Latest Odisha News

BREAKING NEWS

Browsing Category

ଫିଚର

ଗଗନୟାନ ମିଶନ ସମୀକ୍ଷା ବୈଠକ କଲେ ମୋଦି, ୨୦୪୦ ସୁଦ୍ଧା ଚନ୍ଦ୍ରକୁ ପ୍ରଥମ ଭାରତୀୟ ପଠାଇବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଗନୟାନ ମିଶନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଭାରତର ଗଗନୟାନ ମିଶନର ଅଗ୍ରଗତି ସମ୍ବନ୍ଧୀୟ ଆକଳନ କରିଛନ୍ତି। ଏହାସହ ଭାରତର ମହାକାଶ ଅନୁସନ୍ଧାନ ପ୍ରୟାସର ଭବିଷ୍ୟତକୁ ବର୍ଣ୍ଣନା…

ବିଶ୍ଵ ବନ୍ଧୁତ୍ୱ: ଗୋପୀନାଥ ଗୌଡିୟ ମଠ ଆନୁକୁଲ୍ୟରେ ଦିବ୍ୟ ସମାଗମ ଅନୁଷ୍ଠିତ

ପୁରୀ: ପୁରୀ ଗୋପୀନାଥ ଗୌଡିୟ ମଠ ଆନୁକୁଲ୍ୟରେ ବିଶ୍ଵ ବନ୍ଧୁତ୍ୱ ନିମନ୍ତେ ଆଧ୍ୟାତ୍ମିକ ଉତ୍ସବ ଦିବ୍ୟ ସମାଗମ ଅନୁଷ୍ଠିତ ହେଉଛି । ଏହା ୩ ଦିନ ବ୍ୟାପୀ ଚାଲିବ । ଏଥିରେ ସମଗ୍ର ବିଶ୍ବରୁ ୫ ହଜାରରୁ ଉର୍ଦ୍ଧ୍ଵ ସାଧୁସନ୍ଥ ଯୋଗଦେଇଛନ୍ତି। ଭକ୍ତି ପ୍ରମୋଦ ପୁରୀ ଗୋସ୍ୱାମୀ ଠାକୁରଙ୍କ ୧୨୫ତମ…

ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି  । ପ୍ରତି ପଞ୍ଚାୟତ ଓ ପ୍ରତି ଗାଁ ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ…

ବଂଶବାଦ ରାଜନୀତି ପ୍ରସଙ୍ଗକୁ ନେଇ ରାଗିଗଲେ ରାହୁଲ: କହିଲେ, ଅମିତ ଶାହଙ୍କ ପୁଅ କ’ଣ କରୁଛନ୍ତି ?

ନୂଆଦିଲ୍ଲୀ: ନିର୍ବାଚନୀ ମାହୋଲକୁ ନେଇ  ଏବେ ରାଜନୀତି ସରଗରମ । ସମସ୍ତଙ୍କ ମୁହଁରେ ବିସ୍ଫୋରକ ବୟାନ । ଦିନକ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ପାଇଁ ମିଜୋରାମରେ ପହଞ୍ଚିଛନ୍ତି । ସେଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜେପି ଉପରେ ଜୋରଦାର…

ଅକ୍ଟୋବର ୨୯ରୁ ଭୁବନେଶ୍ବର-ଗୌହାଟୀକୁ ବିମାନ ସେବା: ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ଦୈନିକ ଚଳାଚଳ

ଭୁବନେଶ୍ବର: ଅକ୍ଟୋବର ୨୯ ତାରିଖରୁ ଭୁବନେଶ୍ବର-ଗୌହାଟୀକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ଭୁବନେଶ୍ବରରୁ ଦୈନିକ ଗୌହାଟିକୁ ବିମାନ ଚଳାଚଳ କରିବ  । ପ୍ରତିଦିନ ୧ଟା ୨୫ରେ ଭୁବନେଶ୍ବରରୁ ଛାଡି ୨ଟା ୫୫ ରେ ଗୌହାଟୀରେ ପହଞ୍ଚିବ  । ସେହିପରି ୩ଟା…

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ : ଭିଜିବ ଦଶହରା, ରାବଣ ପୋଡି

ଭୁବନେଶ୍ବର: ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ  । ୨୦ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଇଏମଡି ପକ୍ଷରୁ ସୂଚନା ମିଳିଛି ।  ସେପଟେ ଆଗକୁ ଆସୁଛି ପାର୍ବଣ । ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । କିନ୍ତୁ ଏଥର ଦଶହରାକୁ ଫିକା କରିପାରେ ଲଘୁଚାପ ବର୍ଷା ।…

ସାବୁନ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୪ ମୃତ

ମେରଟ: ଉତ୍ତରପ୍ରଦେଶ ମେରଟରେ ଥିବା ଏକ ସାବୁନ ଫ୍ୟାକ୍ଟ୍ରିରେ ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହାର କିଛି ସମୟ ପରେ ଅର୍ଥାତ ୮ଟା ୪୮ ମିନିଟରେ ପୁଣି ଦ୍ୱିତୀୟ ଥର ବିସ୍ଫୋରଣ ହୋଇଥିଲା । ଲଗାତାର ବିସ୍ଫୋରଣରେ ପୁରା ଘର ଧ୍ୱଂସ ହୋଇ ଯାଇଛି । ବିସ୍ଫୋରଣରେ…

ସୁନ୍ଦର ପିଚାଇଙ୍କ ସହ ମୋଦିଙ୍କ ଚର୍ଚ୍ଚା, ଭାରତରେ ବୈଦ୍ୟୁତିକ ଉତ୍ପାଦନ ଇକୋସିଷ୍ଟମର ବିସ୍ତାରରେ ଭାଗ ନେବ ଗୁଗୁଲ

ନୂଆଦିଲ୍ଲୀ: ଡିଜିଟାଲ ମାଧ୍ୟମରେ ଗୁଗୁଲ ଏବଂ ଆଲଫାବେଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତରେ ବୈଦ୍ୟୁତିକ ଉତ୍ପାଦନ ଇକୋସିଷ୍ଟମର ବିସ୍ତାରରେ ଭାଗ ନେବାକୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଗୁଗୁଲର ଯୋଜନା…

ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟ ଝଟକା:ମାନ୍ୟତା ଦେବାକୁ ମନା କରିଦେଲେ ସିଜେଆଇ

ନୂଆଦିଲ୍ଲୀ:ସମଲିଙ୍ଗୀ ବିବାହକୁ ସୁପ୍ରିମ ଝଟକା । ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ ସିଧାସଳଖ ମନା କରି ଦେଇଛନ୍ତି । ସିଜେଆଇ କହିଛନ୍ତି, ଏହା ସଂସଦ ଅଧିକାର କ୍ଷେତ୍ର ଅନ୍ତର୍ଭୁକ୍ତ । ତେବେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସମଲିଙ୍ଗୀ ବିବାହ ସମ୍ପର୍କରେ ଉଚିତ…

ବନ୍ଧୁ ପାଇଁ ସାଜିଲେ ହେଲମେଟ୍ ମ୍ୟାନ୍ : ମାଗଣାରେ ବାଣ୍ଟିଲେଣି ୬୦ ହଜାର ହେଲମେଟ୍

ଭୁବନେଶ୍ବର: ଦିନେ ଏକ ସଡକ ଦୁର୍ଘଟଣାରେ ନିଜ ବନ୍ଧୁକୁ ହରାଇଥିଲେ ଆଉ ଏବେ ଲୋକଙ୍କ ପାଇଁ ସାଜିଛନ୍ତି ହେଲମେଟ୍ ମ୍ୟାନ୍  । ଲୋକଙ୍କୁ ଦେଉଛନ୍ତି ସଡକ ସୁରକ୍ଷାର ବାର୍ତ୍ତା । ହଁ ଆଜ୍ଞା ଆମେ କହୁଛୁ ଉତ୍ତର ପ୍ରଦେଶ ଗ୍ରେଟର ନୋଏଡାର ରାଘବେନ୍ଦ୍ର କୁମାରଙ୍କ କଥା  । ଭୁବନେଶ୍ବର-କଟକ – ପୁରୀ…