Latest Odisha News
Browsing Category

ଫିଚର

୧୨୮ ବର୍ଷ ପରେ ଅଲମ୍ପିକକୁ ଫେରିବ କ୍ରିକେଟ: ଏଥିସହ ସାମିଲ ହେଲେ ଏହି ସବୁ ଗେମ୍ସ

ନୂଆଦିଲ୍ଲୀ: ୧୨୮ ବର୍ଷ ପରେ ଅଲମ୍ପିକକୁ ଫେରିବ କ୍ରିକେଟ । ଖାଲି କ୍ରିକେଟ ନୁହେଁ, ଆହୁରି ୫ଟି ଗେମକୁ ଅଲମ୍ପିକରେ ସାମିଲ କରାଯାଇଛି । ଆଇଓସି ଅଧ୍ୟକ୍ଷ ଥାମସ ବାକ୍ ଏହି ସୂଚନା ଦେଇଛନ୍ତି । ଆଇଓସି ଅଧ୍ୟକ୍ଷ କହିଛନ୍ତି, ଆମେ ଆଇସିସି ସହ କାମ କରିବୁ । ଆମେ କୌଣସି ଦେଶର ବ୍ୟକ୍ତିଗତ…

ପୁରୀ ନଗର କଂଗ୍ରେସ (କ) ପକ୍ଷରୁ ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ: ପୁରୀ ନଗର କଂଗ୍ରେସ (କ) ପକ୍ଷରୁ ସଭାପତି ଛବିନ୍ଦ୍ର ପଢ଼ିଆରୀଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି 'ଘରେ ଘରେ କଂଗ୍ରେସ, ଘରେ ଘରେ ହାତ'। ବିଜେଡ଼ି/ବିଜେପିର…

ଅଲ୍ ଇଣ୍ଡିଆ ପୋଲିସ ଗେମରେ ଗୋଲଡ଼ ମେଡାଲ ପାଇଲେ ଓଡ଼ିଆ ପୁଅ ଅକ୍ଷୟ ମଲ୍ଲିକ

ଯାଜପୁର: ଅଲ୍ ଇଣ୍ଡିଆ ପୋଲିସ ଗେମରେ ଗୋଲଡ଼ ମେଡାଲ ପାଇଲେ ଓଡ଼ିଆ ପୁଅ। ରାଜ୍ୟ ତଥା ଜିଲ୍ଲା ପାଇଁ ଏଭଳି ସଫଳତା ଓ ସୁନାମ ଆଣିପାରିଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପାଇକରାପୁର ଗ୍ରାମର ଅକ୍ଷୟ ମଲ୍ଲିକ। ଅକ୍ଷୟ ଓଆଇଏସଏଫରେ କାର୍ଯ୍ୟ କରୁଥିବା ବେଳେ ପିଲା ବେଳୁ ତାଙ୍କର ବଡି ବିଲଣ୍ଡିଙ୍ଗ…

ଦଶରଥପୁର ଗସ୍ତରେ ବାଚସ୍ପତି ପ୍ରମିଳା ମଲ୍ଲିକ, ୩ଟି ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପର କଲେ ଉଦଘାଟନ

ଯାଜପୁର: ଦଶରଥପୁର ବ୍ଲକ ଗସ୍ତରେ ବାଚସ୍ପତି ପ୍ରମିଳା ମଲ୍ଲିକ। ପ୍ରଥମେ ବ୍ଲକ ଅନ୍ତର୍ଗତ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ୧୫ଟି ପଞ୍ଚାୟତବାସୀ ଅସନପୁର ପଞ୍ଚାୟତସ୍ଥିତ ରଙ୍ଗସପଡିଆ ଠାରେ ଏକତ୍ରିତ ହୋଇ ବାଚସ୍ପତିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଏକ ବିଶାଳ ବାଇକ ଶୋଭାଯାତ୍ରା କରି…

ଗାଜା ଅଭିମୁଖେ ଇସ୍ରାଏଲ ସେନା: ୨୪ ଘଣ୍ଟା ମଧ୍ୟରେ ଉତ୍ତର ଗାଜା ଛାଡିବାକୁ ହମାସ ଆତଙ୍କୀଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ହଜାର ହାଜର ଲୋକଙ୍କ ମୃତ୍ୟୁ ଘଟିଲାଣି ।  ହମାସ ଆତଙ୍କୀଙ୍କୁ ମୂଳରୁ ନିପାତ କରିବା ଦମ ନେଇ ଅଣ୍ଟା ଭିଡିଛି ଇସ୍ରାଏଲ । ଇସ୍ରାଏଲ ସେନା ଏବେ ଗାଜା ଅଭିମୁଖେ । ଗାଜାକୁ ନିଜ କବଜାକୁ…

ଇନଷ୍ଟାଗ୍ରାମରୁ ରୋଜଗାର କରାଇଦେବା ଆଳରେ ୟୁଜର୍ସଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ସ୍କାମର !

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ଯୁବବର୍ଗଙ୍କ ମଧ୍ୟରେ ଭିଡିଓ ଓ ଫଟୋ ସେୟାରିଂ ଆପ୍ ଇନଷ୍ଟାଗ୍ରାମ ବେଶ୍ ଚର୍ଚ୍ଚିତ। ତେବେ ଆଜିର ଯୁଗ ହେଉଛି ଇନଫ୍ଲୁଏନ୍ସର ଯୁଗ। ଲୋକମାନେ କୌଣସି ଔପଚାରିକତାକୁ ନ ଯାଇ ରିଲ ତିଆରି କରି ଟଙ୍କା ରୋଜଗାର କରିବାରେ ଅଧିକ ଧ୍ୟାନ ଦିଅନ୍ତି। କିନ୍ତୁ…

ଐଶ୍ୱର୍ଯ୍ୟାଙ୍କ ଏହି ଗୁଣକୁ ଭଲ ପାଆନ୍ତିନି ନଣନ୍ଦ ଶ୍ୱେତା: ସମସ୍ତଙ୍କ ସାମ୍ନାରେ କଲେ ଖୁଲାସା

ମୁମ୍ବାଇ:ପାରିବାରିକ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚାରେ ଐଶ୍ୱର୍ଯ୍ୟା ରାୟ । ଐଶ୍ୱର୍ଯ୍ୟା ଏବଂ ଶାଶୂ ଜୟ ବଚ୍ଚନଙ୍କ ମଧ୍ୟରେ ସମ୍ପର୍କ ଏତେ ଭଲ ନାହିଁ । ଏପରିକି ନଣନ୍ଦ ଶ୍ୱେତାଙ୍କ ସହ ମଧ୍ୟ ସମ୍ପର୍କରେ ମଧୁରତା ନ ଥିବା ଶୁଣିବାକୁ ମିଳୁଛି । ନିକଟରେ ବିଗ ବିଙ୍କ ଜନ୍ମ ଦିନରେ ଐଶ୍ୱର୍ଯ୍ୟା…

ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ପାଇଁ ଦେଶରେ ସତର୍କ ସୂଚନା ଜାରି କଲା ଭାରତ

ନୂଆଦିଲ୍ଲୀ: ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ଦେଶବ୍ୟାପୀ ସତର୍କ ସୂଚନା ଜାରି କରିଛି। ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ର ଉଗ୍ରବାଦୀ ସଙ୍ଗଠନ ହମାସ୍‌ ମଧ୍ୟରେ ଜୋରଦାର ଚାଲିଛି ଯୁଦ୍ଧ। ଏହାକୁ ଦୃଷ୍ଟିରେ ରଖି ଦେଶରେ କୂଟନୀତିଜ୍ଞ, କର୍ମଚାରୀ ଏବଂ ପର୍ଯ୍ୟଟକଙ୍କ ସମେତ ଇସ୍ରାଏଲ…

ପୂର୍ବତନ ଡିଜିଙ୍କୁ ଛାଡିଲେନି ଲୁଟେରା: ଘରେ ପଶି ଲୁଟିନେଲେ ଟଙ୍କା ଓ ଅନ୍ୟ ଆସବାବପତ୍ର

ଭୁବନେଶ୍ୱର:ଲୁଟେରାଙ୍କ କବଜାରେ ରାଜଧାନୀ । ଲୁଟେରାଙ୍କୁ କବଳରୁ ଏଠି କେହି ବି ବାଦ ପଡୁନାହାନ୍ତି । ଏପରିକି ପୋଲିସ ଅଫିସର ବି ନୁହେଁ । ପୋଲିସକୁ ଚକମା ଦେଇ ପୋଲିସଙ୍କ ଘରୁ  ଲୁଟ !  CRPFର ପୂର୍ବତନ ଡିଜି ବ୍ରଜ ବିହାରୀ ମିଶ୍ରଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୁରୁଣା…