Latest Odisha News

BREAKING NEWS

Browsing Category

ଫିଚର

ଲାଞ୍ଚୁଆ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ; ବିଛଣା ତଳୁ ଓ ଗାଧୁଆଘରୁ ଜବତ କଲା ପୁଳା ପୁଳା ଟଙ୍କା

ପାରାଦୀପ: ଡାକ୍ତରଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା । ସିବିଆଇ ଦେଖି ଟେରା । ବିଛଣା ତଳେ, ଗାଧୁଆଘର ଭିତରେ ଥିଲା ବିଡା ବିଡା  ଟଙ୍କା ସହ ଡଲାର । ଏଥିସହିତ ଦାମୀ ବିଦେଶୀ ମଦ, ବିଦେଶୀ ସିଗାରେଟ…ଏମିତି କେତେ କ’ଣ  । ପାରାଦୀପ ବନ୍ଦର  ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର…

ଆସନ୍ତାକାଲି ବର୍ଷର ଶେଷ ସୂର୍ଯ୍ୟପରାଗ: କେତେବେଳେ ଲାଗିବ ଓ କେତେବେଳେ ଛାଡିବ ? ଜାଣନ୍ତୁ ପୂରା ବିବରଣୀ

ନୂଆଦିଲ୍ଲୀ:ଆସନ୍ତାକାଲି ସୂର୍ଯ୍ୟପରାଗ । ୨୦୨୩ ଅକ୍ଟୋବର ୧୪ ତାରିଖ ସୂର୍ଯ୍ୟପରାଗ । ବର୍ଷର ଶେଷ ସୂର୍ଯ୍ୟପରାଗ । ଏଥିସହିତ ଆସନ୍ତାକାଲି ମହାଳୟା ଅମାବାସ୍ୟା  । ତେଣୁ ସୂର୍ଯ୍ୟପରାଗ କେବେ ହେବ ଓ ହାଣ୍ଡିଛାଡ କେବେ ହେବ ଓ ଶ୍ରାଦ୍ଧ ଓ ତର୍ପଣ କେବେ ହେବ ଜାଣନ୍ତୁ । ଆସନ୍ତା କାଲି ଭାରତୀୟ…

ଡଙ୍କିର ରିଲିଜ ଘୁଂଚିପାରେ, ସାଲାର ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବଢ଼ୁଛି

ମୁମ୍ବାଇ: ଚଳିତ ବର୍ଷ ଖ୍ରୀଷ୍ଟମାସରେ ଶାହାରୁଖ ଖାଁଙ୍କ ଡଙ୍କି ଓ ପ୍ରଭାସଙ୍କ ସାଲାର ମଧ୍ୟରେ ବକ୍ସ ଅଫିସ ମୁକାବିଲା ହେବ ବୋଲି ସ୍ଥିର ହୋଇଛି । ନବଭାରତ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଡଙ୍କି ଏବେ ଏହି ମୁକାବିଲାରୁ ଓହରିଯିବା ପାଇଁ ନିଷ୍ପତି ନେଇଛି । ରାଜକୁମାର ହୀରାନୀ ଓ…

ନଭେମ୍ବର ୫ରୁ ଝାରସୁଗୁଡା ବିମାନ ବନ୍ଦରରୁ କୋଲକାତା ଓ ବାଙ୍ଗାଲୁରୁକୁ ଉଡ଼ିବ ଇଣ୍ଡିଗୋ

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡିବ ଇଣ୍ଡିଗୋ । ଦୈନିକ ଝାରସୁଗୁଡାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବ ବିମାନ । ନଭେମ୍ବର ୫ ତାରିଖରୁ  କୋଲକାତା ଓ ନଭେମ୍ବର ୧୫ ତାରିଖରୁ ବାଙ୍ଗାଲୁରୁକୁ ଉଡିବ ଇଣ୍ଡିଗୋ ।  ଝାରସୁଗୁଡା ଏୟାରପୋର୍ଟ ଅଥରିଟି ବିମାନ…

ସମ୍ବଲପୁରରେ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣା, ୪ ମୃତ, ଅନେକ ଗୋରୁ ଆହତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କଟାପାଲି ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଝେଇ କଣ୍ଟେନରଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଵାରୁ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଆହତ ମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲେ ମଧ୍ୟ…

ଇସ୍ରାଏଲରୁ ସ୍ଵଦେଶକୁ ଫେରିଲେ ଭାରତୀୟ, ୨୧୨ ଭାରତୀୟଙ୍କୁ ନେଇ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଲା ପ୍ରଥମ ବିମାନ

ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ଶତାଧିକ ଭାରତୀୟ ନାଗରିକ ଇସ୍ରାଏଲରେ ଫସି ରହିଛନ୍ତି । ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ମୋଦୀ ସରକାର ଅପରେସନ୍ ଅଜୟ ଆରମ୍ଭ କରିଛନ୍ତି । ଏହି ଅପରେସନ ଅଧୀନରେ ଭାରତୀୟ ନାଗରିକଙ୍କ…

ଜୟାଙ୍କୁ କାଟି ଅରାଧ୍ୟା ଓ ଅମିତାଭଙ୍କ ଫଟୋ ପୋଷ୍ଟ୍ କଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଅକ୍ଟୋବର ୧୧ ତାରିଖ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଥିଲା । ତାଙ୍କୁ ବିଭିନ୍ନ ଆଡୁ ଲୋକେ ଶୁଭେଚ୍ଛା ଜଣାଇଥିଲେ । ବିଗ୍ ବିଙ୍କ ଜନ୍ମଦିନରେ ବୋହୂ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଏକ ଫଟୋ ପୋଷ୍ଟ୍ କରି ଶଶୁରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ତେବେ ଅଭିନେତ୍ରୀଙ୍କର ଏହି…

ରାଜ୍ୟର ଶାସନ ବ୍ୟବସ୍ଥା ବାବଦରେ ଅବଗତ କରାଇବାକୁ ଦିଲ୍ଲୀ ଯିବେ ବିଜେପି ବିଧାୟକ

ଭୁବନେଶ୍ୱର: ରାଜ୍ୟର ସରକାର ଏବେ ଦଳରେ ପରିଣିତ ହୋଇଛି। ଦଳୀୟ କାମରେ ମାତିଛନ୍ତି ସରକାରୀ କର୍ମଚାରୀ। ଏହା କହିଛନ୍ତି ବିରୋଧୀ ଦଳ ନେତା। ଏବେ ଏହି କଥା ଦେଶର ପ୍ରମୁଖ ଅଧିକାରୀ ଏବଂ ବ୍ୟକ୍ତିଙ୍କ କାନରେ ଖବର ପକାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।…