Latest Odisha News

BREAKING NEWS

Browsing Category

ଫିଚର

ଡାକ୍ତରଖାନାରୁ ହୋଟେଲକୁ ଗଲେ ଗିଲ

ଚେନ୍ନାଇ: ଭାରତୀୟ କ୍ରିକେଟ ଟିମର ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହୋଇଛି । ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ତାଙ୍କର ପ୍ଲେଟଲେଟର ମାତ୍ରା କମି ଯାଇଥିଲା । କାଭେରୀ ଡାକ୍ତରଖାନାରେ ଭର୍ତି କରାଯିବା ପରେ ତାଙ୍କୁ ଭଲ ଭାବେ ଚକିତ୍ସା କରାଯାଇଥିଲା । ମଙ୍ଗଳବାର…

ବିଶ୍ବର ସବୁଠାରୁ ବଡ ହିନ୍ଦୁ ମନ୍ଦିର, କେଉଁଠାରେ ରହିଛି ଆସନ୍ତୁ ଜାଣିବା…

ମୁମ୍ବାଇ : ଭାରତ ହେଉଛି ଏକ ଧର୍ମ ପରାୟଣ ଦେଶ । ଏଠାରେ ଅନେକ ଛୋଟ ବଡ ମନ୍ଦିର ରହିଛି  ।  କିଛି ମନ୍ଦିର ତାର ପ୍ରାକୃତିକ କଳାନୌପଣ୍ୟ ଯୋଗୁଁ ପରିଚିତ ତ ଆଉ କିଛି ମନ୍ଦିର ତାର ଆକାର ଯୋଗୁଁ ।  ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟେ ।  କିନ୍ତୁ ଆପଣ ଜାଣନ୍ତି କି ବିଶ୍ବର ସବୁଠାରୁ…

ନୂଆବର୍ଷରୁ ନୂଆ ନିୟମ: ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବେ ଭକ୍ତ

ପୁରୀ: ନୂଆ ବର୍ଷରେ ଶ୍ରୀମନ୍ଦିରରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ  ।  ଏଥର ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ ହେବ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବେ ଭକ୍ତ । ନଚେତ୍ ମନ୍ଦିର ମଧ୍ୟକୁ ପ୍ରବେଶ ବାରଣ ରହିଛି । ଆସନ୍ତା ନୂଆବର୍ଷଠାରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ସିଂହଦ୍ଵାରରେ…

ପୁଅକୁ କୋଳରେ ଧରି ନିଘୋଡ ନିଦରେ ଶୋଇଥିଲେ ମା’; ଚାପିଦେଲା ଟ୍ରକ

କାମାକ୍ଷାନଗର:ଦିନର କ୍ଲାନ୍ତି ମେଣ୍ଟାଉଥିଲେ ରାତିରେ । କୋଳରେ ୮ ବର୍ଷର ପୁଅକୁ ଧରି ଶୋଇ ଯାଇଥିଲେ ନିଘୋଡ ନିଦରେ । ହେଲେ ଜାଣି ନ ଥିଲେ ସେ ଆଉ ଉଠିବେନି ବୋଲି । ଭାବି ନ ଥିଲେ,  ଯାତ୍ରା ପଡିଆ ତାଙ୍କ ପାଇଁ ଶେଷଶଯ୍ୟା ପାଲଟିବ ବୋଲି । ଏମିତି ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି…

ପରଲୋକରେ ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ର: ଦୀର୍ଘ ଦିନ ଧରି ଡେଙ୍ଗୁରେ ଥିଲେ ପୀଡିତ

ଭୁବନେଶ୍ବର: ପରଲୋକରେ ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ର । ୮୮ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି  । ଦୀର୍ଘ ଦିନ ଧରି ସେ ଡେଙ୍ଗୁରେ ପୀଡିତ ଥିବାବେଳେ ଆଜି ସକାଳ ୭ଟା ୨୨ ମିନିଟରେ ତାଙ୍କର ଦେହାନ୍ତ ଘଟିଛି । ୧୯୫୯ ବ୍ୟାଚର ଆଇପିଏସ୍ ଅଫିସର…

ଆପ ବିଧାୟକ ଅମାନତୁଲ୍ଲା ଖାନଙ୍କ ବାସ ଭବନରେ ଛାପା ମାରିଲା ଇଡି 

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନଙ୍କ ବାସ ଭବନରେ ଛାପା ମାରିଲା ଇଡି  । ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ପକ୍ଷରୁ ତାଙ୍କର ବାସଭବନରେ ଚଢ଼ାଉ କରିଛି। ମନି ଲଣ୍ଡରିଂ ଅଭିଯୋଗରେ ଇଡି ପକ୍ଷରୁ ଏହି କାର୍ୟ୍ୟାନୁଷ୍ଠାନ  ଚାଲିଥିବା ସୂଚନା ରହିଛି । ସରକାରୀ…

ଗୁରୁବାର ଲକ୍ଷ୍ମୀ ବସ ସେବାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ଅକ୍ଟୋବର ୧୨ ତାରିଖରେ ଲକ୍ଷ୍ମୀ (LAccMI) ଯୋଜନାରେ ବସ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ବସ୍ କର୍ମଚାରୀମାନେ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଛି। ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ…

ରାଜ୍ୟ ସରକାର ଜନ ବିରୋଧୀ ସହିତ ସମ୍ବିଧାନ ବିରୋଧୀ: ବିଜୟ ପଟ୍ଟନାୟକ

ଭୁବନେଶ୍ୱର: କଂଗ୍ରେସ ନେତା ବିଜୟ ପଟ୍ଟନାୟକ ସୋମବାର ସରପଞ୍ଚଙ୍କ ଆନ୍ଦୋଳନକୁ ନିଜର ଦଳୀୟ ସମର୍ଥନ ଜଣାଇବା ସହ ଓଡ଼ିଶା ସରକାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ କ୍ଷୁର୍ଣ୍ଣ କରୁଥିବାରୁ କଡ଼ା ସମାଲୋଚନା କରିଛନ୍ତି। ଏପରି କାମ କେବଳ ଜନ ବିରୋଧୀ ନୁହଁ ବରଂ ସମ୍ବିଧାନ ବିରୋଧୀ ବୋଲି ପୂର୍ବତନ…

‘ସଚ୍ଚୋଟତା’ର ଅନ୍ଯତମ ନା ହୋମଗାର୍ଡ ସଙ୍ଗୀତା, ଏଟିଏମରୁ ୧୦ ହଜାର ଟଙ୍କା ପାଇ ଫେରାଇଦେଲେ

ବାରିପଦା: ସଚ୍ଚୋଟତାର ଏକ ବିରଳ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ ଜଣେ ମହିଳା ହୋମଗାର୍ଡଙ୍କ ନିକଟରେ। ଏଟିଏମ୍ ମେସିନରୁ ମିଳିଥିବା ୧୦ ହଜାର ଟଙ୍କାକୁ ଏହାର ସଠିକ୍ ମାଲିକଙ୍କୁ ଫେରାଇ ଦେଇଛନ୍ତି ଏହି ସ୍ବଳ୍ପ ବେତନଧାରୀ ସରକାରୀ କର୍ମଚାରୀ। ସଙ୍ଗୀତା ମାରାଣ୍ଡିଙ୍କ ସଚ୍ଚୋଟତା…

ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ଦୁଇ ନେତାଙ୍କ ମଧ୍ୟରେ ପିଟାପିଟି

ବଲାଙ୍ଗୀର: ସୋମବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ରାଲି ବେଳେ ବଲାଙ୍ଗୀର ଜିଲ୍ଲା ବିଜେପିର ଦୁଇ ନେତାଙ୍କ ମଧ୍ୟରେ ପିଟାପିଟା ହୋଇଛି। ବିଜେପିର ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନମୋହନ ସାମଲ ବଲାଙ୍ଗୀର ଆସିଛନ୍ତି। ଦଳ ପକ୍ଷରୁ ମନମୋହନ ସାମଲଙ୍କ ନେତୃତ୍ୱରେ…