Latest Odisha News

BREAKING NEWS

Browsing Category

ଫିଚର

ରାଜସ୍ଥାନରେ ଗଠନ ହେବ ୩ଟି ନୂତନ ଜିଲ୍ଲା, ବିଧାନସଭା ନିର୍ବାଚନ ପୂର୍ବରୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜୟପୁର: ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ୩ଟି ନୂତନ ଜିଲ୍ଲା ଗଠନ କରିବାକୁ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଶୁକ୍ରବାର ଟୋଙ୍କ ଜିଲ୍ଲାର ମାଲପୁରା ଏବଂ ଚୁରୁ ଜିଲ୍ଲାର ସୁଜୀନଗଡ଼କୁ ଅଲଗା ଜିଲ୍ଲା ଭାବେ ପରିଣତ କରିବାକୁ ଘୋଷଣା କରିଛନ୍ତି। ଏମାନଙ୍କ ବ୍ୟତୀତ…

ଓଡିଶା ପାଇଁ ଗୌରବ:ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଚାନ୍ଦବାଲିର ପୁଅ

ଭଦ୍ରକ: ଓଡିଶା ପାଇଁ ଗୌରବ ଆଣିଲେ ଚାନ୍ଦବାଲି ପୁଅ ଚିତ୍ତରଂଜନ ତ୍ରିପାଠୀ  । ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାର ନିର୍ଦ୍ଦେଶକ ଭାବେ ପାଇଲେ ନିଯୁକ୍ତି । ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ତଥା ନାଟ୍ୟକର୍ମୀ ଚିତ୍ତରଂଜନ ତ୍ରିପାଠୀ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମାର…

ଖଡିଆଳରେ ଫୁଟବଲ ଫିଭର: ପ୍ରତିଯୋଗିତାରେ ଭାଗ ନେଇଛନ୍ତି ୭୦ ଦଳ

ନୂଆପଡା : ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ଠାରେ ଆୟୋଜିତ ହୋଇଛି ବିଧାନସଭା ମଣ୍ଡଳୀ ସ୍ତରୀୟ ଦିବାରାତ୍ର ଫୁଟବଲ ମ୍ୟାଚ । ଏଥିରେ ତିନୋଟି ବ୍ଲକର ସତୁରୀଟି ଦଳ ଭାଗ ନେଇଛନ୍ତି ।  ଏହି ବଡ ଧରଣର ପ୍ରତିଯୋଗିତାରେ ସହଯୋଗ କରିଛନ୍ତି ଖଡ଼ିଆଳର ଯୁବ ବିଧାୟକ ଅଧିରାଜ ପାଣିଗ୍ରାହୀ ।…

ନକ୍ସଲ ବିରୋଧରେ ଗୃହମନ୍ତ୍ରୀଙ୍କ ରଣହୁଙ୍କାର: ଦୁଇବର୍ଷ ମଧ୍ୟରେ ବାମପନ୍ଥୀ ଉଗ୍ରବାଦର ବିଲୋପ ନିଶ୍ଚିତ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାମପନ୍ଥୀ ଉଗ୍ରବାଦକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଅମିତ ଶାହ ଶୁକ୍ରବାର କହିଛନ୍ତି, ୨ ବର୍ଷ ମଧ୍ୟରେ ଦେଶରେ ଥିବା ବାମପନ୍ଥୀ ଉଗ୍ରବାଦକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯିବ । ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟରେ ସୁରକ୍ଷା ସ୍ଥତି…

ମୋଦି ସରକାରଙ୍କ ଅଲ୍ଟିମେଟମର ପ୍ରଭାବ:ଅକ୍ଟୋବର ୧୦ ପୂର୍ବରୁ କାନାଡା ହଟାଇନେଲା କୁଟନୀତିଜ୍ଞ

ନୂଆଦିଲ୍ଲୀ: ଖଲିସ୍ଥାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟା ପରେ ଭାରତ-କାନାଡା ସମ୍ପର୍କ ତିକ୍ତତା ଲଗାତାର ବିଗିଡବାରେ ଲାଗିଛି । ଭାରତ ସରକାରଙ୍କ ପକ୍ଷରୁ ଜାରି ଅଲ୍ଟିମେଟମ ପରେ କାନାଡା ନିଜ କୂଟନୀତିଜ୍ଞଙ୍କୁ ହଟାଇବା ଆରମ୍ଭ କରିଛି । ଖଲିସ୍ଥାନୀ ବିଚ୍ଛିନ୍ନତିବାଦୀ ହରଦୀପ ସିଂହ…

ବିହାର ଜାତି ସର୍ଭେ ମାମଲା: ଜାତି ଜନଗଣନା ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, ରାଜ୍ୟ ସରକାରଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ବିହାରର ଜାତିଗତ ଜନଗଣନା ତଥ୍ୟ ଉପରେ ରୋକ୍‌ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏଥିସହିତ କୋର୍ଟ ବିହାର ସରକାରଙ୍କୁ ଏକ ନୋଟିସ ଜାରି କରି ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ଜବାବ ଦେବାକୁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ରାଜ୍ୟ ସରକାରଙ୍କୁ କୌଣସି…

ପଇସା ଦେଲାନି ବୋଲି ଭଉଣୀଙ୍କୁ ଗୁଳି କରି ହତ୍ୟା କଲା ଭାଇ

କେନ୍ଦୁଝର: ଭାଇ ସାଜିଲା ହତ୍ୟାକାରୀ । ଯେଉଁ ଭାଇ ହାତରେ ଦିନ ରାଖି ବାନ୍ଧିଥିଲା ସେହି ହାତରେ ଫୁଟାଇଲା ଗୁଳି । ଚାଲିଗଲା ଭଉଣୀ ଜୀବନ । ସାମାନ୍ୟ ଟଙ୍କା କେତେଟା ପାଇଁ ଭଉଣୀକୁ ଗୁଳିକରି ମାରିଦେଲା ଭାଇ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସମଗିରି…

୪ର୍ଥ ଥର ପାଇଁ ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ, କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ

ମୁମ୍ବାଇ: ଆରବିଆଇର ମୁଦ୍ରା ନୀତି କମିଟି ପକ୍ଷରୁ ବଡ଼ ଉପହାର। କ୍ରମାଗତ ଚତୁର୍ଥ ଥର ପାଇଁ ରେପୋ ରେଟ୍‌ ୬.୫ ପ୍ରତିଶତ ବଜାୟ ରହିଛି। ରେପୋ ହାର ଅପରିବର୍ତ୍ତନ ହେବା ପରେ ଶୁକ୍ରବାର କଂଗ୍ରେସ ଦାବି କରିଛି ଯେ ମୁଦ୍ରାସ୍ଫୀତି କାରଣରୁ ଅନେକ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…

ସିକ୍କିମରେ ପ୍ରଳୟଙ୍କାରୀ ବନ୍ୟାର କ୍ଷୟକ୍ଷତି ଆକଳନ ପାଇଁ ଗୃହ ମନ୍ତ୍ରାଳୟ ଗଠନ କଲା ଟିମ

ନୂଆଦିଲ୍ଲୀ: ସିକ୍କିମର ତୀସ୍ତା ନଦୀରେ ଘଟିଥିବା ପ୍ରଳୟଙ୍କାରୀ ବନ୍ୟାରେ ହୋଇଥିବା କ୍ଷତିଗ୍ରସ୍ତର ଆକଳନ କରାଇବେ କେନ୍ଦ୍ର ସରକାର। ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ଦଳ ଗଠନ କରିଛି। ଆଜି ସିକ୍କିମରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ଏବଂ ତୀସ୍ତା ନଦୀରେ ବନ୍ୟା ହେତୁ ରାଜ୍ୟରେ…

ମୁଖ୍ୟ ସଚେତକ ପଦରୁ ହଟିବା ପରେ ମିଡିଆକୁ ସମାଲୋଚନା କଲେ ସୁଲତା, କହିଲେ, ‘ବିନା ମେଘରେ ବଜ୍ରପାତ କାହିଁକି ?’

ଭୁବନେଶ୍ୱର: ରାଜ୍ୟ ସଭାର ମୁଖ୍ୟ ସଚେତକ ପଦବୀରୁ ହଠାତ ସୁଲତା ଦେଓଙ୍କୁ କାଢି ମାନସ ମଙ୍ଗରାଜଙ୍କୁ ଦିଆଯିବା ଘଟଣା ରାଜ୍ୟ ରାଜନୀତିରେ ଏବେ ବି ଚର୍ଚ୍ଚାର ବିଷୟ ହୋଇଛି । ବିଜେଡିର ହଠାତ୍ ଏପରି ଏକ ଅଦଳବଦଳକୁ ନେଇ ବିଭିନ୍ନ ମିଡିଆରେ କଳ୍ପନାଜଳ୍ପନା ପ୍ରକାଶ ପାଉଥିବାବେଳେ ମୁହଁ ଖୋଲିଛନ୍ତି…