Latest Odisha News

BREAKING NEWS

Browsing Category

ଫିଚର

ବିଶ୍ୱକପର ଗ୍ଲୋବାଲ ଆମ୍ବାସଡର ହେଲେ ସଚିନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମଙ୍ଗଳବାର ଭାରତର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କୁ ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଥିବା ଦିନିକିଆବିଶ୍ୱକପ ପାଇଁ ଗ୍ଲୋବାଲ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି । ସଚିନ ୬ ଥର ଦିନିକିଆ ବିଶ୍ୱକପରେ ଖେଳିଛନ୍ତି । ୧୯୯୨ରେ ପ୍ରଥମ ଥର ପାଇଁ…

‘ହଜାର ହଜାର ଆଫ୍ରୀକିୟଙ୍କ ଜୀବନ ବଞ୍ଚାଇବ ମ୍ୟାଲେରିଆ ଟିକା’

ନୂଆଦିଲ୍ଲୀ: ସିରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏକ ମ୍ୟାଲେରିଆ ଟିକା ପ୍ରସ୍ତୁତ କରିଛନ୍ତି ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଦ୍ୱାରା ବ୍ୟବହାର ପାଇଁ ସୁପାରିଶ କରାଯାଇଛି। ଉଭୟ ସଂସ୍ଥାର ମିଳିତ ଉଦ୍ୟମ ଫଳପ୍ରଦ ହୋଇଛି ବୋଲି…

ସମସ୍ୟାବହୁଳ ସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ! ଗଡ଼ୁଛି ସମୟ ସରିନି କାମ

ପୁରୀ: ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ପ୍ରଶ୍ନ ! ସମସ୍ୟାବହୁଳ ସ୍ଥିତିରେ ଶ୍ରୀମନ୍ଦିର ! ଭକ୍ତଙ୍କ ପାଇଁ ବାଧକ ସାଜିଛି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ। ଦିନ ପରେ ଦିନ ଗଡୁଛି ହେଲେ ଶେଷ ହେଉ ନାହିଁ କାର୍ଯ୍ୟ, କି ସୁବିଧା ପାଉ ନାହାଁନ୍ତି ଭକ୍ତ। ଦୈନିକ ଶ୍ରୀମନ୍ଦିର…

ଶ୍ରଦ୍ଧାଙ୍କୁ ନେଇ ବିରୋଧୀଙ୍କ ଶହେ ପ୍ରଶ୍ନ; ଗୋଟେ ଉତ୍ତରରେ କାମ ସାରିଲେ ନବୀନ!

ଭୁବନେଶ୍ୱର: ଗତ କିଛି ଦିନ ହେବ ରହସ୍ୟମୟୀ ମହିଳା ଶ୍ରଦ୍ଧାଙ୍କ ପରିଚୟ ବାବଦରେ ବିରୋଧୀ ପ୍ରଶ୍ନ ପଚାରି ସରକାରଙ୍କୁ ଘେରୁଥିଲେ। ତେବେ ଆଜି ଶ୍ରଦ୍ଧାଙ୍କୁ ନେଇ ଉଠିଥିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ଗୃହରେ ବିବୃତ୍ତି ରଖି ଏହାର ଉତ୍ତର…

ବିଶ୍ୱକପ ୨୦୨୩ର ଉଦଘାଟନୀ ସମାରୋହ ହେବନି

ଅହମ୍ମଦାବାଦ: ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ର ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବନି । ବିସିସିଆଇର ଜନୈକ ଅଧିକାରୀ ନାମ ନ ପ୍ରକାଶ କରି ଏହି ସୂଚନା ଦେଇଛନ୍ତି । ୪ ଅକ୍ଟୋବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ କ୍ୟାପଟେନ ଡେ ସେରମୋନୀ କିମ୍ବା…

କଲରାପତରିଆ ବାଘ ଛାଲ ସହ ୨ ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ରାୟଗଡା: ମୁନିଗୁଡା ରେଞ୍ଜ ବଡକାନ୍ଦୁଲପଡା ଗ୍ରାମ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ ସହ ୨ ଦେଶୀ ବନ୍ଧୁକ ଜବତ କରିବା ସହ ଜଣଙ୍କୁ ଗିରଫ କଲା ବନ ବିଭାଗ। ବିଶେଷ ସୁତ୍ରରୁ ଖବରପାଇ ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜରଙ୍କ ନେତୃତ୍ବ ରେ ବନ ବିଭାଗର ଏକ ଟିମ ମୁନିଗୁଡା ରେଞ୍ଜର ମୁନିଗୁଡା ଓ…

ଦୁଇ ଦିନରେ ୨ ପଦକ ଜିତିଲେ ପାରୂଲ

ହୋଙ୍ଗଝାଉ: ଏସିଆନ ଗେମ୍ସରେ ଭାରତର ମହିଳା ଆଥଲେଟ ପାରୂଲ ଚୌଧୁରୀ ମଙ୍ଗଳବାର ୫୦୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୨ ଦିନରେ ୨ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି । ସେ ସୋମବାର ୩୦୦୦ ମିଟର ଷ୍ଟିପେଲଚେଜରେ ରୌପ୍ୟ ପଦକ ଜିତିଥିଲେ । ୫୦୦୦ ମିଟର ଫାଇନାଲରେ ପାରୂଲ…

ଏସିଆନ ଗେମ୍ସ: ୭୨ ବର୍ଷ ଇତିହାସରେ ପ୍ରଥମ ଥର ମହିଳା ଜାଭେଲିନରେ ଭାରତ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଚାଲିଥିବା ଏସିଆନ ଗେମ୍ସରେ ଭାରତର ପ୍ରଦର୍ଶନ ୧୦୦ ପଦକ ସମ୍ଭାବନା ସୃଷ୍ଟି କରିଛି । ମଙ୍ଗଳବାର ଭାରତର ଅନ୍ନୁ ରାନୀ ନିଜ ନାମ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ୭୨ ବର୍ଷ ଇତିହାସରେ ପ୍ରଥମ ମହିଳା ଭାବେ ସେ ଭାରତ ପକ୍ଷରୁ ଜାଭେଲିନରେ…

ଏମପିରେ ପରିସ୍ରା ଯୋଗୁ ବିଜେପି ଟିକେଟ କାଟିଲା, ଏବେ ଶୁକ୍ଳା ହେବେ ସ୍ୱାଧୀନ ପ୍ରାର୍ଥୀ!

ଭୁବନେଶ୍ୱର: ଛିଡୁନି ମଧ୍ୟପ୍ରଦେଶରେ ବିଜେପିର ଟିକେଟ ଅଡୁଆ। ଆଗାମୀ ନିର୍ବାଚନ ପାଇଁ ଦଳ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ଟିକେଟ ଦେଇ ନୂଆ ଏକ୍ସପେରିମେଂଟ କରିଥିବା ବେଳେ ବହୁ ସିଟରେ ବିରୋଧ ଓ ବିଦ୍ରୋହ ଦେଖିବାକୁ ମିଳିଛି। ଏମପିର ଏମିତି ଏକ ଚର୍ଚ୍ଚିତ ସିଟକୁ ନେଇ ଏବେ ଜୋରଦାର ଚର୍ଚ୍ଚା।…