Latest Odisha News

BREAKING NEWS

Browsing Category

ଫିଚର

ଶୁଷ୍କ ଅଂଚଳର ଏହି ଗୋଲାକୃତି ନେଇ ଚିନ୍ତାରେ ବୈଜ୍ଞାନିକ

କେପଟାଉନ: ଶୁଷ୍କ ଭୂମି ତଥା ମରୁଭୂମି ଅଂଚଳରେ ଏବେ କିଛି ଦିନ ହେବ ଗୋଲାକୃତି ଚିହ୍ନ ସୃଷ୍ଟି ହେଉଛି । ବୈଜ୍ଞାନିକ ଭାଷାରେ ଫେୟରୀ ସର୍କଲ ବିଭିନ୍ନ ଅଂଚଳରେ ଦେଖାଯିବା ଗବେଷକମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଦକ୍ଷିଣ ଆଫ୍ରିକାର ନାମୀବ ମରୁଭୂମି ଓ ପଶ୍ଚିମ ଅଷ୍ଟ୍ରେଲିଆ ଏହା ଦେଖିବାକୁ…

ସହମତିରେ ଶାରିରୀକ ସମ୍ପର୍କ ରଖିବାର ବୟସ ସୀମାରେ ପରିବର୍ତ୍ତନ କରାଯିବା ଉଚିତ ନୁହେଁ: ଲ’ କମିଶନ

ନୂଆଦିଲ୍ଲୀ: ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଅଧିନିୟମ (POCSO) ଅନୁଯାୟୀ ଆଇନ କମିଶନ ୧୮ ରୁ ୧୬ ବର୍ଷ ବୟସକୁ ହ୍ରାସ କରିବାକୁ ବିରୋଧ କରିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ ଏହା କରିବା ଦ୍ୱାରା ବାଲ୍ୟ ବିବାହ ଏବଂ ଶିଶୁ କାରବାର ବିରୋଧୀ କାର୍ଯ୍ୟକଳାପ ଉପରେ କୁ ପ୍ରଭାବ ପଡ଼ିପାରେ। ତେଣୁ…

ଏୟାର ଇଣ୍ତିଆ କର୍ମଚାରୀଙ୍କ ପାଇଁ ୟୁନିଫର୍ମ ଡିଜାଇନ୍ କରିବେ ମନୀଷ ମଲହୋତ୍ରା

ନୂଆଦିଲ୍ଲୀ: ଏୟାର ଇଣ୍ତିଆ କର୍ମଚାରୀଙ୍କ ପାଇଁ ଆସିବ ନୂଆ ୟୁନିଫର୍ମ। ଡିଜାଇନ୍ କରିବେ ବଲିଉଡ ସେଲିବ୍ରିଟି ଡିଜାଇନର ତଥା ଲୋକପ୍ରିୟ ଫ୍ୟାଶନ ଡିଜାଇନର୍‌ ମନୀଷ ମଲହୋତ୍ରା। ଏୟାର ଇଣ୍ଡିଆର ଏହି ନୂଆ ୟୁନିଫର୍ମ ଡିଜାଇନ୍ କରିବା ପାଇଁ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ସହିତ…

ବିଶ୍ୱକପ କ୍ରିକେଟ ପାଇଁ ଭାଷ୍ୟକାରଙ୍କ ତାଲିକା ଜାରୀ କଲା ଆଇସିସି

ନୂଆଦିଲ୍ଲୀ:ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଶୁକ୍ରବାର ଭାଷ୍ୟକାରଙ୍କ ତାଲିକା ଘୋଷଣା କରିଛି । ନାସୀର ହୁସେନ, ଇଆନ ବିଶପ ଓ ଇଆନ ସ୍ମିଥଙ୍କ ପରି ପ୍ରତିଷ୍ଠିତ ଭାଷ୍ୟକାରଙ୍କୁ ସାମିଲ କରାଯାଇଛି । ଭାରତରୁ ସୁନୀଲ ଗାଭାସ୍କର, ହର୍ଷ…

ମହିଳା ସଂରକ୍ଷଣ ବିଲ୍‌କୁ ରାଷ୍ଟ୍ରପତି ଦେଲେ ମଞ୍ଜୁରି, ଆଇନ୍‌ରେ ପରିଣତ ହେଲା ମହିଳା ବିଲ୍‌

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ମହିଳା ସଂରକ୍ଷଣ ବିଲକୁ ଅନୁମୋଦନ କରିଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତି ମଞ୍ଜୁରି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ବିଲ୍ ଆଇନରେ ପରିଣତ ହେଲା। ଏ ସମ୍ପର୍କରେ ଭାରତ ସରକାର ଏକ ଗେଜେଟ ବିଜ୍ଞପ୍ତି ଜାରି…

ବିଶ୍ୱକପ କ୍ରିକେଟ: ଚାମ୍ପିୟନ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ଖେଳିବେନି ୱିଲିୟମସନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ଅଧିନାୟକ କେନ ୱିଲିୟମସନ ଏବେ ବି ସମ୍ପୂର୍ଣ୍ଣ ଭାବେ ଫିଟ ହୋଇ ନାହାନ୍ତି । ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟର ପ୍ରଥମ ମ୍ୟାଚ ଅକ୍ଟୋବର ୫ରେ ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ୱିଲିୟମସନ…

ଏମପିରେ ସିନ୍ଧିଆ ଲଢିବେ ବିଧାନସଭା ନିର୍ବାଚନ, ପ୍ରତିଶୋଧ ନେବାକୁ କଂଗ୍ରେସର ମାଷ୍ଟର ପ୍ଲାନ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପି ଦୁଇଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ବିଧାନସଭା ମୈଦାନକୁ ଓଲ୍ହାଇଛି। ଏପରିକି ଦଳ ପକ୍ଷରୁ ଖୁବ ଶୀଘ୍ର ତୃତୀୟ ତାଲିକା ଘୋଷଣା ହେବ। ସେଥିରେ ଆହୁରି ଚମକାଇଲା ଭଳି ସ୍ଥିତି ଦେଖିବାକୁ ମିଳିବ ବୋଲି…

ଏସିଆନ ଗେମ୍ସ: ଷଷ୍ଠ ଦିନ ଭାରତୀୟ ଆଥଲେଟଙ୍କ ଦମଦାର ପ୍ରଦର୍ଶନ

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଶୁକ୍ରବାର ଷଷ୍ଠ ଦିନ ଭାରତୀୟ ଆଥଲେଟ ଦମଦାର ପ୍ରଦର୍ଶନ କରିଛନ୍ତି । ଚୀନରେ ହାଙ୍ଗଝୋଉ ଭାରତୀୟ ଖେଳାଳି ୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୨ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଓଭରାଲ ୩୩ ପଦକ ସହ ଭାରତ ପଦକ ତାଲିକାରେ ୪ର୍ଥ ସ୍ଥାନରେ ରହିଛି । ଭାରତୀୟ ଶୁଟର୍ସ ୨…

ରାଜସ୍ଥାନରେ ବସୁନ୍ଧରା ଆଉଟ, ଦିୟା କୁମାରୀଙ୍କୁ ନେଇ ବିଜେପି ଖେଳିବ ବଡ଼ ଗେମ !

ଭୁବନେଶ୍ୱର: ବଦଳୁଛି ରାଜସ୍ଥାନ ରାଜନୀତିର ସମୀକରଣ। ରାଜସ୍ଥାନ ବିଜେପିର ପ୍ରମୁଖ ଚେହେରା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଆଉ କେନ୍ଦ୍ରୀୟ ନେତୃତ୍ୱ ଗୁରୁତ୍ୱ ଦେଉ ନ ଥିବା ଦେଖିବାକୁ ମିଳିଛି। ଆଉ ଜଣେ ନୂଆ ନେତୃତ୍ୱକୁ ତାଙ୍କ ସ୍ଥାନ ପୂରଣ ପାଇଁ ଦଳ ଆଗକୁ…

ଚାଷ ବିଲରେ କାମ କରିବା ବେଳେ ବଜ୍ରପାତ, ୪ ମହିଳା ଗୁରୁତର

ସୁବର୍ଣ୍ଣପୁର: ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗ୍ରାମରେ ଆଜି ଅପରାହ୍ନ ପ୍ରାୟ ୪ଟା ରେ ଚାଷ ବିଲରେ କାମ କରୁଥିବା ସମୟରେ ଅଚାନକ ବଜ୍ରପାତ ହୋଇଥିଲା। ସେହି ବଜ୍ରାଘାତରେ ୪ ଜଣ ମହିଳା ଗୁରୁତର ହୋଇଛନ୍ତି। ଯାହା ଫଳରେ ସମସ୍ତେ ଗୁରୁତର ଅବସ୍ଥାରେ ଅଚେତ ହୋଇ ଯାଇଥିଲେ। ପରେ ଗାଁ ଲୋକଙ୍କ…