Latest Odisha News

BREAKING NEWS

Browsing Category

ଫିଚର

ମୃତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସ୍ବାମୀଙ୍କୁ ପୋଲିସର ଜେରା

ରାଉରକେଲା: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସ୍ଆଇ ଆଲିସା ନର୍ମି ଲୁଗୁନଙ୍କ ମୃତ୍ୟୁରେ ନ୍ୟାୟ ଦାବି ତେଜିଛି । ଶୁକ୍ରବାର ରାଉରକେଲା ଏସପିଙ୍କ କାର୍ଯ୍ୟାଳୟରେ ଆଦିବାସୀ ମାନେ ଗୋଟିଏ ପଟେ ଏକାଠି ହୋଇ ହୋ ହାଲ୍ଲା କରିଛନ୍ତି। ଅନ୍ୟପଟେ ସୁସ୍ମିତାଙ୍କ ସ୍ୱାମୀ ସୁଶୀଲ…

ଶିଶୁ ଅଦଳବଦଳ ରୋକିବାକୁ ଏଣିକି କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁଙ୍କ ଗୋଡ଼ରେ ଲାଗିବ ଟ୍ଯାଗ୍

ଭୁବନେଶ୍ୱର: ନିକଟରେ 'ଛୋଟ ଛୁଆ ଅଦଳ ବଦଳ' ଅଭିଯୋଗ ଆସିବା ପରେ, ଯାହା ପରେ ମିଛ ପ୍ରମାଣିତ ହୋଇଥିଲା, ଏବେ ନବଜାତ ଶିଶୁଙ୍କ ଜନ୍ମର ତୁରନ୍ତ ପରେ ସେମାନଙ୍କ ଗୋଡ଼ରେ ଟ୍ୟାଗ୍ ଲଗାଇବା ପାଇଁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ…

ମାଓବାଦୀଙ୍କ ମୁକାବିଲା ପାଇଁ କେନ୍ଦ୍ରକୁ ହେଲିକପ୍ଟର ମାଗିଲା ଓଡ଼ିଶା

ନୂଆଦିଲ୍ଲୀ: ଓଡ଼ିଶାରେ ମାଓବାଦୀଙ୍କ ମୁକାବିଲା ପାଇଁ ସୁରକ୍ଷା ବାହିନୀକୁ ସହାୟତା କରିବା ପାଇଁ ଏକ ଉତ୍ସର୍ଗୀକୃତ ହେଲିକପ୍ଟର ଓ ଅଧିକ ମୋବାଇଲ ଟାଓ୍ବାର ଯୋଗାଇ ଦେବାକୁ ଓଡ଼ିଶା ସରକାର ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ…

ରିଲ୍ସ ସୁଟିଂ ବେଳେ ଯୁବତୀଙ୍କୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ଯୁବକ, ଜଳକା ସାଜିଲେ ସହଯୋଗୀ

ଖୋର୍ଦ୍ଧା: ବନ୍ଧୁମାନଙ୍କ ସହ ରିଲ୍ ସୁଟିଂ କରୁଥିବା ବେଳେ ଶୁକ୍ରବାର ଜଣେ ଯୁବକ ଜଳାଶୟରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ କଟକ ଜିଲ୍ଲା ସାଲେପୁରର ଆଶୁତୋଷ ବେହେରା। ମିଳିଥିବା ସୂଚନା ଅନୁଯାୟୀ, ଆଶୁତୋଷ ଓ ତାଙ୍କ ସାଙ୍ଗମାନେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ଭିଡିଓ ସୁଟିଂ…

ଲୋକସଭା ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳୀୟ ନେତୃତ୍ବଙ୍କୁ କରାଇଲେ ଅବଗତ

ଭୁବନେଶ୍ୱର: ୨୦୨୪ରେ ଓଡିଶାରୁ ବିଜେପି ଟିକେଟରେ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ସେ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଦଳୀୟ ନେତୃତ୍ବଙ୍କୁ ଅବଗତ କରାଇ ସାରିଛନ୍ତି, କିନ୍ତୁ ସେମାନଙ୍କ ନିଷ୍ପତ୍ତିକୁ ସେ…

ନେଦରଲାଣ୍ଡକୁ ୮୧ ରନରେ ହରାଇଲା ପାକିସ୍ତାନ

ହାଇଦ୍ରାବାଦ: ଚଳିତ ଦିିନିକିଆ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ବିଜୟ ସହ ତାର ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ଅନୁଷ୍ଠିତ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୮୬ ରନ କରିଥିଲା । ମହମ୍ମଦ ରିଜୱାନ ଓ ସୌଦ ଶକୀଲ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ମହମ୍ମଦ ନୱାଜ ଦ୍ରୁତ ୩୯ ରନ…

ମାହାଙ୍ଗା ଡବଲ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ। ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ। ସମନ ଜାରି କଲେ ସାଲେପୁର ଜେଏମଏଫସି କୋର୍ଟ। ସ୍ପେଶାଲ ମେସେଞ୍ଜର ଜରିଆରେ ସମନ ପଠାଇଲେ କୋର୍ଟ। ଅକ୍ଟୋବର ୩୧ରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଯାଜପୁର: ଧରାପୃଷ୍ଠକୁ ଅବତରଣ କରିବେ ମା'। ଏଥିପାଇଁ ପ୍ରତ୍ୟେକ ଶକ୍ତିପୀଠ ହୋଇଉଠିଛି ଚଳଚଞ୍ଚଳ। ମା'ଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା। ଏହି ପୂଜା ଆଗାମୀ ୧୬ ଦିନ ଧରି ଲାଗି ରହିବ। ଆଶ୍ୱିନ ମାସ…

୨୦୧୯ ବିଶ୍ୱକପ: ଶେଷରେ ଇଂଲଣ୍ଡ ଜିତିଲା ଟ୍ରଫି..

ଲଣ୍ଡନ: ୨୦୧୯ ବିଶ୍ୱକପ ଇଂଲଣ୍ଡ ଓ ୱେଲ୍ସରେ ଆୟୋଜିତ ହୋଇଥିଲା । ଏଥର ଟିମ ସଂଖ୍ୟା ୧୪ ବଦଳରେ ୧୦ କରାଯାଇ ରାଉଣ୍ଡ ରବିନ ଲିଗ ଫର୍ମାଟରେ ଖେଳା ଯାଇଥିଲା । ଶ୍ରେଷ୍ଟ ୪ଟି ଟିମ ସିଧାସଳଖ ସେମି ଫାଇନାଲ ଖେଳିଥିଲେ । ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ପରାସ୍ତ କରି ଇଂଲଣ୍ଡ…

କଂଗ୍ରେସ ସରକାର ଗଠନ କଲେ ହେବ ଜାତି ଭିତ୍ତିକ ଜନଗଣନା: ପ୍ରିୟଙ୍କା ଗାନ୍ଧୀ

ରାୟପୁର: ଆଗକୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିଲାଗି ସମସ୍ତ ରାଜନୈତିକ ଦଳ ପରୋକ୍ଷରେ ହେଉ କିମ୍ବା ପ୍ରତ୍ୟେକ୍ଷରେ ପ୍ରଚାର ପ୍ରସାର ଆରମ୍ଭ କଲେଣି। ଅନ୍ୟପଟେ ଜାତିଗତ ଜନଗଣନାକୁ ନେଇ ରାଜନୀତିର ଅସ୍ତ୍ର ଭାବେ ବ୍ୟବହାର କଲେଣି ରାଜନୈତିକ ଦଳ। ଇତିମଧ୍ୟରେ…