Latest Odisha News

BREAKING NEWS

Browsing Category

ଫିଚର

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଅସୁସ୍ଥ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କଟକ:ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ହୋଇପଡିଛି । ଚୌଦ୍ୱାରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି । ପ୍ରାୟ ୪ ଦିନ ହେବ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନା ଅନୁସାରେ ସେ କ୍ୟାନ୍ସର ଆକ୍ରାନ୍ତ…

ବାହାନଗା ଟ୍ରେନ ଦୁର୍ଘଟଣା: ୧୨୮ ଦିନ ପରେ ଜଳିଲା ୨୮ ମୃତଦେହ

ଭୁବନେଶ୍ୱର: ୧୨୮ ଦିନ ପରେ ଜଳିଲା ୨୮ ମୃତଦେହ । ଭରତପୁର ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର । ସବୁ ଅଚିହ୍ନା ଶବର ଶେଷକୃତ୍ୟ ସମ୍ପନ୍ନ କରିଛି ବିଏମସି । ଏମ୍ସ, ବିଏମସି ଅଧିକାରୀ, ପୂର୍ବତଟ ରେଳବାଇ ଅଧିକାରୀ ଏବଂ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ କଣ୍ଟେନର ଖୋଲା ଯାଇଥିଲା । ଏହାର…

ପିଏଫ୍‌ଆଇ ବିରୋଧରେ ଏନଆଇଏର କାର୍ଯ୍ୟାନୁଷ୍ଠାନ: ଦିଲ୍ଲୀ, ୟୁପି ସମେତ ୬ ରାଜ୍ୟରେ ଚଢାଉ

ନୂଆଦିଲ୍ଲୀ: ଦିଲ୍ଲୀ, ୟୁପି ସମେତ ଦେଶର ୬ଟି ରାଜ୍ୟରେ ଏନଆଇଏର ଚଢାଉ ଜାରି ରହିଛି। ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସିର ଏହି ଚଢ଼ାଉ ଲୋକପ୍ରିୟ ଫ୍ରଣ୍ଟ ଅଫ୍ ଇଣ୍ଡିଆର ଆଧାରରେ ଚାଲିଛି। ଉତ୍ତରପ୍ରଦେଶ ବ୍ୟତୀତ ଦିଲ୍ଲୀ, ରାଜସ୍ଥାନ, ତାମିଲନାଡୁ ଏବଂ ମହାରାଷ୍ଟ୍ର ଭଳି ଅନେକ ସ୍ଥାନରେ ଏନଆଇଏ…

କଶ୍ମୀର ଫାଇଲ୍ସ ମେକର୍ସ ବିବେକ ଅଗ୍ନିହୋତ୍ରୀଙ୍କୁ ସମାଲୋଚନା କଲେ ଆଶା ପାରେଖ

ମୁମ୍ବାଇ: ଦି କଶ୍ମୀର ଫାଇଲର ମେକର୍ସ ବିବେକ ଅଗ୍ନିହୋତ୍ରୀଙ୍କୁ ଭେଟେରାନ ଅଭିନେତ୍ରୀ ଆଶା ପାରେଖ କଡା ସମାଲୋଚନା କରିଛନ୍ତି । ସେ ସିଧାସଳଖ ପ୍ରଶ୍ନ କରିଛନ୍ତି ଯେ, ଦି କଶ୍ମୀର ଫାଇଲ୍ସ ମାଧ୍ୟମରେ ବିବେକ ଯେଉଁ ଲାଭ କମାଇଛନ୍ତି ସେଥିରୁ କଶ୍ମୀର ପଣ୍ଡିତଙ୍କୁ ପାଇଁ କିଛି କରିଛନ୍ତି ନି ନାହିଁ…

ରାଜ୍ୟରେ ‘ମିଶନ ଶକ୍ତି ସ୍କୁଟର’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ମିଶନ ଶକ୍ତି ସ୍କୁଟର ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ୧୫ ହଜାର ମା’ଙ୍କୁ ପ୍ରଦାନ କରାଯାଇଛି ସ୍କୁଟି । ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଅନେକ…

ଭାରତ-ପାକ ମ୍ୟାଚ ଉପଭୋଗ କରିବେ ଅମିତାଭ, ରଜନୀକାନ୍ତ, ସଚିନ

ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ୧୪ ଅକ୍ଟୋବରରେ ପାକିସ୍ତାନକୁ ଭେଟିବ । ରଜନୀକାନ୍ତ, ଅମିତାଭ ବଚ୍ଚନ ଓ ସଚିନ ତେନ୍ଦୁଲକରଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହାକୁ ଉପଭୋଗ କରିବା ପାଇଁ ଷ୍ଟାଡିୟମକୁ ଆସିବେ ବୋଲି ଜଣାପଡିଛି । ଲୋକପ୍ରିୟ ଗାୟକ ଅରଜିତ ସିଂ ମ୍ୟାଚ…

ପାକିସ୍ତାନରେ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀକୁ ଗୁଳି କରି ହତ୍ୟା:ପଠାନକୋର୍ଟ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ

ଇସଲାମବାଦ:ପାକିସ୍ତାନରେ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ସାହିଦ ଲତିଫକୁ ଗୁଳି କରି ହତ୍ୟା । ସାହିଦ ପଠାନକୋଟ ଆକ୍ରମଣ ମାଷ୍ଟରମାଇଣ୍ଡ ଥିଲା ।  ପାକିସ୍ତାନର ସିଆଲକୋଟରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଗୁଳିକରି ହତ୍ୟା କରାଯାଇଛି । ଏନଆଇଏ ସାହିଦ ବିରୋଧରେ ମାମଲା କରିଥିଲା । ସାହିଦ…

ରାଜସ୍ଥାନ ବିକାନେରର ସବୁଠୁ ବଡ ରୁଟି : କିଏ ପ୍ରସ୍ତୁତ କରନ୍ତି , ଏହାର ମୂଲ୍ୟ କେତେ ଆସନ୍ତୁ ଜାଣିବା…

ରାଜସ୍ଥାନ: ଆମେ ଆମ ଜୀବନରେ ବିଭିନ୍ନ ପ୍ରକାରର ରୁଟି ଦେଖିଥାଉ  । କେଉଁଠାରେ ରୁଟି ଟିକେ ମୋଟା ଥାଏ ତ ଆଉ କେଉଁଠାରେ ପତଲା  । କେଉଁଠି ରୁଟିର ସାଇଜ୍ ଟିକିଏ ଛୋଟ ଥାଏ ତ ଆଉ କେଉଁଠି ବଡ ଆକାରର ରହିଥାଏ  । କିନ୍ତୁ ଆଜି ଆମେ ରାଜସ୍ଥାନରର ବିକାନେରରେ ବନାଯାଉଥିବା ସବୁଠାରୁ ବଡ ରୁଟି…

୫୪ ବର୍ଷର ଲମ୍ବା ଯାତ୍ରା, ଦେଇଛନ୍ତି ୭୫ରୁ ଅଧିକ ଫ୍ଲପ୍ ଫିଲ୍ମ..ତଥାପି ସେ ଶତାବ୍ଦୀର ମହାନାୟକ

ମୁମ୍ବାଇ: ୫୪ ବର୍ଷର ଲମ୍ବା ଯାତ୍ରା । ଅନେକ ପଡିଛନ୍ତି, ଝୁଣ୍ଟିଛନ୍ତି, ଲହୁଲୁହାଣ ବି ହୋଇଛନ୍ତି । ହେଲେ ପାଦ ଥକିନି । ଆଉ ସେଥିପାଇଁ ଆଜି ସେ ବାଦଶାହ.. ମହାନାୟକ..। ହଁ, ଆମେ କହୁଛୁ ବଲିଉଡର ଶହେନଶାହ ବିଗ ବି ଅମିତାଭ ବଚ୍ଚନଙ୍କ କଥା । ଆଜି ୮୧ ବର୍ଷରେ ପାଦ ଥାପିଛନ୍ତି ଅମିତାଭ ।…

ଆଫଗାନିସ୍ତାନରେ ଭୂକମ୍ପ ଝଟକା : ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ

କାବୁଲ: ଆଫଗାନିସ୍ତାନରେ ଆଜି ସକାଳେ ଏକ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି  । ଆଫଗାନିସ୍ତାନର ଉତ୍ତର-ପଶ୍ଚିମ ଭାଗରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୬.୩ ରେକର୍ଡ ହୋଇଛି  ।  ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଥିଲା ।  ଭୂମିକମ୍ପ ଯୋଗୁଁ…