Latest Odisha News

BREAKING NEWS

Browsing Category

ଫିଚର

ଯୁବକଙ୍କ ଅପହରଣ ଅଭିଯୋଗ ପରେ ବି ପୋଲିସର ନିଷ୍କ୍ରିୟତାକୁ ନେଇ ଉଠିଲା ପ୍ରଶ୍ନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଶୁକ୍ରବାର ଅପହୃତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଖୋଜିବା ପାଇଁ କିଛି କରୁ ନ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସୁରଟରେ କାମ କରୁଥିବା ଦୀପୁ ପାତ୍ର କିଛି ଦିନ ତଳେ ଘରକୁ ଫେରିଥିଲେ। ଗତ ଶୁକ୍ରବାର ଦିନ ସେ ତାଙ୍କ ବନ୍ଧୁଙ୍କ ସହ ଏକ ପୁରୁଣା…

ପୋଲିସ ଗାଡିରେ ଯିବା ବେଳେ ବିଚାରଧୀନ କିଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବରଗଡ଼: ରଘୁନାଥପାଲି ଥାନା ପୁଲିସ ଅନ୍ୟ ୧୨ ଜଣଙ୍କ ସହ ବରଗଡ଼ରୁ ରାଉରକେଲା ନେଉଥିବା ବେଳେ ରବିବାର ବରଗଡ-ସମ୍ବଲପୁର ରାସ୍ତାର ଗୋଶାଳା ନିକଟରେ ଜଣେ ବିଚାରାଧୀନ କଏଦୀ ଅନିର୍ବାଣ କରଜିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। କରଜିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ…

ପିନାକୀ ଶ୍ରୀଚନ୍ଦନଙ୍କ ଉଦ୍ୟମରେ ପୁରୀରେ ପୁନର୍ବାର ସ୍କ୍ରିନିଂ ହେବ ଫିଲ୍ମ ‘ପୁଷ୍କରା’

ପୁରୀ: ଓଡ଼ିଆ ଫିଲ୍ମ ଦେଖିବାକୁ ସମସ୍ତଙ୍କର ଇଚ୍ଛା ରହିଥିବା ବେଳେ ଏହାକୁ ନଜରରେ ରଖି ଯୁବ ସିନେ ଅଭିନେତା ପୁରୀର ପିନାକୀ ଶ୍ରୀଚନ୍ଦନଙ୍କ ଉଦ୍ୟମରେ ପୁନର୍ବାର ପୁରୀରେ ପୁଷ୍କରା ଚଳଚ୍ଚିତ୍ର ସ୍କ୍ରିନିଂ କରାଯିବ। ପୁରୀରେ ସିନେମା ହଲ ନଥିବା ବେଳେ ଭୁବନେଶ୍ୱର ଯିବା ବ୍ୟୟ ବହୁଳ ହୋଇଥାଏ।…

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସ୍ଥିର ହେଲା କଂଗ୍ରେସର ୧୦୩ ପ୍ରାର୍ଥୀଙ୍କ ନାମ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଏହି ଅପେକ୍ଷା ବର୍ତ୍ତମାନ ଶେଷ ହୋଇଛି। ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଥିପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହେଲେଣି। ଏହି…

ଆମେରିକାରେ ଉଦ୍‌ଘାଟନ ହେବ ବିଶ୍ୱର ଦ୍ୱିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର, ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ମନ୍ଦିର

ନୂଆଦିଲ୍ଲୀ: ଆମେରିକାରେ ଆଜି ଉଦ୍‌ଘାଟନ ହେବାକୁ ଯାଉଛି ସ୍ବାମୀନାରାୟଣ ଅକ୍ଷରଧାମ ମନ୍ଦିର। ଏହି ମନ୍ଦିର ଭାରତ ବାହାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର ଭାବେ ପରିଗଣିତ ହେବ। ଆମେରିକାର ନ୍ୟୁ ଜର୍ସିରେ ଆଜି ଅର୍ଥାତ୍ ଅକ୍ଚବୋର ୮ ରେ ଉଦ୍‌ଘାଟନ ହେବାକୁ ଯାଉଛି ବିଶ୍ୱର ଦ୍ୱିତୀୟ…

ଖୁବ ଶୀଘ୍ର ଗଗନୟାନ ମିଶନର ପରୀକ୍ଷା ଆରମ୍ଭ କରିବ ଇସ୍ରୋ, ଭାରତୀୟ ନୌସେନାର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ହାଇଦ୍ରାବାଦ: ଚନ୍ଦ୍ର-ସୁର୍ଯ୍ୟ ପରେ ଏବେ ଗଗନୟାନ ମିଶନର ପରୀକ୍ଷା ଆରମ୍ଭ କରିବ ଇସ୍ରୋ। ଗଗନୟାନ ମିଶନ ପାଇଁ ମାନବବିହୀନ ଫ୍ଲାଇଟ ଟେଷ୍ଟ କରିବ ଇସ୍ରୋ। ଏଥିପାଇଁ ପ୍ରସ୍ତୁତି ଚାଲିଛି। ଫ୍ଲାଇଟ ଟେଷ୍ଟ ଭେହିକଲ ଆବୋର୍ଟ ମିଶନ-୧ ପାଇଁ ଇସ୍ରୋ ଜୋରଦାର ପ୍ରସ୍ତୁତି ଚଳାଇଛି। ତେବେ ଆବୋର୍ଟ ବିମାନ…

ଏହି ସମୀକରଣଗୁଡିକ ଭାରତ ବିଶ୍ୱକପ ଜିତିବ ବୋଲି ସୂଚାଉଛି

ନୂଆଦିଲ୍ଲୀ: ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆରମ୍ଭ ହୋଇଯାଇଛି । ୧୯୮୩ ଓ ୨୦୧୧ ପରେ ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟାଇଟଲ ହାସଲ କରିବା ବୋଲି ଆଶା କରାଯାଉଛି । କେତେଗୁଡିଏ ସମୀକରଣ ମଧ୍ୟ ଟିମ ଇଣ୍ଡିଆ ସପକ୍ଷରେ ଯାଉଛି । ଆଇସିସି ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ଥିବା ଟିମ…

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ୯୦୦ କୋଟି ଖର୍ଚ୍ଚ, ଟ୍ରଷ୍ଟ ବ୍ୟାଙ୍କ ଆକାଉଣ୍ଟରେ ଆହୁରି ବାକି ଅଛି ୩୦୦୦…

ଲକ୍ଷ୍ନୌ: ଦୃତ ଗତିରେ ଚାଲିଛି ଶ୍ରୀ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ତେବେ ମନ୍ଦିର କାର୍ଯ୍ୟଟି ୨୦୨୦ ଫେବୃଆରୀ ୫ ତାରିଖରୁ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଏଯାବତ୍ ୯୦୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ବର୍ତ୍ତମାନ ଟ୍ରଷ୍ଟର ବ୍ୟାଙ୍କ ଆକାଉଣ୍ଟରେ…

ବାହାନଗା ଟ୍ରାଜେଡି: ୨୮ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା । ଚିହ୍ନଟ ହୋଇନଥିବା ୨୮ ମୃତଦେହର ହେବ ଅନ୍ତିମ ସଂସ୍କାର  । ଚିହ୍ନଟ ନ ହୋଇ ଏମ୍ସରେ ଏସବୁ ମୃତଦେହ ରହିଥିଲା । ସଂସ୍କାର ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସିବିଆଇର ଚିଠି ପରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ବିଏମସି ଏସଓପି ଜାରି…

କାନାଡାରେ ଚାଲିଛି ଭାରତ ବିରୋଧୀ ଷଡଯନ୍ତ୍ର, ସତର୍କ କଲା ଗୁପ୍ତଚର ସଂସ୍ଥା

ନୂଆଦିଲ୍ଲୀ: କାନାଡାରେ ଖଲିସ୍ତାନ ସମର୍ଥକମାନେ ପୁଣି ଷଡଯନ୍ତ୍ର ଉଦ୍ୟମ ଆରମ୍ଭ କରିଛନ୍ତି। ଅକ୍ଟୋବର ୯ରେ ପଞ୍ଜାବରେ କାନାଡା ଧନ୍ୟବାଦ ଦିବସ ପାଳନ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ସୂଚନା ପାଇବା ପରେ ପଞ୍ଜାବରେ କେନ୍ଦ୍ରୀୟ ଏବଂ ରାଜ୍ୟ ଗୁଇନ୍ଦା ସଂସ୍ଥା ସକ୍ରିୟ ହୋଇଛନ୍ତି। ଏହି ସମୟରେ…