Latest Odisha News

BREAKING NEWS

Browsing Category

ଫିଚର

କଟକ ସହରରୁ ଉଠିଯିବ ମାଲଗୋଦାମ: କାହିଁକି ଉଠିବ ଏବଂ କେଉଁଠିକୁ ଯିବ, ଜାଣନ୍ତୁ ପୂରା ବିବରଣୀ

କଟକ:କଟକ ସହରର ପରିଚୟ…ଦେଢଶହ ବର୍ଷର ସଂସ୍କୃତିକୁ ଧରି ରଖିଥିବା ମାଲଗୋଦାମ ଏ ପୁରୁଣା ସହର ଛାତିରୁ ହଜିଯିବ । ଫୁଲନଖରାରୁ ମଙ୍ଗୁଳି ଭିତରେ ଜାତୀୟ ରାଜପଥ ପାର୍ଶକୁ ଏହା ସ୍ଥାନାନ୍ତର କରାଯିବ । ଏ ନେଇ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛନ୍ତି । ଦିନକୁ ଦିନ ଜନସଂଖ୍ୟା ବଢୁଛି । ବ୍ୟବସାୟୀ…

ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜଳଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୫ଟି ସହରବାସୀଙ୍କୁ ମିଳିବ ବିଶୁଦ୍ଧ ପାଣି

ଭୁବନେଶ୍ବର: ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜଳଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ  । ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି  । ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି…

ଚନ୍ଦ୍ରବାବୁଙ୍କୁ ପୁଣି ଝଟକା, ଜାମିନ ଆବେଦନ ଖାରଜ କଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ

ଅମରାବତୀ: ଟିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଝଟକା। ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଚନ୍ଦ୍ରବାବୁଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଇନର ରିଂଗ ରୋଡ, ଫାଇବର ନେଟ ଏବଂ ଅଂଗୁଲ୍ଲୁ ୩୦୭ ମାମଲାରେ ଖାରଜ କରି ଦେଇଛନ୍ତି ହାଇକୋର୍ଟ। ସୂଚନାଥାଉକି,…

ବିଶ୍ୱକପରେ ବିଜୟ ସହ ଅଭିଯାନ ଆରମ୍ଭ ଭାରତ ପାଇଁ କେତେ ଶୁଭ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ୨ଟି ରନରେ ୩ଟି ୱିକେଟ ହରାଇଥିବା ଭାରତ ବିରାଟ କୋହଲି ଓ କେଏଲ ରାହୁଲଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସହାୟତାରେ ମ୍ୟାଚରେ ବିଜୟ ହାସଲ କରିଥିଲା । ତେବେ ବିଶ୍ୱକପରେ ପ୍ରଥମ…

୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା: ଜାଣନ୍ତୁ, କେଉଁ ରାଜ୍ୟରେ କେବେ ହେବ ମତଦାନ

ନୂଆଦିଲ୍ଲୀ:   ୫ ରାଜ୍ୟର ବିଧାନସଭା ନିର୍ବାଚନୀ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର ।   । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ନିର୍ବାଚନ କମିଶନର ଆଜି ମଧ୍ୟାହ୍ନରେ ଏକ ପ୍ରେସ କନଫରେନ୍ସ…

ହମାସର ବର୍ବରତା: ଇସ୍ରାଏଲ ଯୁବତୀଙ୍କୁ ଅପହରଣ କରି ଦେଉଛି ନିର୍ଯାତନା, ବଳାତ୍କାରକୁ କରିଛି ଯୁଦ୍ଧାସ୍ତ୍ର

ନୂଆଦିଲ୍ଲୀ: ଇସ୍ରାଏଲ-ଗାଜା ଯୁଦ୍ଧ ଆଜିକୁ ୩ ଦିନ ବିତିଗଲାଣି । ହେଲେ ଯୁଦ୍ଧ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନି । ରକେଟ ଆକ୍ରମଣ ପୂର୍ବ ପରି ଜାରି ରହିଛି । ସେପଟେ ଇସ୍ରାଏଲ ବି ଜବାବି ଆକ୍ରମଣ ଜାରି ରଖିଛି । କୁହାଯାଉଛି ଇସ୍ରାଏଲରେ ବର୍ତ୍ତମାନ ସୁଦ୍ଧ ୬୦୦ ଜଣଙ୍କ…

ଓଜନ ହ୍ରାସ ପାଇଁ ସର୍ବୋତ୍ତମ କଫି: ଆସନ୍ତୁ ଜାଣିବା କେଉଁ କଫି ପିଇବେ ବ୍ଲାକ୍ ନା ମିଲ୍କ..

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଫିଟନେସକୁ ନେଇ ସମସ୍ତେ ଜାଗ୍ରତ ଆଉ ଚିନ୍ତିତ ମଧ୍ୟ। କିନ୍ତୁ ବିଭିନ୍ନ ସମୟରେ ଖରାପ ଜୀବନଶୈଳୀ ଆମ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ  ।  ମେଦବହୁଳତା ଲୋକଙ୍କ ପାଇଁ ଏକ ସମସ୍ୟା ହୋଇ ଉଭା ହୋଇଛି। ମେଦବହୁଳତା ଏକ ରୋଗ ନ ହେଲେ ବି ଅନେକ ରୋଗର…

ଶାହାରୁଖଙ୍କୁ ହତ୍ୟା ଧମକ : ଓ୍ବାଇ ପ୍ଲସ୍ ସୁରକ୍ଷା ପ୍ରଦାନ କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ବଢିଲା ଶାହାରୁଖଙ୍କ ସୁରକ୍ଷା  । ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କୁ ଓ୍ବାଇ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି । ସୁରକ୍ଷା ବୃଦ୍ଧି କରି ଓ୍ବାଇ ପ୍ଲସ୍ ଦେଲେ ମହାରାଷ୍ଟ୍ର ସରକାର  । ହତ୍ୟା ଧମକ ମିଳିବା ନେଇ ଶାହାରୁଖ ସରକାରଙ୍କୁ ଜଣାଇଥିଲେ । ପଠାନ୍, ଜଓ୍ବାନ ଫିଲ୍ମରେ ଅଭିନୟ…

ଦିନିକିଆ ବିଶ୍ୱକପ କ୍ରିକେଟ: କୋହଲି, ରାହୁଲ ଭାରତକୁ ଜିତାଇଲେ

ମାଡ୍ରାସ: ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ତାର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ଲୋ ସ୍କୋରିଂ ମୁକାବିଲାରେ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୨୦୦ ରନର ଲକ୍ଷ୍ୟ ରଖିଥିଲା । ମାତ୍ର ଭାରତୀୟ ଇନିଂସର ଆରମ୍ଭ ନାଟକୀୟ ଢଙ୍ଗରେ…

ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗୌରବ ଆଣିଲେ ଏକଲବ୍ୟ ଛାତ୍ରଛାତ୍ରୀ, ୨୧ ଜଣ ଛାତ୍ରଛାତ୍ରୀଙ୍କୁ ସଫଳତା

ଭୁବନେଶ୍ବର: ଜାତୀୟ ସ୍ତରରେ ଗୌରବ ଆଣିଲେ ଓଡ଼ିଆ ଛାତ୍ରଛାତ୍ରୀ। ଏକଲବ୍ୟ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଚତୁର୍ଥ ଜାତୀୟ ସ୍ତରୀୟ ସାଂସ୍କୃତିକ ସାହିତ୍ୟ ତଥା କଳା ଉତ୍ସବରେ ଯୋଗ ଦେଇ ଓଡିଶା ପାଇଁ ଗୌରବ ଆଣିଛନ୍ତି। ଉତ୍ତରାଖଣ୍ଡସ୍ଥିତ ଡେରାଡୁନଠାରେ ଅକ୍ଟୋବର୩ ତାରିଖରୁ ୬ ତାରିଖ ମଧ୍ୟରେ…