Latest Odisha News

BREAKING NEWS

Browsing Category

ଫିଚର

ଏସିଆନ ଗେମ୍ସ: ୯ ବର୍ଷ ପରେ ପୁରୁଷ ହକି ଫାଇନାଲରେ ଭାରତ

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମ ଫାଇନାଲରେ ପ୍ରବେଶ କରି ସ୍ୱର୍ଣ୍ଣ ପଦକ ଆଶା ଉଜ୍ଜୀବୀତ କରିଛନ୍ତି । ବୁଧବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ୫-୩ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା । ଅନ୍ୟ ଏକ ସେମିଫାଇନାଲରେ ଜାପାନ ୩-୨ ଗୋଲରେ ଚୀନକୁ ହରାଇଛି । ଭାରତ…

ଅନଲାଇନ ବେଟିଂ ଆପ୍ ମାମଲାରେ ରଣବୀର କପୁରଙ୍କୁ ଇଡି ସମନ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ପାଇଁ ବଢିଲା ଅଡୁଆ। ରଣବୀରଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ‘ମହାଦେବ ବୁକ୍‌’ ଅନ୍‌ଲାଇନ୍‌ ବେଟିଂ ଆପ୍‌ ମାମଲାରେ ପଚରାଉଚରା ପାଇଁ ଇଡି ଅଭିନେତାଙ୍କୁ ଡାକିଥିବା ଜଣାପଡ଼ିଛି। ଆସନ୍ତା ୬ ଅକ୍ଟୋବରରେ ଇଡି ଅଫିସରେ ହାଜର ହେବାକୁ…

ଅବକାରୀ ଦୁର୍ନୀତି ମାମଲାରେ ଆପ ସାଂସଦ ସଞ୍ଜୟ ସିଂହ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବୁଧବାର ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରିଛି । ଇଡି ସାଂସଦଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ଘରେ ବୁଧବାର ସକାଳ ୭ଟାରେ ଛାପା ମାରିଥିଲେ । ସେଠାରୁ କିଛି କାଗଜପତ୍ର ମଧ୍ୟ ଜବତ…

ଉଜ୍ଜ୍ୱଳା ଯୋଜନାକୁ ନେଇ ବଡ଼ ଘୋଷଣା, ହିତାଧିକାରୀଙ୍କ ସବସିଡି ୩୦୦ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟ (ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମ) ରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କୁ ସହାୟତା ଯୋଗାଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୋଦୀ ସରକାର ବର୍ତ୍ତମାନ ଏହି ଯୋଜନା…

ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ: କାହିଁକି ଜାଣନ୍ତୁ

ପୁରୀ:ଆସନ୍ତାକାଲି ଗୁରୁବାର ଦିନ ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ । କାଳିଆ ଠାକୁରଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେବେ ସାଧାରଣ ଭକ୍ତ । କାରଣ କାଲି ହେବ ମହାପ୍ରଭୁଙ୍କ ବନକ ଲାଗି । ସେଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ବୁଧବାର ସୂଚନା…

ୱାର ୨ରେ ହ୍ରିତିକ, ଶାହାରୁଖ, ସଲମାନ !

ମୁମ୍ବାଇ: ୟଶରାଜ ପ୍ରଡକ୍ସନର ୱାର ୨ରେ ହ୍ରିତିକ ରୋଶନ, ଶାହାରୁଖ ଖାଁ ଓ ସଲମାନ ଖାଁ ଏକତ୍ର ଅଭିନୟ କରି ପାରନ୍ତି ବୋଲି ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି । ବ୍ରହ୍ମାସ୍ତ୍ରର ନିର୍ଦ୍ଦେଶକ ଅୟାନ ମୂର୍ଖାଜୀ ଏଥିରେ ନିର୍ଦ୍ଦେଶନା ଦେବେ । ୟଶରାଜ ସ୍ପାଇ ୟୁନିଭର୍ସ ତାର ପୂର୍ବ ଫିଲ୍ମଗୁଡିକ…

ମ୍ୟାନେଜମେଣ୍ଟ ନିଷ୍ପତ୍ତି ପରେ ଭିସୁଟ ଆସୋସିଏଟ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର

ବୁର୍ଲା:  ଭିସୁଟର ଜଣେ ଆସୋସିଏଟ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବାଧ୍ୟତାମୂଳକ ଅବସର ପାଇଥିବା ଆସୋସିଏଟ ପ୍ରଫସର ଜଣକ ହେଲେ ସସ୍ମିତା କୁମାରୀ ପାଢୀ । ବିଶ୍ବବିଦ୍ୟାଳୟର ବୋର୍ଡ ଅଫ ମ୍ୟାନେଜମେଣ୍ଟ ତାଙ୍କୁ ଏପରି ବାଧ୍ୟତାମୂଳକ ଅବସର ଦେଇଛି । ପୂର୍ବରୁ ମଧ୍ୟ ସେ କୁଆଡେ ଥରେ…

ଟାଇଗର-୩ର ଧମାକାଦାର ଟ୍ରେଲର ରିଲିଜ୍‌ ତାରିଖ ଘୋଷଣା, ସିନେପ୍ରେମୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା

ମୁମ୍ବାଇ: ବହୁପ୍ରତୀକ୍ଷିତ ଫିଲ୍ମ ଟାଇଗର-୩ର ଧମାକାଦାର ଟ୍ରେଲର ରିଲିଜ୍‌ ତାରିଖ ଘୋଷଣା ହୋଇଛି। ସଲମାନ ଖାନଙ୍କ ଏହି ଫିଲ୍ମକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆସନ୍ତା ୧୬ରେ ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ନେଇ ୟସ୍ ରାଜ୍‌ ଫିଲ୍ମ ପକ୍ଷରୁ ସୂଚନା ଦିଆଯାଇଛି। ସୋସିଆଲ ମିଡିଆ…

ଆସନ୍ତାକାଲି ସକାଳ ଯାଏ ଲାଗି ରହିବ ବର୍ଷା: ରାଜ୍ୟରେ ୨୧୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ

ଭୁବନେଶ୍ୱର:ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷିବ । ଗୁରୁବାର ସକାଳ ପର୍ଯ୍ୟନ୍ତ ଏହି ବର୍ଷା ଲାଗି ରହି । ପଶ୍ଚିମବଙ୍ଗ ଗାଙ୍ଗେୟ କ୍ଷେତ୍ର ଏବଂ ତତସଂଲଗ୍ନ ଝାଡଖଣ୍ଡ ନିକଟରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି  ରହିବ ବୋଲି ବୁଧବାର ଭାରତୀୟ ପାଣିପାଗ ବିଭାଗ  …