Latest Odisha News

BREAKING NEWS

Browsing Category

ଫିଚର

ଶିକ୍ଷା ବୃତ୍ତି ଘୋଟଲାକୁ କଡ଼ା ନିନ୍ଦା ସହ ଓଡ଼ିଶା ଅଭିଭାବକ ମହାସଂଘର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ମିଳିମିଶି ଖାଇଗଲେ ପିଲାଙ୍କ ମେଧାବୃତ୍ତି ଟଙ୍କା। ତାଲିକାରେ ନାଁ ପିଲାଙ୍କର, ହେଲେ ଆକାଉଣ୍ଟ କଲେଜର। ୪ ବର୍ଷରେ ୫୮ କୋଟିର ହେରଫେର ହୋଇଛି। ଭୂତ ଆକାଉଣ୍ଟରେ ୧୫ କୋଟି ଟଙ୍କା ଯାଇଥିବାବେଳେ ମିଛ ଛାତ୍ରଛାତ୍ରୀଙ୍କ ମାନେ ମେଧାବୃତ୍ତିର ହିତାଧିକାରୀ। ଏହାକୁ ନିନ୍ଦା କରଛି ଓଡିଶା…

ବିଶ୍ୱକପ ଉଦଘାଟନୀ ମୁକାବିଲାରେ କନୱେ, ରବୀନ୍ଦ୍ରଙ୍କ ବିସ୍ଫୋରକ ଶତକ ବଳରେ ଇଂଲଣ୍ଡକୁ ହରାଇଲା ନ୍ୟୁଜିଲାଣ୍ଡ

ଅହମ୍ମଦାବାଦ: ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୩ ଉଦଘାଟନୀ ମୁକାବିଲାରେ ନ୍ୟୁଜିଲାଣ୍ଡ ଡେଭନ କନୱେ ଓ ରଚିନ ରବୀନ୍ଦ୍ରଙ୍କ ଅପରାଜିତ ଶତକ ବଳରେ ୯ ୱିକେଟରେ ଚାମ୍ପିୟନ ଇଂଲଣ୍ଡକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୮୩ ରନର ବିଜୟ ଲକ୍ଷ୍ୟ ନ୍ୟୁଜିଲାଣ୍ଡ…

କାହିଁକି ଛାତ୍ର ସଂସଦ ନିର୍ବାଚନ ବାତିଲ କଲ, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ବାତିଲ ନେଇ ଗୁରୁବାର ଓଡ଼ିଶା ହାଇକୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଦାୟର ପିଟିସନର ଶୁଣାଣି କରି ଏହି ନୋଟିସ୍ ଜାରି କରାଯାଇଛି।…

SCB ମେଡିକାଲରେ ମ୍ୟୁଜିକ ଥେରାପି, ICU ଭିତରେ ୨୪ ଘଣ୍ଟା ବାଜିବ ଜଗନ୍ନାଥ ଭଜନ

କଟକ: ଏସସିବିର ଆଇସିୟୁରେ ୨୪ ଘଣ୍ଟା ବାଜିବ ଜଗନ୍ନାଥ ଭଜନ। ମେଡିକାଲ୍‌ର ବିଭିନ୍ନ ବିଭାଗର ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଦିଆଯିବ ମ୍ୟୁଜିକ୍‌ ଥେରାପି। ଆଇସିୟୁ ଭିତରେ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ। ଫଳରେ ରୋଗୀ ଓ କର୍ମଚାରୀଙ୍କ ଉପରେ ଏହାର ସକରାତ୍ମକ ପ୍ରଭାବ…

ରାହୁଲଙ୍କୁ ରାବଣ କହିଲା ବିଜେପି, କଂଗ୍ରେସ କହିଲା ହିଂସା ସୃଷ୍ଟି କରିବାକୁ ଉଦ୍ୟମ

ନୂଆଦିଲ୍ଲୀ: ବିଜେପି ଗୁରୁବାର ଦିନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛି ଯେଉଁଥିରେ ରାହୁଲ ଗାନ୍ଧୀଙ୍କୁ ରାମାୟଣର ଦଶମୂଖୀ ରାକ୍ଷସ ରାଜା ରାବଣ ଭାବେ ଦର୍ଶାଯାଇଛି। ବିଜେପିର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଏହି ପୋଷ୍ଟରେ ନୂଆ ଯୁଗର ରାବଣ ଏଠାରେ ଅଛନ୍ତି ବୋଲି…

୫ ଦିନିଆ ରିମାଣ୍ଡରେ ଗଲେ ସଞ୍ଜୟ ସିଂହ, କହିଲେ ମୋଦୀ ଆଦାନୀଙ୍କ ଚାକାର

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଗୁରୁବାର ୫ ଦିନିଆ ଇଡି ରିମାଣ୍ଡରେ ପଠାଇ ଦିଆଯାଇଛି। ଦିଲ୍ଲୀସ୍ଥିତ ବାସଭବନରେ ଇଡି ଅଧିକାରୀମାନେ ଦିନ ତମାମ ଜେରା କରିବା ପରେ ବୁଧବାର ତାଙ୍କୁ ଗିରଫ କରାଯାଇଥିଲା। ସଞ୍ଜୟ ସିଂହଙ୍କ ଗିରଫଦାରୀ ରାଜନୈତିକ…

ଆନ୍ଧ୍ରରେ ଚନ୍ଦ୍ରବାବୁଙ୍କୁ ସାଇଡ କରି ବିଜେପି ସହ ମେଣ୍ଟ କରିବେ ଜଗନ!

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖେଇ ଆସୁଛି ଆନ୍ଧ୍ରପ୍ରଦେଶ ରାଜନୀତି ସେତିକି ସରଗରମ ହେଉଛି। ଟିଡିପି ମୁଖ୍ୟ ତଥା ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ ହେବା ପରେ ରାଜ୍ୟ ରାଜନୀତି ଆହୁରି ତୀଵ୍ର ହୋଇଛି। ସେପଟେ ବିଜେପି ସହ ସମ୍ପର୍କ ଦୃଢ କରିବାକୁ ଉଭୟ ଶାସକ…

ସନ୍ତୋଷ ଟ୍ରଫି:୨୨ ଜଣିଆ ଓଡିଶା ଫୁଟବଲ ଦଳ ଘୋଷିତ

ଭୁବନେଶ୍ୱର: ସନ୍ତୋଷ ଟ୍ରଫି ପାଇଁ ଗୁରୁବାର ଓଡିଶା ଫୁଟବଲ ଆସୋସିଏଶନ ୨୨ଜଣିଆ ଦଳ ଘୋଷଣା କରାଯାଇଛି । ଗ୍ରୁପ ବିରେ ସ୍ଥାନ ପାଇଥିବା ଓଡିଶା ପଞ୍ଜାବରେ ଅକ୍ଟୋବର ୯ରୁ ୧୮ ପର୍ଯ୍ୟନ୍ତ ୨ଟି ଭେନ୍ୟୁରେ ତାର ମ୍ୟାଚଗୁଡିକ ଖେଳିବ । ୯ରେ ପଶ୍ଚିମବଙ୍ଗ ବିପକ୍ଷରେ ଓଡିଶା ତାର ଅଭିଯାନ ଆରମ୍ଭ କରିବ ।…