପାଇବେ ରାହୁଲ ନା ଜାଡେଜା?

ପୁଣେ: ଗୁରୁବାର ବାଂଲାଦେଶ ବିପକ୍ଷ ଦିନିକିଆ ବିଶ୍ବକପ୍ ମ୍ୟାଚରେ ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ କ୍ୟାଚ୍ ଧରିବା ପରେ ଭାରତୀୟ ଦଳ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ଦେଖିବାକୁ ମିଳିଛି। ଖାସ କରି କିଏ ଭଲ ଫିଲଡିଂ ପାଇଁ ପଦକ ପାଇବ ସେ ନେଇ ଏକ ପ୍ରତିଯୋଗିତା ଚାଲିଛି। ଜାଦେଜା ଡାହାଣ…

ପାକିସ୍ତାନରେ ଇରଫାନଙ୍କ ଆଖି ଉପରକୁ ଲୁହା କଂଟା ଫିଙ୍ଗିଥିଲେ ପ୍ରଶଂସକ

ପୁଣେ: ଭାରତ-ବାଂଲାଦେଶ ମ୍ୟାଚ ଅବସରରେ ଭାଷ୍ୟକାର ଇରଫାନ ପଠାନ ତାଙ୍କ ପାକିସ୍ତାନ ଗସ୍ତର ଏକ ଅଭୂଲା କ୍ଷଣ ସାଥୀମାନଙ୍କ ସହ ଶେୟାର କରିଛନ୍ତି । ଭାରତର ଏହି ପୂର୍ବତନ ପେସ ବୋଲରଜଣଙ୍କ ପାକିସ୍ତାନ ଗସ୍ତରେ ଯାଇଥିବା ବେଳେ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ । ପେଶାୱରରେ ଏହି ମ୍ୟାଚ ଖେଳାଯାଉଥିଲା…

ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତିରେ ଅଟଳ ଘରୋଇ ବସ ମାଲିକ ସଂଘ, ଆସନ୍ତାକାଲିଠୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଡାକରା

ଭୁବନେଶ୍ୱର: ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତିରେ ଅଟଳ ଘରୋଇ ବସ ମାଲିକ ସଂଘ। ସଂଧ୍ୟାରେ ପ୍ରେସମିଟ୍ କରି ଘରୋଇ ବସ ମାଲିକ ସଂଘ କହିଛି ଯେ, ଆସନ୍ତାକାଲିଠୁ ବସ ଧର୍ମଘଟ ହେବ। ସଂଧ୍ୟାରେ ଘରୋଇ ବସ ମାଲିକ ସଂଘର ବୈଠକ ପରେ ଏହି ସୂଚନା ଦେଇଛନ୍ତି ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦ…

‘ବିଗ୍‌ ବସ୍‌-୧୭’କୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଶୋ’ର ବେଆଇନ ଟେଲିକାଷ୍ଟ ଉପରେ ପ୍ରତିବନ୍ଧକ

ମୁମ୍ବାଇ: ଟେଲିଭିଜନ୍‌ର ସବୁଠୁ ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌-୧୭’ବହୁତ ଉତ୍ସାହର ସହିତ ଚାଲିଛି। କିନ୍ତୁ ନିକଟରେ ଏହି ଶୋ ବିଷୟରେ ଏପରି ଖବର ଆସିଛି ଯାହା ପ୍ରଶଂସକଙ୍କୁ ଚକିତ କରିଛି। ନିକଟରେ ଦିଲ୍ଲୀ ହାଇକୋର୍ଟ ଏହି ଶୋ’ର ବେଆଇନ ଟେଲିକଷ୍ଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏକ ରିପୋର୍ଟ…

ନୁରୀ ପାଇଁ ଫସିଗଲେ ରାହୁଲ !

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମା ସୋନିଆଙ୍କୁ ଦେଇଥିବା କୁକୁର ଛୁଆକୁ ନେଇ ବିବାଦ। ଏହି ଛୁଆର ନାଁ ନୁରୀ ରଖିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗ ଏବେ ଅଦାଲତରେ ପହଞ୍ଚିଛି । ୟୁପିର ପ୍ରୟାଗରାଜରେ ଜଣେ ବ୍ୟକ୍ତି ଏ ପ୍ରସଙ୍ଗକୁ ନେଇ ଅଦାଲତଙ୍କ ଦ୍ୱାରସ୍ଥ…

ଏମପିରେ କମଳନାଥଙ୍କ ତନ୍ତ୍ର ସାଧନାରେ ‘ବଳି’ ପଡିବେ ଶିବରାଜ !

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଲଢେଇ ତୀବ୍ରତର ହେବାରେ ଲାଗିଛି। ନିର୍ବାଚନରେ ଶାସକ ବିଜେପିକୁ ମାତ ଦେବାକୁ କଂଗ୍ରେସ ଲାଗିପଡିଛି। ଏହି କ୍ରମରେ ଦଳକୁ କ୍ଷମତାକୁ ଆଣିବାକୁ ଦଳ ଭିନ୍ନ ଭିନ୍ନ କୌଶଳ ଆପଣାଉଥିବା ଦେଖିବାକୁ ମିଳିଛି। ଏହି ଅବସରରେ କଂଗ୍ରେସକୁ କ୍ଷମତାକୁ…

ପାଣ୍ଡ୍ୟା ଆହତ, ଆବଶ୍ୟକ ପଡିଲେ ବ୍ୟାଟିଂ କରିବେ:ବୋଲିଂ କଲେ କୋହଲି

ପୁଣେ: ଚଳିତ ବିଶ୍ୱକପ କ୍ରିକେଟରେ ଗୁରୁବାର ଭାରତ-ବାଂଲାଦେଶ ମୁକାବିଲା ଅବସରରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି । ସେ ବୋଲିଂ କରିବା ସମୟରେ ଆହତ ହୋଇଥିଲେ । ଓଭରର ବଳକା ବଲ ବିରାଟ କୋହଲି ପକାଇଥିଲେ । ହାର୍ଦ୍ଦିକଙ୍କୁ ଆଘାତ ସମସ୍ୟା କେତେ ଗୁରୁତର ସେଥିପାଇଁ ତାଙ୍କ ସ୍କାନ…

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ; କହିଲେ ଭାରତ ମାନବିକ ସହାୟତା ଜାରି ରଖିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କୁ ସମବେଦନା ଜଣାଇବା ସହ ଇସ୍ରାଏଲ୍-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର "ସିଦ୍ଧାନ୍ତଗତ ସ୍ଥିତି"କୁ ଦୋହରାଇଛନ୍ତି। ଫୋନ୍ ବାର୍ତ୍ତାଳାପରେ ମୋଦୀ ଆତଙ୍କବାଦ, ହିଂସା ଏବଂ ଏହି…