Latest Odisha News

BREAKING NEWS

Browsing Category

ଫିଚର

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ: ୧୮ ଘଣ୍ଟା ମଧ୍ୟରେ ନେଇପାରେ ବାତ୍ୟାର ରୂପ !

ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ସକ୍ରିୟ ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ଥିବା ଜଣାପଡିଛି । ବର୍ତ୍ତମାନ ପାରାଦୀପଠାରୁ ଏହା ୪୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆଗାମୀ ୧୮ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।…

ଡ୍ୟୁଟି ସମୟରେ ପ୍ରାଣ ହରାଇଲେ ଅଗ୍ନିବୀର ଅକ୍ଷୟ: ସେନା

ନୂଆଦିଲ୍ଲୀ: ସିଆଚିନରେ ଡ୍ୟୁଟି କରୁଥିବା ବେଳେ ଜଣେ ଅଗ୍ନିବୀରଙ୍କର ମୃତ୍ୟୁ ହୋଇଥିବା ସେନାର ଲେହ-ମୁଖ୍ୟାଳୟ ଫାୟାର ଆଣ୍ଡ ଫ୍ୟୁରୀ କର୍ପସ ପକ୍ଷରୁ ରବିବାର କୁହାଯାଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବଂ ସେନାର ସମସ୍ତ ପାହ୍ୟାର ଅଧିକାରୀମାନେ ମହାରାଷ୍ଟ୍ରର ଅଗ୍ନିବୀର ଅକ୍ଷୟ…

ଦଶହରା: ଭିଡକୁ ଦେଖି କଟକ-ଭୁବନେଶ୍ୱରରେ ୧୦ ଘଣ୍ଟା ପାଇଁ ଭାରିଯାନ ଚଳାଚଳ ବନ୍ଦ

ଭୁବନେଶ୍ୱର: ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଦଶହରା ଉତ୍ସବ ପାଳନ ବେଳେ ଟ୍ରାଫିକ୍ ସମସ୍ୟାକୁ ରୋକିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୧୦ ଘଣ୍ଟା ପାଇଁ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି, ଦଶହରା ସମୟରେ ସାଧାରଣ ଜନତାଙ୍କ ସୁବିଧା ଓ…

‘ମିଳିତ ବିରୋଧୀ ଏକତା ମେଣ୍ଟ’ର ଜନଆକ୍ରୋଶ ସମାବେଶ ସାମୟିକ ସ୍ଥଗିତ

ଭୁବନେଶ୍ୱର: ସ୍ଥଗିତ ରହିଲା 'ମିଳିତ ବିରୋଧୀ ଏକତା ମେଣ୍ଟ'ର ଜନଆକ୍ରୋଶ ସମାବେଶ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନବିରୋଧୀ ନୀତି ବିରୁଦ୍ଧରେ ରାଜ୍ୟର ଅଣବିଜେପି ଓ ଅଣ ବିଜେଡ଼ି ଦଳ ମାନଙ୍କ ପକ୍ଷରୁ ନଭେମ୍ବର ୮ ତାରିଖରେ ରାୟଗଡ଼ା ଠାରେ ଓ ନଭେମ୍ବର ୧୫ରେ ବାଲେଶ୍ୱର ଠାରେ ହେବାକୁ ଥିବା ମିଳିତ…

ଶିକ୍ଷାର ଗୁଣବତ୍ତା ପାଇଁ ଯାଞ୍ଚ ଅଭିଯାନ ଆରମ୍ଭ, ସରକାରୀ ବିଦ୍ୟାଳୟର ୯ ହଜାର ଶିକ୍ଷକଙ୍କର କଟିଲା ଦରମା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଶିକ୍ଷାର ଗୁଣବତ୍ତା ଯାଞ୍ଚ କରିବା ପାଇଁ ଏକ ସ୍ବତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅନ୍ତର୍ଗତ ୟୁପିର ସମସ୍ତ ବିଦ୍ୟାଳୟରେ ଶିକ୍ଷକଙ୍କ ଉପସ୍ଥିତି, ପାଠ ପଢା ଭଳି ସମସ୍ତ ଦିଗକୁ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ବେଳେ ୯୦୦୦ ଶିକ୍ଷକ ଅନୁପସ୍ଥିତ…

ଅବପାତର ରୂପ ନେଲା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ; ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ଼ ସମ୍ଭାବନା

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ଆଜି ସୁଦ୍ଧା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ରବିବାର ଭାରତୀୟ ପାଣିପାଗ…

କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ: ୨୦ ବର୍ଷ ପ୍ରତୀକ୍ଷାର ଅନ୍ତ

ଧର୍ମଶାଳା: ଦିନିକିଆ ବିଶ୍ୱକପ କ୍ରିକେଟରେ ରବିବାର ଭାରତ ବିରାଟ କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସହାୟତାରେ ୪ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ୨୭୪ ରନର ବିଜୟ ଲକ୍ଷ୍ୟକୁ ଭାରତ ୪୮ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା । କୋହଲି ୯୫ ରନ କରି ଆଉଟ ହୋଇଥିଲେ । ସେ ଶତକ ହାସଲ…

ଦିନିକିଆ କ୍ରିକେଟରେ ଦ୍ରୁତ ୨୦୦୦ ରନ ପୂର୍ଣ୍ଣ କଲେ ଗିଲ

ଧର୍ମଶାଳା: ଚଳିତ ବିଶ୍ୱକପ କ୍ରିକେଟରେ ରବିବାର ଭାରତର ଓପନର ଶୁଭମନ ଗିଲ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ କମ ମ୍ୟାଚରେ ୨୦୦୦ ରନ କରି ହାସିମ ଆମଲା ଓ ବାବର ଆଜମଙ୍କୁ ପଛରେ ପକାଇ ଦେଇଛନ୍ତି । ସେ ୩୮ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ଅପରପକ୍ଷରେ ଦକ୍ଷିଣ ଆଫ୍ରିକାର ଆମଲା ୪୦…

ଭତ୍ତା ଟଙ୍କା ବାଣ୍ଟିବା ବେଳେ ଲୁଟ, ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ଘଟଣାସ୍ଥଳରୁ ଫେରାର ଯୁବକ

କେନ୍ଦୁଝର: ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ଟଙ୍କା ଭର୍ତ୍ତି ବ୍ୟାଗ ଧରି ଛୁ ମାରିଲା ଯୁବକ। କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଶାଳଦେଇ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ବଣ୍ଟାଯିବା ସମୟରେ ଜଣେ ଯୁବକ ୧ ଲକ୍ଷ ଟଙ୍କା ନେଇ ଫେରାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।…

ଛତିଶଗଡ଼ ସୀମାରେ ଗାଡ଼ିରୁ ବାହାରିଲା ୧୦ ଲକ୍ଷ ଟଙ୍କା, ଜଣେ ଓଡ଼ିଶା ବ୍ୟବସାୟୀ ଅଟକ

ନବରଙ୍ଗପୁର: ପାଖେଇ ଆସୁଛି ନିର୍ବାଚନ। ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ପଡୋଶୀ ରାଜ୍ୟ ଛତିଶଗଡ଼ ମଧ୍ୟ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ଏହାରି ଭିତରେ ଛତିଶଗଡ଼ରେ ଅନେକ ନଗଦ ଟଙ୍କା ସହ ଓଡିଶାର ଜଣେ ବ୍ୟବସାୟୀ ଧରାପଡିଛନ୍ତି। ଏହି…