Latest Odisha News

BREAKING NEWS

Browsing Category

ଫିଚର

ଆପ୍ ସାଂସଦ ରାଘବ ଚଢାଙ୍କ ‘ନିଲମ୍ବନ’ ମାମଲା, ରାଜ୍ୟସଭା ସଚିବାଳୟକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନେତା ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବନକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ପିଟିସନର ତର୍ଜମା କରିବାକୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ରାଜି ହୋଇଛନ୍ତି। "ନିୟମର ଘୋର ଉଲ୍ଲଙ୍ଘନ, ଅସଦାଚରଣ, ଏକଛାଟିଆ ମନୋଭାବ ଏବଂ ଅବମାନନାମୂଳକ ଆଚରଣ" ପାଇଁ…

ମିଜୋରାମରେ ଜିତିବାକୁ ମୋଦିଙ୍କ ବିରୋଧରେ ରାହୁଲଙ୍କ ମଣିପୁର ଅସ୍ତ୍ର !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପୂର୍ବରୁ ମିଜୋରାମ ଗସ୍ତରେ ଯାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମିଜୋରାମର ୪୦ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରାହୁଲ ଦୁଇ ଦିନିଆ ଗସ୍ତରେ ଯାଇ ପ୍ରଚାରକୁ…

ତେଲେଙ୍ଗାନାରେ ରାହୁଲ ପ୍ରିୟଙ୍କାଙ୍କ ଯାତ୍ରା ପୂର୍ବରୁ କଂଗ୍ରେସ ବସ ପଙ୍କଚର!

ଭୁବନେଶ୍ୱର: ତେଲେଙ୍ଗାନାର ୫୫ ଟି ସିଟ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା ପରେ ଦଳୀୟ ନେତାଙ୍କ ଅସନ୍ତୋଷ ଓ ବିଦ୍ରୋହ ପଦାକୁ ଆସିଛି। ରାଜ୍ୟର ୧୧୯ ସିଟ ମଧ୍ୟରୁ ଦଳ ପ୍ରଥମ ପର୍ଯ୍ୟାୟରେ ୫୫ ଟି ସିଟରେ ପ୍ରାର୍ଥୀ ଘୋଷଣା କରିଛି। ସେଥିମଧ୍ୟରୁ ବହୁ ସିଟରେ ଆଶାୟୀ ମାନେ ଟିକେଟ ନ ପାଇ…

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଦେବଗଡ଼ ବାରକୋଟରେ ପ୍ରତିଷ୍ଠା ହେବ ନୂତନ ଅତିରିକ୍ତ ସିଭିଲ୍ ଜଜ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେବଗଡ଼ ଜିଲ୍ଲା ବାରକୋଟଠାରେ ଗୋଟିଏ ଅତିରିକ୍ତ ସିଭିଲ୍ ଜଜ୍ (କନିଷ୍ଠ ଡିଭିଜନ୍) ତଥା ଜେଏମଏଫସି କୋର୍ଟ ପ୍ରତିଷ୍ଠାକୁ ଅନୁମୋଦନ ଦେଇଛନ୍ତି। ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଜିଲ୍ଲାବାସୀଙ୍କ ପାଇଁ ଏହି କୋର୍ଟ ଉପଯୋଗୀ ସାବ୍ୟସ୍ତ ହେବ…

ପଡିଆରେ ନମାଜ ପଢ଼ି ଅଡୁଆରେ ପଡି ପାରନ୍ତି କ୍ରିକେଟର ରିଜୱାନ

ନୂଆଦିଲ୍ଲୀ: ପଡିଆରେ ନମାଜ ପଢ଼ିବା ଅଭିଯୋଗରେ ପାକିସ୍ତାନ କ୍ରିକେଟର ମହମ୍ମଦ ରିଜୱାନ ଅଡୁଆରେ ପଡି ପାରନ୍ତି । ଚଳତି ବିଶ୍ୱକପ କ୍ରିକେଟରେ ନେଦରଲାଣ୍ଡ ବିପକ୍ଷ ମୁକାବିଲାରେ ପାକିସ୍ତାନର ଏହି ଖେଳାଳି ପଡିଆରେ ନମାଜ ପଢ଼ିଥିଲେ । ସୁପ୍ରିମକୋଟ ଓକିଲ ବିନୀତ ଜିନ୍ଦଲ ଏହା ବିରୋଧରେ ଆଇସିସି…

ପିଜିବିଏମ୍‌ ପ୍ରତିଷ୍ଠାତା ସଭାପତି ରାହାସ ବିହାରୀଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ୱର: ଅବସରପ୍ରାପ୍ତ ଆଗ୍ନିକ ଆରକ୍ଷୀ ଅଧିକ୍ଷକ, ରାଜଧାନୀର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପାରଳା ଗଜପତି ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ରାହାସ ବିହାରୀ ମହାନ୍ତିଙ୍କ ବିୟୋଗରେ ପାରଳା ଗଜପତି ବିକାଶ ମଞ୍ଚ (ପିଜିବିଏମ୍‌) ତରଫରୁ ମଞ୍ଚ କାର୍ଯ୍ୟାଳୟଠାରେ ବରିଷ୍ଠ…

ଆଇଟି ରେଡ୍: ନଗଦ 94 କୋଟି ଟଙ୍କା ସହ 8 କୋଟିର ହୀରା ଓ ସୁନା ଗହଣା ଜବତ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ରେଡ୍ । ରେଡ୍ ବେଳେ ମିଳିଛି ପୁଳାପୁଳା ଟଙ୍କା ଓ ଦାମୀ ଅଳଙ୍କାର ଓ ବହୁମୂଲ୍ୟର ବିଦେଶୀ ଘଣ୍ଟା। ଏହାସହ ପ୍ରଚୁର ମାତ୍ରାର ସମ୍ପତ୍ତି ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ସୂଚନାମୁତାବକ, କେନ୍ଦ୍ରୀୟ ବୋର୍ଡ ଅଫ୍…

ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାହିଁକି ଗଠନ ହୋଇନି କମିଟି-ରତ୍ନଭଣ୍ଡାର ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର:ତାତିଲା ରତ୍ନଭଣ୍ଡାର ରାଜନୀତି । ରତ୍ନଭଣ୍ଡାର ଖୋଲିବା ଓ ମରାମତି ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ ପକ୍ଷରୁ ଏ ନେଇ ଆଜି ପୁରୀରେ ବିରାଟ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିବାବେଳେ ବିଜେପି ମଧ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି । ବିଜେପିର ପୂର୍ବତନ ରାଜ୍ୟ…

ଏହି ସହରରେ ମରିବା ମନା

ନୂଆଦିଲ୍ଲୀ: ଜୀବନ ଅଛି ମାନେ ମୃତ୍ୟୁ ନିଶ୍ଚିତ । ତଥାପି ପୃଥିବୀରେ ଏ ଭଳି ଏକ ସହର ଅଛି ଯେଉଁଠାରେ ସରକାର ମୃତ୍ୟୁ ଉପରେ କଟକଣା ଲଗାଇଛନ୍ତି । ଯାହା ଫଳରେ ୭୦ ବର୍ଷ ହେବ ଏଠାରେ କାହାର ଅନ୍ତ୍ୟେଷ୍ଟି କ୍ରିୟା ହୋଇ ନାହିଁ । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ନରୱେର ଉତରାଂଚଳରେ ଲାଙ୍ଗ…

ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ମହାପ୍ରଭୁଙ୍କ ନିକଟରେ ଦୀପଦାନ କଲେ ବିଜୁ ଯୁବ ଜନତା ଦଳ

ପୁରୀ: ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ପାଳନ କରାଯାଇଛି। ବିଜେଡ଼ି ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ବରେ ପ୍ରଥମେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦୀପଦାନ…