Latest Odisha News

BREAKING NEWS

Browsing Category

ଫିଚର

ଫ୍ଲାଇଟରେ ନିଃଶ୍ବାସ ନେଇପାରିଲାନି ଶିଶୁ: ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଡାକ୍ତର

ନୂଆଦିଲ୍ଲୀ: ଫ୍ଲାଇଟ୍ ରେ ଅଘଟଣ  । ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳା ହଠାତ୍ ହୃଦରୋଗରେ ପୀଡିତ ଏକ ଶିଶୁକୁ ନିଃଶ୍ବାସ ନେବାରେ ସମସ୍ୟା ଉପୁଜିଥିଲା । ଏହା ଦେଖି ଶିଶୁଟିର ବାପା , ମା  ବହୁତ ବ୍ୟସ୍ତବିବ୍ରତ ହୋଇପଡିଥିଲେ । କଣ କରିବେ କିଛି ବୁଦ୍ଧିବାଟ ଦିଶିନଥିଲା ।…

ଝିଅ ତନୟାଙ୍କୁ ସମ୍ପାଦକ ଦାୟିତ୍ବ ଦେବା ପରେ ସୌମ୍ୟରଞ୍ଜନଙ୍କ ଆଗାମୀ ରଣନୀତି କ’ଣ?

ଭୁବନେଶ୍ୱର: ବ୍ୟକ୍ତିଗତ କାରଣ ଦର୍ଶାଇ ଦୈନିକ ଖବରକାଗଜ 'ସମ୍ବାଦ'ର ସମ୍ପାଦକ ତଥା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ତାଙ୍କ ଝିଅ ତଥା 'ସମ୍ବାଦ ଗ୍ରୁପ୍'ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତନୟା ପଟ୍ଟନାୟକ ତାଙ୍କ…

ଜିପିଏସ ଦେଖି ଯାଉଥିବା ବେଳେ ନଦୀକୁ ଖସିଲା କାର; ଦୁଇ ଡାକ୍ତରଙ୍କ ମୃତ୍ୟୁ

ଏର୍ଣ୍ଣାକୁଲମ: କେରଳର ଏର୍ଣ୍ଣାକୁଲମରେ ରବିବାର ସକାଳେ ଏକ କାର ନଦୀକୁ ଖସି ପଡ଼ିବା ଫଳରେ ଦୁଇ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି। ଜିପିଏସ୍ ଲଗାଇ ଯାଉଥିବା ବେଳେ ରାସ୍ତାରେ ପାଣି ଜମି ରହିବାରୁ ସେମାନେ ଜାଣିପାରିନଥିଲେ ପରେ ଦୁର୍ଘଟଣାର ଶିକାର…

ଲଘୁଚାପ ପ୍ରଭାବ: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର:  ଶୁକ୍ରବାର ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସୋମବାର ୧୪ଟି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସ୍ପଷ୍ଟ ସଦୃଶ ଲଘୁଚାପ ଏବେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଡ଼କୁ ମୁହାଁଇଛି। ତେବେ ରାଜ୍ୟରେ ଆଜି ସକାଳଠୁ ଆକାଶ ମେଘାଛନ୍ନ…

ମଣିପୁରରେ ଦୁଇ ଛାତ୍ରଛାତ୍ରଙ୍କୁ ହତ୍ୟା ଘଟଣା: ୪ ଅଭିଯୁକ୍ତ ଗିରଫ

ଇମ୍ପାଲ: ମଣିପୁରରେ ଦୁଇ ଛାତ୍ରଛାତ୍ରୀଙ୍କୁ ହତ୍ୟା ଘଟଣା । ଗିରଫ ହେଲେ ୪ ଅଭିଯୁକ୍ତ । ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ  ଏନ୍.ବୀରେନ୍ ସିଂ କହିଛନ୍ତି  । ଦୁଇ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଅପହରଣ…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଯିଏ ଜନ ବିରୋଧୀ, ସିଏ ମନ୍ତ୍ରୀ ପ୍ରତାପ ଦେବଙ୍କ ପାଇଁ ଜରୁରୀ !

ଭୁବନେଶ୍ୱର: ରେମୁଣା ବିଧାୟକ ସୁଧାଂଶୁ ପରିଡା ଏବଂ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ସୁପ୍ରିମୋ ଗତ 21 ତାରିଖରେ ଦଳରୁ ବହିଷ୍କୃତ କରିଥିଲେ। ଜନ ବିରୋଧାୀ ବୋଲି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରୁ ଆଉଟ୍ କରିଥିଲେ। ଏହି ପ୍ରସଙ୍ଗ ଆଜି ବି ଚର୍ଚ୍ଚାରେ ଥିବା…

ଭିଡ ନିୟନ୍ତ୍ରଣ କରିବାକୁ ଯାଇ ଆହତ ହୋଇଥିବା ମହିଳା ଏଏସଆଇଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲା ଉଦିତନଗର ଥାନାର ଜଣେ ମହିଳା ଏଏସ୍ଆଇଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଆଲିଶ ନରମି ଲୁଗୁନ(36)। ସେ ଭିଡ ନିୟନ୍ତ୍ରଣ କରିବାକୁ ଯାଇଥିବା ବେଳେ ଠେଲାପେଲାର ଶିକାର ହୋଇ ଆହତ ହୋଇଥିଲେ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା…

ସୁନ୍ଦରଗଡରେ ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍ : ୨୪ ଘଣ୍ଟାରେ ପୁଣି ୯ ପଜିଟିଭ ଚିହ୍ନଟ

ସୁନ୍ଦରଗଡ:  ସୁନ୍ଦରଗଡ ଜିଲ୍ଲାର ପିଛା ଛାଡୁନି  ସ୍କ୍ରବ୍ ଟାଇଫସ୍  । ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୯ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି  । ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୩୦୪କୁ ବୃଦ୍ଧି…

ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ, କୋରାପୁଟ ଓ ମାଲକାନଗିରିରେ ବସ ସେବା ପ୍ରଭାବିତ

ମାଲକାନଗିରି/କୋରାପୁଟ: ରାଜ୍ୟ ସରକାରଙ୍କ ସ୍ଥାୟୀ ଓ ଶସ୍ତା ପରିବହନ ଯୋଜନା ଲକ୍ଷ୍ନୀ (LAccMI)କୁ ବିରୋଧ କରି ଓଡିଶାରେ ବସ୍ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ସୋମବାର ଠାରୁ ଏହି ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି, ନବରଙ୍ଗପୁର, ରାୟଗଡା ବସ୍…

ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରଜାଙ୍କୁ ଦର୍ଶନ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ

ଯାଜପୁର: ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କୁ ଦର୍ଶନ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ମା'ଙ୍କୁ ଦର୍ଶନ କରିବା ପରେ ନିଜ ଗାଁକୁ ଗଲେ ପ୍ରମିଳା। ମା'ଙ୍କ ଆଶୀର୍ବାଦ ଏବଂ ବାବା ବରୁଣେଶ୍ୱର୍ ମହାଦେବଙ୍କ ଆଶୀର୍ବାଦ ଯୋଗୁଁ ଆଜି ଏ ଜାଗାରେ ପହଞ୍ଚି ପାରିଛି କହିଲେ ପ୍ରମିଳା। ତେବେ ଓଡ଼ିଆ ଘରର…